ସେରେନା ଦୁନିଆର ସବୁଠୁ 'ଷ୍ଟ୍ରଙ୍ଗ୍, ସେକ୍ସୀ ଓ ସେନ୍‌ସିବଲ୍' କ୍ରୀଡ଼ାବିତ୍‌

ନୂଆଦିଲ୍ଲୀ: ଆମେରିକାର ଟେନିସ୍ ଷ୍ଟାର ସେରେନା ୱିଲିୟମ୍‌ସ ହେଉଛନ୍ତି ଦୁନିଆର ସବୁଠୁ ‘ଫ୍ୟାଶନେବଲ୍’ କ୍ରୀଡ଼ାବିତ୍‌। ଆମେରିକାର ସ୍ପୋର୍ଟସ୍ ମ୍ୟାଗାଜିନ୍ ‘ସ୍ପୋର୍ଟସ୍ ଇଲଷ୍ଟ୍ରଟେଡ୍‌’ ଏ ବର୍ଷର ୫୦ ଶ୍ରେଷ୍ଠ ଫ୍ୟାନେବଲ୍ କ୍ରୀଡ଼ାବିତ୍‌ଙ୍କ ଏକ ତାଲିକା ପ୍ରସ୍ତୁତ କରିଥିବା ବେଳେ ଏହାର ଶୀର୍ଷରେ ରହିଛନ୍ତି ସେରେନା। ‘ଷ୍ଟ୍ରଙ୍ଗ୍‌, ସେକ୍ସୀ ଓ ସେନ୍‌ସିବଲ୍‌’- ଏହି ତିନୋଟି ଥିଲା ଶ୍ରେଷ୍ଠ ଫ୍ୟାଶନେବଲ୍ କ୍ରୀଡ଼ାବିତ୍ ବାଛିବାର ମାନଦଣ୍ଡ। ଏହି ତାଲିକାରେ ଭାରତର କୌଣସି କ୍ରୀଡ଼ାବିତ୍ ସ୍ଥାନ ପାଇ ନାହାନ୍ତି। ୨୩ ଥର ଗ୍ରାଣ୍ଡ ସ୍ଲାମ୍ […]

serena1

serena1

Jitendra Garnayak
  • Published: Sunday, 21 July 2019
  • Updated: 21 July 2019, 03:13 PM IST

Sports

Latest News

ନୂଆଦିଲ୍ଲୀ: ଆମେରିକାର ଟେନିସ୍ ଷ୍ଟାର ସେରେନା ୱିଲିୟମ୍‌ସ ହେଉଛନ୍ତି ଦୁନିଆର ସବୁଠୁ 'ଫ୍ୟାଶନେବଲ୍' କ୍ରୀଡ଼ାବିତ୍‌। ଆମେରିକାର ସ୍ପୋର୍ଟସ୍ ମ୍ୟାଗାଜିନ୍ ‘ସ୍ପୋର୍ଟସ୍ ଇଲଷ୍ଟ୍ରଟେଡ୍‌’ ଏ ବର୍ଷର ୫୦ ଶ୍ରେଷ୍ଠ ଫ୍ୟାନେବଲ୍ କ୍ରୀଡ଼ାବିତ୍‌ଙ୍କ ଏକ ତାଲିକା ପ୍ରସ୍ତୁତ କରିଥିବା ବେଳେ ଏହାର ଶୀର୍ଷରେ ରହିଛନ୍ତି ସେରେନା। 'ଷ୍ଟ୍ରଙ୍ଗ୍‌, ସେକ୍ସୀ ଓ ସେନ୍‌ସିବଲ୍‌'- ଏହି ତିନୋଟି ଥିଲା ଶ୍ରେଷ୍ଠ ଫ୍ୟାଶନେବଲ୍ କ୍ରୀଡ଼ାବିତ୍ ବାଛିବାର ମାନଦଣ୍ଡ।

ଏହି ତାଲିକାରେ ଭାରତର କୌଣସି କ୍ରୀଡ଼ାବିତ୍ ସ୍ଥାନ ପାଇ ନାହାନ୍ତି। ୨୩ ଥର ଗ୍ରାଣ୍ଡ ସ୍ଲାମ୍ ଚାମ୍ପିଅନ୍ ହୋଇଥିବା ସେରେନାଙ୍କ ବ୍ୟତୀତ ଏହି ତାଲିକାରେ ଆଉ ତିନି ଜଣ ଟେନିସ୍‌ ତାରକା ରହିଛନ୍ତି। ମାରିଆ ସାରାପୋଭା ଷଷ୍ଠ ସ୍ଥାନରେ ଥିବା ବେଳେ ସେରେନାଙ୍କ ବଡ଼ ଭଉଣୀ ଭେନସ୍‌ ୩୪ ଓ ରୋଜର ଫେଡେରର ୩୭ ନମ୍ବର ସ୍ଥାନରେ ଅଛନ୍ତି।

[caption id="attachment_408928" align="aligncenter" width="750"]maria ମାରିଆ ସାରାପୋଭା[/caption]

‘ସ୍ପୋର୍ଟସ୍ ଇଲଷ୍ଟ୍ରଟେଡ୍‌’ ପକ୍ଷରୁ ଜାରି କରାଯାଇଥିବା ତାଲିକାରେ ୪୧ ଜଣ ପୁରୁଷ ଥିବା ବେଳେ ୯ ଜଣ ମହିଳା କ୍ରୀଡ଼ାବିତ୍ ଅଛନ୍ତି। ଏହି ୫୦ଟି ସ୍ଥାନରେ ୧୦ଟି ଭିନ୍ନ ଭିନ୍ନ ଖେଳର ଖେଳାଳି ସ୍ଥାନ ପାଇଛନ୍ତି। ଏଥିରେ ଫୁଟବଲ୍ ତାରକା କ୍ରିଷ୍ଟିୟାନୋ ରୋନାଲ୍ଡୋ ଓ ନେମାର ମଧ୍ୟ ଅଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story