ନିଜ ନିର୍ବନ୍ଧ ସଂପର୍କରେ ଘୋଷଣା କଲେ ସେରିନା

ନୂଆଦିଲ୍ଲୀ: ବାହା ହେବେ ଟେନିସ୍ ଷ୍ଟାର୍ ସେରିନା ୱିଲିୟମ୍ସ। କେବେ ବାହା ହେବେ ଜଣାପଡ଼ିନି। ତେବେ ତାଙ୍କର ନିର୍ବନ୍ଧ ହେବ ବୋଲି ଜଣାପଡ଼ିଛି। ସେ ସୋସିଆଲ୍ ମିଡିଆ ଜରିଆରେ ଏ କଥା ଜଣାଇଛନ୍ତି। ସୋସିଆଲ୍ ମିଡିଆ ସାଇଟ୍ ରେଡିଟ୍‌ର ଯୁଗ୍ମ ପ୍ରତିଷ୍ଠାତା ଆଲେକ୍ସକ୍ସ ଓହାନିୟନ୍‌ଙ୍କ ସହ ତାଙ୍କ ନିର୍ବନ୍ଧ ହୋଇଥିବା ଘୋଷଣା କରିଛନ୍ତି ସେରିନା। ନିଜର ରେଡିଟ୍ ଆକାଉଣ୍ଟରେ ସେ ଏହି ସୂଚନା ଦେଇଛନ୍ତି।

serena

Rakesh Mallick
  • Published: Friday, 30 December 2016
  • , Updated: 30 December 2016, 01:43 PM IST

Related story