ଏସିଆନ୍‌ ଆଥଲେଟିକ୍‌ ଚାମ୍ପିୟନସିପ୍ ପାଇଁ ସଜେଇ ହେଉଛି କଳିଙ୍ଗ ଷ୍ଟାଡିୟମ: ଷ୍ଟାଡିୟମରେ ଦର୍ଶକ ଅନୁଭବ କରିବେ ବେଳାଭୂମିର ପରିବେଶ

ଭୁବନେଶ୍ୱର:ଏସିଆନ୍ ଆଥଲେଟିକ୍‌ ଚାମ୍ପିୟନସିପ୍ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ। ଏହି ଅବସରରେ ଷ୍ଟାଡିୟମ ପରିସରରେ ଦେଖିବାକୁ ମିଳିବ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳାକୃତି। ଏସିଆନ୍ ଆଥଲେଟିକ ଚାମ୍ପିୟନସିପ ପାଇଁ ଜୋରଦାର ଚାଲିଛି ପ୍ରୟାସ।  ବିଏମସି ପକ୍ଷରୁ ଷ୍ଟ୍ରିଟ୍ ଲାଇଟ୍, ପରିମଳ, ଓ୍ୱାଲ୍ ପେଣ୍ଟିଂ କାମ ଶେଷ ହୋଇଛି। ଅନ୍ୟପଟେ ଷ୍ଟାଡ଼ିୟମ ଭିତରେ ଲୋକେ ଅନୁଭବ କରିବେ ପୁରୀ ବେଳାଭୂମିର ପରିବେଶ। ୪୫ଟି ଦେଶର ଆଥଲେଟଙ୍କ ଦୃଷ୍ଟି ଆକର୍ଷଣ କରିବ ଏହି କଳାକୃତ୍ତି। ବାଲିରେ ବିଶ୍ୱର […]

vlcsnap-9707-12-31-00h17m37s355

Rakesh Mallick
  • Published: Tuesday, 27 June 2017
  • , Updated: 27 June 2017, 07:17 PM IST

ଭୁବନେଶ୍ୱର:ଏସିଆନ୍ ଆଥଲେଟିକ୍‌ ଚାମ୍ପିୟନସିପ୍ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ। ଏହି ଅବସରରେ ଷ୍ଟାଡିୟମ ପରିସରରେ ଦେଖିବାକୁ ମିଳିବ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳାକୃତି। ଏସିଆନ୍ ଆଥଲେଟିକ ଚାମ୍ପିୟନସିପ ପାଇଁ ଜୋରଦାର ଚାଲିଛି ପ୍ରୟାସ।  ବିଏମସି ପକ୍ଷରୁ ଷ୍ଟ୍ରିଟ୍ ଲାଇଟ୍, ପରିମଳ, ଓ୍ୱାଲ୍ ପେଣ୍ଟିଂ କାମ ଶେଷ ହୋଇଛି। ଅନ୍ୟପଟେ ଷ୍ଟାଡ଼ିୟମ ଭିତରେ ଲୋକେ ଅନୁଭବ କରିବେ ପୁରୀ ବେଳାଭୂମିର ପରିବେଶ। ୪୫ଟି ଦେଶର ଆଥଲେଟଙ୍କ ଦୃଷ୍ଟି ଆକର୍ଷଣ କରିବ ଏହି କଳାକୃତ୍ତି। ବାଲିରେ ବିଶ୍ୱର ବଡ ବଡ ଆଥଲେଟ୍ଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରାଯିବ। ୯ ଟନ୍ ବାଲିରେ ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ତିଆରି କରିବେ ଏସବୁ କଳାକୃତି । ଏଥିରେ ଓଡ଼ିଶାର ସଂସ୍କୃତି, ଐତିହ୍ୟ ଓ ପରମ୍ପରାର ଝଲକ ବି ରହିବ।

Related story