ସେନ ୱାର୍ଣ୍ଣଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ବୀରୁ

ନୂଆଦିଲ୍ଲୀ: ବୀରେନ୍ଦ୍ର ସେହୱାଗ ଆଜି ଟ୍ୱିଟ୍‌ କରି ବିଶ୍ୱର ଜଣେ ସର୍ବଶ୍ରେଷ୍ଠ ସ୍ପିନ୍‌ର ଭାବେ ଜଣାଶୁଣା ସେନ୍ ୱାର୍ଣ୍ଣଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। କ୍ରିକେଟ୍‌ରୁ ଅବସର ନେବା ପରେ ବୀରୁଙ୍କ ପାଇଁ ଦ୍ୱିତୀୟ ଘର ପାଲଟି ଯାଇଛି ସୋସିଆଲ୍ ମାଇକ୍ରୋ-ବ୍ଲଗିଙ୍ଗ୍ ସାଇଟ୍ ‘ଟ୍ୱିଟର’। ସେ ଏହା ମାଧ୍ୟମରେ କ୍ରିକେଟର୍‌ ମାନଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଉଛନ୍ତି। ପୁଣି ଏହା ବିଭିନ୍ନ ଗଣମାଧ୍ୟମରେ ଖବର ଆକାରରେ ପ୍ରକାଶିତ ମଧ୍ୟ ହେଉଛି।

shanewarn

Rakesh Mallick
  • Published: Tuesday, 13 September 2016
  • , Updated: 13 September 2016, 05:56 PM IST

ନୂଆଦିଲ୍ଲୀ: ବୀରେନ୍ଦ୍ର ସେହୱାଗ ଆଜି ଟ୍ୱିଟ୍‌ କରି ବିଶ୍ୱର ଜଣେ ସର୍ବଶ୍ରେଷ୍ଠ ସ୍ପିନ୍‌ର ଭାବେ ଜଣାଶୁଣା ସେନ୍ ୱାର୍ଣ୍ଣଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି।

କ୍ରିକେଟ୍‌ରୁ ଅବସର ନେବା ପରେ ବୀରୁଙ୍କ ପାଇଁ ଦ୍ୱିତୀୟ ଘର ପାଲଟି ଯାଇଛି ସୋସିଆଲ୍ ମାଇକ୍ରୋ-ବ୍ଲଗିଙ୍ଗ୍ ସାଇଟ୍ ‘ଟ୍ୱିଟର’। ସେ ଏହା ମାଧ୍ୟମରେ କ୍ରିକେଟର୍‌ ମାନଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଉଛନ୍ତି। ପୁଣି ଏହା ବିଭିନ୍ନ ଗଣମାଧ୍ୟମରେ ଖବର ଆକାରରେ ପ୍ରକାଶିତ ମଧ୍ୟ ହେଉଛି।

Related story