ଚୟନକର୍ତ୍ତାଙ୍କ ସହ ଝଗଡ଼ା ଖବରକୁ ବାଙ୍ଗରଙ୍କ ଖଣ୍ଡନ

ନୂଆଦିଲ୍ଲୀ: ବ୍ୟାଟିଂ କୋଚ୍ ପଦରୁ ହଟିବା ପରେ ସଞ୍ଜୟ ବାଙ୍ଗର ଚୟନକର୍ତ୍ତାଙ୍କ ଉପରେ ଅସନ୍ତୋଷ ହୋଇଥିବା ଖବର ମିଳିଥିଲା। ନିଜକୁ କୋଚ୍ ପଦରୁ ହଟାଇବା ନେଇ ବାଙ୍ଗର ଖୁବ୍ ରାଗି ଯାଇଥିଲେ ଏବଂ ସେ ୱେଷ୍ଟଇଣ୍ଡିଜ୍ ଗସ୍ତରେ ଚୟନକର୍ତ୍ତାଙ୍କ ରୁମରେ ଜବରଦସ୍ତି ପ୍ରବେଶ କରି ନିଜର ରାଗ ସୁଝାଇଥିବା ଖବର ମିଳିଥିଲା। ହେଲେ ଖୋଦ୍ ବାଙ୍ଗର ଏଭଳି ଖବରକୁ ଖଣ୍ଡନ କରିଛନ୍ତି। କୋଚ୍ ଭାବେ ବାଙ୍ଗରଙ୍କୁ ୨୦୧୪ରେ ନିଯୁକ୍ତ କରାଯାଇଥିଲା। ତାଙ୍କ ସ୍ଥାନରେ ଏବେ ବିକ୍ରମ ରାଠୋରଙ୍କୁ […]

bangar

bangar

Ranjit Kumar Jena
  • Published: Wednesday, 11 September 2019
  • Updated: 11 September 2019, 06:48 PM IST

Sports

Latest News

ନୂଆଦିଲ୍ଲୀ: ବ୍ୟାଟିଂ କୋଚ୍ ପଦରୁ ହଟିବା ପରେ ସଞ୍ଜୟ ବାଙ୍ଗର ଚୟନକର୍ତ୍ତାଙ୍କ ଉପରେ ଅସନ୍ତୋଷ ହୋଇଥିବା ଖବର ମିଳିଥିଲା। ନିଜକୁ କୋଚ୍ ପଦରୁ ହଟାଇବା ନେଇ ବାଙ୍ଗର ଖୁବ୍ ରାଗି ଯାଇଥିଲେ ଏବଂ ସେ ୱେଷ୍ଟଇଣ୍ଡିଜ୍ ଗସ୍ତରେ ଚୟନକର୍ତ୍ତାଙ୍କ ରୁମରେ ଜବରଦସ୍ତି ପ୍ରବେଶ କରି ନିଜର ରାଗ ସୁଝାଇଥିବା ଖବର ମିଳିଥିଲା। ହେଲେ ଖୋଦ୍ ବାଙ୍ଗର ଏଭଳି ଖବରକୁ ଖଣ୍ଡନ କରିଛନ୍ତି।

କୋଚ୍ ଭାବେ ବାଙ୍ଗରଙ୍କୁ ୨୦୧୪ରେ ନିଯୁକ୍ତ କରାଯାଇଥିଲା। ତାଙ୍କ ସ୍ଥାନରେ ଏବେ ବିକ୍ରମ ରାଠୋରଙ୍କୁ ଟିମର ନୂଆ ବ୍ୟାଟିଂ କୋଚ୍ କରାଯାଇଛି। ରବି ଶାସ୍ତ୍ରୀ ଟିମର ମୁଖ୍ୟ କୋଚ୍ ଭାବେ ନିଜ ସ୍ଥାନ ବଜାୟ ରଖିଥିବା ବେଳେ ଭରତ ଅରୁଣ ଏବଂ ଆର୍ ଶ୍ରୀଧରଙ୍କୁ ଯଥାକ୍ରମେ ବୋଲିଂ ଓ ଫିଲ୍ଡିଂ କୋଚ୍ ଭାବେ ରଖାଯାଇଛି। ଏଭଳି ସ୍ଥିତିରେ ବ୍ୟାଟିଂ କୋଚ୍ ପଦରୁ ବହିଷ୍କାର କରାଯିବା ନେଇ ବାଙ୍ଗର ଅସନ୍ତୋଷ ପ୍ରକାଶ କରିଥିବା ଖବର ଆସିଥିଲା।

ମିଳିଥିବା ଖବର ଅନୁଯାୟୀ, ବାଙ୍ଗର ବିଳମ୍ବିତ ସନ୍ଧ୍ୟା (ପ୍ରାୟ ଦୁଇ ସପ୍ତାହ ପୂର୍ବେ ଯେତେବେଳେ ଚୟନକର୍ତ୍ତା ଇଣ୍ଟରଭ୍ୟୁ ନେଉଥିଲେ) ଗାନ୍ଧିଙ୍କ ରୁମ ଆଡ଼କୁ ଯାଇଥିଲେ ଏବଂ ଜୋରରେ କବାଟ ବାଡ଼େଇଥିଲେ। ବାଙ୍ଗର ଚୟନକର୍ତ୍ତାଙ୍କୁ ବୁଝାଇବାକୁ ପ୍ରୟାସ କରିବାକୁ ଚାହୁଁଥିଲେ ଯେ, ସେ ଦୀର୍ଘ ୫ବର୍ଷ ଧରି ଟିମ୍ ସହ ଅଛନ୍ତି ଏବଂ ସବୁ ଖେଳାଳିମାନଙ୍କୁ ଭଲଭାବେ ବୁଝନ୍ତି। ଏଭଳି ସ୍ଥିତିରେ ତାଙ୍କୁ ବ୍ୟାଟିଂ କୋଚ୍ ପଦରୁ ହଟାଇବା ନିଷ୍ପତ୍ତି ଓଲଟା ସାବ୍ୟସ୍ତ ହୋଇପାରେ ବୋଲି ବାଙ୍ଗର ଧମକ ମଧ୍ୟ ଦେଇଥିଲେ। ବାଙ୍ଗରୁ ଆହୁରି ମଧ୍ୟ କହିଥିଲେ ଯେ, ଯଦି ଚୟନକର୍ତ୍ତା ତାଙ୍କୁ ଭାରତୀୟ ବ୍ୟାଟିଂ କୋଚ୍ ଭାବେ ଫିଟ୍ ମାନୁ ନାହାନ୍ତି, ତାହେଲେ ତାଙ୍କୁ ଜାତୀୟ କ୍ରିକେଟ୍ ଏକାଡେମୀ (ଏନସିଏ)ରେ ସାମିଲ୍ କରାଯାଉ।

ତେବେ ଏହି ଖବରକୁ ଖଣ୍ଡନ କରି ବାଙ୍ଗର କହିଛନ୍ତି, ଗଣମାଧ୍ୟମରେ ଯାହା ଚର୍ଚ୍ଚା ହେଉଛି, ସବୁକିଛି ମନଗଢ଼ା। ମୁଁ ଦେବାଙ୍ଗ ଗାନ୍ଧିଙ୍କ ସହ ନିଜର ଉପସ୍ଥାପନାକୁ ନେଇ କିଛି ଗୁରୁତ୍ୱପୂର୍ଣ୍ଣ କଥା ହୋଇଥିଲି। ତାହା ପୁଣି ସବୁ ପ୍ରକ୍ରିୟା ପୂରଣ ହେବାର ତିନି ପରେ ହୋଇଥିଲା। ତେବେ କୋଚ୍ ପଦରୁ ବାହାର କରିବା ନେଇ ବାଙ୍ଗର ସାମାନ୍ୟ ନିରାଶ ହୋଇଛନ୍ତି। ବାଙ୍ଗର କହିଛନ୍ତି, କୋଚ୍ ପଦରୁ ବାଦ୍ ପଡ଼ିବା ନେଇ ମୁଁ ନିରାଶ ହୋଇଥିଲି ସତ, କିନ୍ତୁ ଏହା ହେବା ସ୍ୱାଭାବିକ। ଏହି ବ୍ରେକ୍ ମୋ ପାଇଁ ଆଗାମୀ ଦିନରେ ଫଳପ୍ରଦ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story