ଆରମ୍ଭ ହେଲା ରାଜ୍ୟ ବିଦ୍ୟାଳୟ ସ୍ତରୀୟ ବାସ୍କେଟବଲ୍‌ ପ୍ରତିଯୋଗିତା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବ୍ରହ୍ମପୁର ଷ୍ଟାଡିୟମ ପରିସରରେ ରାଜ୍ୟ ବିଦ୍ୟାଳୟ ସ୍ତରୀୟ ବାସ୍କେଟବଲ ପ୍ରତିଯୋଗିତା ଆରମ୍ଭ ହୋଇଛି। ଦୁଇ ଦିନିଆ ଏହି ପ୍ରତିଯୋଗିତାରେ ଓଡିଶାର ବିଭିନ୍ନ ପ୍ରାନ୍ତରରୁ ପ୍ରତିଯୋଗୀମାନେ ଅଂଶ ଗ୍ରହଣ କରିଛନ୍ତି। ଏଥିରେ ୫ଟି ବାଳକ ଦଳ ଓ ୩ଟି ବାଳିକା ଦଳ ରହିଛି। କୃତି ପ୍ରତିଯୋଗୀମାନେ ଜାତୀୟ ସ୍ତରୀୟ ପ୍ରତିଯୋଗିତାରେ ଖେଲିବାର ସୁଯୋଗ ପାଇବେ। ବିଶେଷ କରି ଏହି ପ୍ରତିଯୋଗିତା ମଧ୍ୟମରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ପ୍ରତିଯୋଗୀ ମାନଙ୍କୁ ନିଜର ଶ୍ରେଷ୍ଠ ପ୍ରଦର୍ଶନ […]

basket ball

Rakesh Mallick
  • Published: Friday, 17 November 2017
  • , Updated: 17 November 2017, 07:05 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବ୍ରହ୍ମପୁର ଷ୍ଟାଡିୟମ ପରିସରରେ ରାଜ୍ୟ ବିଦ୍ୟାଳୟ ସ୍ତରୀୟ ବାସ୍କେଟବଲ ପ୍ରତିଯୋଗିତା ଆରମ୍ଭ ହୋଇଛି। ଦୁଇ ଦିନିଆ ଏହି ପ୍ରତିଯୋଗିତାରେ ଓଡିଶାର ବିଭିନ୍ନ ପ୍ରାନ୍ତରରୁ ପ୍ରତିଯୋଗୀମାନେ ଅଂଶ ଗ୍ରହଣ କରିଛନ୍ତି। ଏଥିରେ ୫ଟି ବାଳକ ଦଳ ଓ ୩ଟି ବାଳିକା ଦଳ ରହିଛି। କୃତି ପ୍ରତିଯୋଗୀମାନେ ଜାତୀୟ ସ୍ତରୀୟ ପ୍ରତିଯୋଗିତାରେ ଖେଲିବାର ସୁଯୋଗ ପାଇବେ। ବିଶେଷ କରି ଏହି ପ୍ରତିଯୋଗିତା ମଧ୍ୟମରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ପ୍ରତିଯୋଗୀ ମାନଙ୍କୁ ନିଜର ଶ୍ରେଷ୍ଠ ପ୍ରଦର୍ଶନ ଦେବେ ପାଇଁ ସୁଯୋଗ ମିଳିବ। ଏବଂ ଉନ୍ନତମାନର ପ୍ରଦର୍ଶନ କରିଥିବା ଖେଳାଳିଙ୍କୁ ଜାତୀୟ ପ୍ରତିଯୋଗିତା ପାଇଁ ଚୟନ କରାଯିବ।

Related story