ସାଉଥ୍ ଏସିଆନ୍ ଗେମ୍ସ: ରେସଲିଂରେ ଭାରତର ଦବଦବା ଜାରି

କାଠମାଣ୍ଡୁ (ନେପାଳ): ଅଲିମ୍ପିକ୍ ବ୍ରୋଞ୍ଜ ପଦକ ବିଜେତା ସାକ୍ଷୀ ମଲିକଙ୍କ ନେତୃତ୍ୱରେ ଭାରତୀୟ ରେସଲର୍ ୧୩ତମ ଏସିଆନ୍ ଗେମ୍ସର ରେସଲିଂ ଇଭେଣ୍ଟରେ ୪ଟି ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଏହିପରି ଭାବେ ଭାରତ ରେସଲିଂରେ ତା’ର ଦବଦବା କାଏମ ରଖିଛି । ଭାରତ ଏପର୍ଯ୍ୟନ୍ତ ସମସ୍ତ ୧୨ଟି ଯାକ ବର୍ଗରେ ସ୍ୱର୍ଣ୍ଣ ପଦକ ଜିତିଛି। ସାକ୍ଷୀ ମହିଳା ୬୨ କେଜି ବର୍ଗରେ ଏକତରଫା ବିଜୟ ସହ ପ୍ରଥମ ସ୍ଥାନ ହାସଲ କରିଥିବା ବେଳେ ଅଣ୍ଡର୍‌-୨୩ ବିଶ୍ୱ ଚାମ୍ପିୟନଶିପର ରୌପ୍ୟ […]

sakhi-malik

sakhi-malik

Ranjit Kumar Jena
  • Published: Sunday, 08 December 2019
  • Updated: 08 December 2019, 09:00 PM IST

Sports

Latest News

କାଠମାଣ୍ଡୁ (ନେପାଳ): ଅଲିମ୍ପିକ୍ ବ୍ରୋଞ୍ଜ ପଦକ ବିଜେତା ସାକ୍ଷୀ ମଲିକଙ୍କ ନେତୃତ୍ୱରେ ଭାରତୀୟ ରେସଲର୍ ୧୩ତମ ଏସିଆନ୍ ଗେମ୍ସର ରେସଲିଂ ଇଭେଣ୍ଟରେ ୪ଟି ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଏହିପରି ଭାବେ ଭାରତ ରେସଲିଂରେ ତା'ର ଦବଦବା କାଏମ ରଖିଛି । ଭାରତ ଏପର୍ଯ୍ୟନ୍ତ ସମସ୍ତ ୧୨ଟି ଯାକ ବର୍ଗରେ ସ୍ୱର୍ଣ୍ଣ ପଦକ ଜିତିଛି।

ସାକ୍ଷୀ ମହିଳା ୬୨ କେଜି ବର୍ଗରେ ଏକତରଫା ବିଜୟ ସହ ପ୍ରଥମ ସ୍ଥାନ ହାସଲ କରିଥିବା ବେଳେ ଅଣ୍ଡର୍‌-୨୩ ବିଶ୍ୱ ଚାମ୍ପିୟନଶିପର ରୌପ୍ୟ ପଦକ ବିଜେତା ରବିନ୍ଦର ପୁରୁଷ ଫ୍ରିଷ୍ଟାଇଲ୍ ୬୧ କେଜି ବର୍ଗରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ସାକ୍ଷୀଙ୍କର ଚାରୋଟି ମୁକାବିଲା ଏକତରଫା ରହିଥିଲା, କିନ୍ତୁ ରବିନ୍ଦର ପାକିସ୍ତାନର ଏମ୍ ବିଲାଲଙ୍କୁ ହରାଇବା ପାଇଁ ସଂଘର୍ଷ କରିଥିଲେ।

ପୱନ୍ କୁମାର (ପୁରୁଷ ଫ୍ରିଷ୍ଟାଇଲ୍ ୮୬ କେଜି) ଓ ଅଂଶୁ (ମହିଳା ୫୯ କେଜି) ମଧ୍ୟ ନିଜ ନିଜର ବର୍ଗରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ସୋମବାର ପ୍ରତିଯୋଗିତାର ଅନ୍ତିମ ଦିବସରେ ଗୌରବ ବଲିୟାନ୍ (୭୪ କେଜି) ଓ ଅନିତା ଶେରୋନ୍ (୬୮ କେଜି) ଯଥାକ୍ରମେ ପୁରୁଷ ଓ ମହିଳା ଫ୍ରିଷ୍ଟାଇଲରେ ନିଜ ନିଜର ମୁକାବିଲା ଖେଳିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story