ଆଜି ଦ୍ୱିତୀୟ ଟି-ଟ୍ୱେଣ୍ଟି, ସିରିଜ୍‌ କବ୍‌ଜା କରିବାକୁ ଟିମ୍‌ ଇଣ୍ଡିଆର ଲକ୍ଷ୍ୟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ୱିତୀୟ ଟି-ଟ୍ୱେଣ୍ଟି ମ୍ୟାଚ୍ ଖେଳାଯିବ। ସେଞ୍ଚୁରିଆନରେ ମୁହାଁମୁହିଁ ହେବେ ଉଭୟ ଦଳ। ପ୍ରଥମ ମ୍ୟାଚକୁ ୨୮ ରନରେ ଜିତିଥିବା ଭାରତୀୟ ଦଳର ମନୋବଳ ଦୃଢ଼ ରହିଛି। ତେଣୁ ଆଜିର ମ୍ୟାଚ୍ ଜିତି ଟିମ୍ ଇଣ୍ଡିଆ ସିରିଜ ଜିତିବାକୁ ଉଦ୍ୟମ କରିବ। ଉଭୟ ବୋଲିଂ ଓ ବ୍ୟାଟିଂରେ ସନ୍ତୁଳିତ ଅଛି କୋହିଲି ବାହିନୀ। ପ୍ରଥମ ଟି ଟ୍ୱେଣ୍ଟିରେ ଦଳ ପୁରା ପ୍ରଭାବ ବିସ୍ତାର କରିଥିଲା ତେଣୁ ଟିମ୍ ଇଣ୍ଡିଆକୁ […]

prv_1519127286

prv_1519127286

Ordigital Desk
  • Published: Wednesday, 21 February 2018
  • Updated: 21 February 2018, 08:50 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ୱିତୀୟ ଟି-ଟ୍ୱେଣ୍ଟି ମ୍ୟାଚ୍ ଖେଳାଯିବ। ସେଞ୍ଚୁରିଆନରେ ମୁହାଁମୁହିଁ ହେବେ ଉଭୟ ଦଳ। ପ୍ରଥମ ମ୍ୟାଚକୁ ୨୮ ରନରେ ଜିତିଥିବା ଭାରତୀୟ ଦଳର ମନୋବଳ ଦୃଢ଼ ରହିଛି। ତେଣୁ ଆଜିର ମ୍ୟାଚ୍ ଜିତି ଟିମ୍ ଇଣ୍ଡିଆ ସିରିଜ ଜିତିବାକୁ ଉଦ୍ୟମ କରିବ। ଉଭୟ ବୋଲିଂ ଓ ବ୍ୟାଟିଂରେ ସନ୍ତୁଳିତ ଅଛି କୋହିଲି ବାହିନୀ। ପ୍ରଥମ ଟି ଟ୍ୱେଣ୍ଟିରେ ଦଳ ପୁରା ପ୍ରଭାବ ବିସ୍ତାର କରିଥିଲା ତେଣୁ ଟିମ୍ ଇଣ୍ଡିଆକୁ ଅଟକାଇବା ଘରୋଇ ଦଳ ପାଇଁ ବଡ଼ ଚ୍ୟାଲେଞ୍ଜ ହେବ। ଆଜିର ମ୍ୟାଚ୍ ଘରୋଇ ଦଳ ପାଇଁ କର ବା ମର ଭଳି ରହିବ। ଆଜିର ମ୍ୟାଚ୍ ଜିତି ସିରିଜରେ ରହିବାକୁ ଉଦ୍ୟମ କରିବ ଡୁମିନି ବାହିନୀ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story