ଭୁବନେଶ୍ୱର: ଅଗଷ୍ଟ ୧ ରୁ ଚେନ୍ନାଇରେ ଆରମ୍ଭ ହେବ ସର୍ବ ଭାରତୀୟ ରିୟୋସିନ କାନ୍ ସିଟୋରିୟୋ କରାଟେ ଚାମ୍ପିୟନସିପ।ଏଥିରେ ପ୍ରଥମଥର ଲାଗି ଭାଗନେଉଛନ୍ତି ଭୁବନେଶ୍ୱରର ଭାଲେନା ଭାଲେଣ୍ଟିନା କରାଟେ ସ୍କୁଲ। ନିଜେ ଆନ୍ତର୍ଜାତିକ କରାଟେକା ଭାଲେନା ଭାଲେଣ୍ଟିନା, ଜୁନିୟର ଓ ସବଜୁନିୟର ବର୍ଗରେ ୫ଜଣ ବାଳିକା ଏବଂ ୬ଜଣ ବାଳକ ମଧ୍ୟ ଏଥିରେ ଭାଗନେଉଛନ୍ତି। ଭି.ଭି.କରାଟେ ସ୍କୁଲର ପ୍ରତିଯୋଗୀମାନେ ଏହି ସର୍ବଭାରତୀୟ ପ୍ରତିଯୋଗିତାରେ ଭଲ ପ୍ରଦର୍ଶନ କରି ମେଡାଲ ଜିଣିବାକୁ ଆଶା ରଖିଛନ୍ତି ଆନ୍ତର୍ଜାତିକ କରାଟେକା ଭାଲିନା ଭାଲେଣ୍ଟିନା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।