ସାମିଙ୍କ ପିତୃ ବିୟୋଗ

କାନପୁର: ଭାରତୀୟ ପେସ୍ ବୋଲର ମହମ୍ମଦ ସାମିଙ୍କ ବାପା ତୌସିଫ୍ ଅଲ୍ଲିଙ୍କର ପରଲୋକ ହୋଇଯାଇଛି। ହୃଦ୍‌ଘାତ ଯୋଗୁଁ ତାଙ୍କର ପରଲୋକ ହୋଇଛି। ଫଳରେ ଟିଟ୍ୱେଣ୍ଟି ଟିମ୍ ସହିତ ଥିବା ସାମି ଘରକୁ ଚାଲି ଯାଇଛନ୍ତି। କାନପୁରରେ ଇଂଲଣ୍ଡ ବିପକ୍ଷ ପ୍ରଥମ  ଟିଟ୍ୱେଣ୍ଟି ବେଳେ ସାମି ଟିମ୍ ସହିତ ଥିଲେ। ସାମିଙ୍କ ବାପା ଗତ ୫ ତାରିଖରୁ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ।

sami

Rakesh Mallick
  • Published: Friday, 27 January 2017
  • , Updated: 27 January 2017, 07:01 PM IST

କାନପୁର: ଭାରତୀୟ ପେସ୍ ବୋଲର ମହମ୍ମଦ ସାମିଙ୍କ ବାପା ତୌସିଫ୍ ଅଲ୍ଲିଙ୍କର ପରଲୋକ ହୋଇଯାଇଛି। ହୃଦ୍‌ଘାତ ଯୋଗୁଁ ତାଙ୍କର ପରଲୋକ ହୋଇଛି। ଫଳରେ ଟିଟ୍ୱେଣ୍ଟି ଟିମ୍ ସହିତ ଥିବା ସାମି ଘରକୁ ଚାଲି ଯାଇଛନ୍ତି। କାନପୁରରେ ଇଂଲଣ୍ଡ ବିପକ୍ଷ ପ୍ରଥମ  ଟିଟ୍ୱେଣ୍ଟି ବେଳେ ସାମି ଟିମ୍ ସହିତ ଥିଲେ।

ସାମିଙ୍କ ବାପା ଗତ ୫ ତାରିଖରୁ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ।

Related story