ସାକିବ୍ ସବୁ ଫର୍ମାଟରେ ଶ୍ରେଷ୍ଠ ଅଲରାଉଣ୍ଡର୍

ଢାକା: ଭାରତକୁ ହରାଇ ଦିନିକିଆ ସିରିଜ୍ ଜିତିଥିବା ବାଂଲାଦେଶ ପାଇଁ ଆଉ ଏକ ଖୁସି ଖବର। ଦଳର ଅଲରାଉଣ୍ଡର୍ ସାକିବ୍ ଅଲ୍ ହାସନ ପୁଣି ବନି ଯାଇଛନ୍ତି ବିଶ୍ୱର ସର୍ବଶ୍ରେଷ୍ଠ ଅଲରାଉଣ୍ଡର୍। କ୍ରିକେଟର ସବୁ ଫର୍ମାଟ- ଦିନିକିଆ, ଟେଷ୍ଟ୍ ଓ ଟ୍ୱେଣ୍ଟି ଟ୍ୱେଣ୍ଟିରେ ସେ ହୋଇଯାଇଛନ୍ତି ବିଶ୍ୱର ୧ ନମ୍ବର ଅଲରାଉଣ୍ଡର। ଆଇସିସି ପକ୍ଷରୁ ସଦ୍ୟ ପ୍ରକାଶିତ ମାନ୍ୟତା ତାଲିକାରୁ ଏହା ଜଣାପଡ଼ିଛି। ଚଳିତ ବର୍ଷ ବିଶ୍ୱକପ୍ ପୂର୍ବରୁ ମଧ୍ୟ ସାକିବ୍ ଦିନିକିଆ, ଟେଷ୍ଟ୍ ଓ ଟ୍ୱେଣ୍ଟି […]

Shakib

Shakib

Rakesh Mallick
  • Published: Friday, 26 June 2015
  • Updated: 26 June 2015, 03:29 PM IST

Sports

Latest News

ଢାକା: ଭାରତକୁ ହରାଇ ଦିନିକିଆ ସିରିଜ୍ ଜିତିଥିବା ବାଂଲାଦେଶ ପାଇଁ ଆଉ ଏକ ଖୁସି ଖବର। ଦଳର ଅଲରାଉଣ୍ଡର୍ ସାକିବ୍ ଅଲ୍ ହାସନ ପୁଣି ବନି ଯାଇଛନ୍ତି ବିଶ୍ୱର ସର୍ବଶ୍ରେଷ୍ଠ ଅଲରାଉଣ୍ଡର୍। କ୍ରିକେଟର ସବୁ ଫର୍ମାଟ- ଦିନିକିଆ, ଟେଷ୍ଟ୍ ଓ ଟ୍ୱେଣ୍ଟି ଟ୍ୱେଣ୍ଟିରେ ସେ ହୋଇଯାଇଛନ୍ତି ବିଶ୍ୱର ୧ ନମ୍ବର ଅଲରାଉଣ୍ଡର। ଆଇସିସି ପକ୍ଷରୁ ସଦ୍ୟ ପ୍ରକାଶିତ ମାନ୍ୟତା ତାଲିକାରୁ ଏହା ଜଣାପଡ଼ିଛି।

ଚଳିତ ବର୍ଷ ବିଶ୍ୱକପ୍ ପୂର୍ବରୁ ମଧ୍ୟ ସାକିବ୍ ଦିନିକିଆ, ଟେଷ୍ଟ୍ ଓ ଟ୍ୱେଣ୍ଟି ଟ୍ୱେଣ୍ଟିରେ ବିଶ୍ୱର ୧ ନମ୍ବର ଅଲରାଉଣ୍ଡର୍ ଥିଲେ। ତେବେ ବିଶ୍ୱକପରେ ପ୍ରଦର୍ଶନ ଏତେ ଭଲ ନରହିବାରୁ ସେ ଦିନିକିଆରେ ୧ ନମ୍ବର ସ୍ଥାନରୁ ଖସି ଆସିଥିଲେ। ତେବେ ନିକଟରେ ଭାରତ-ବାଂଲାଦେଶ ସିରିଜ୍ ପରେ ଆଇସିସି ପକ୍ଷରୁ ପ୍ରକାଶ କରାଯାଇଥିବା ସଦ୍ୟ ଅନ୍ତର୍ଜାତୀୟ ଦିନିକିଆ ଅଲରାଉଣ୍ଡର ତାଲିକା ପ୍ରଥମ ସ୍ଥାନରେ ରହିଛନ୍ତି ସେ। ଶ୍ରୀଲଙ୍କାର ତିଲକରତ୍ନେ ଦିଲସାନଙ୍କୁ ହଟାଇ ସେ ପ୍ରଥମ ସ୍ଥାନକୁ ପୁଣି ଉନ୍ନୀତ ହୋଇଛନ୍ତି। ସାକିବ୍ ୪୦୮ ପଏଣ୍ଟ ସହ ତାଲିକାର ଶୀର୍ଷରେ ରହିଥିବା ବେଳେ ଦିଲସାନ୍ ୪୦୪ ପଏଣ୍ଟ ସହିତ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ସେହିପରି ଶ୍ରୀଲଙ୍କାର ଆଞ୍ଜେଲୋ ମାଥ୍ୟୁସ୍ ୩୦୮ ପଏଣ୍ଟ ସହିତ ଏମାନଙ୍କ ପଛରେ ରହିଛନ୍ତି।

ସାକିବ୍ ନିକଟରେ ଭାରତ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜରେ ୬୧.୫୦ ହାରରେ ୧୨୩ ରନ୍ ସଂଗ୍ରହ କରିଥିଲେ। ଏଥିରେ ଦୁଇଟି ଅର୍ଦ୍ଧଶତକ ମଧ୍ୟ ସାମିଲ ଥିଲା। ସେହିପରି ୯୯ ରନ୍ ଦେଇ ୩ଟି ୱିକେଟ୍ ନେଇଥିଲେ। ଏହି ସିରିଜକୁ ବାଂଲାଦେଶ ୨-୧ରେ ଜିତି ନେଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story