ଶାନ୍ତା ରଙ୍ଗାସ୍ୱାମୀଙ୍କ ଇସ୍ତଫା

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଏଥିକ୍ସ ଅଫିସର୍ ଡିକେ ଜୈନ କ୍ରିକେଟ୍ ଆଡଭାଇଜରି କମିଟି (ସିଏସି)ର ତିନିଜଣ ସଦସ୍ୟଙ୍କୁ ନୋଟିସ୍ ପଠାଇଛନ୍ତି ଏବଂ ସେମାନଙ୍କୁ ଅକ୍ଟୋବର ୧୦ ତାରିଖ ସୁଦ୍ଧା ଜବାବ ମାଗିଛନ୍ତି। ଯାହା ପରେ କମିଟିର ଅନ୍ୟତମ ସଦସ୍ୟ ଶାନ୍ତା ରଙ୍ଗାସ୍ୱାମୀ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ସିଏସିରେ ଶାନ୍ତା ରଙ୍ଗାସ୍ୱାମୀଙ୍କ ସମେତ କପିଲ୍ ଦେବ ଓ ଅଂଶୁମାନ ଗାଏକ୍ୱାଡ୍ ମଧ୍ୟ ସାମିଲ୍ ଅଛନ୍ତି। ରଙ୍ଗାସ୍ୱାମୀ କହିଛନ୍ତି, ମୋର କିଛି ଅନ୍ୟ ଯୋଜନା […]

shanta

shanta

Ranjit Kumar Jena
  • Published: Sunday, 29 September 2019
  • Updated: 29 September 2019, 08:16 PM IST

Sports

Latest News

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଏଥିକ୍ସ ଅଫିସର୍ ଡିକେ ଜୈନ କ୍ରିକେଟ୍ ଆଡଭାଇଜରି କମିଟି (ସିଏସି)ର ତିନିଜଣ ସଦସ୍ୟଙ୍କୁ ନୋଟିସ୍ ପଠାଇଛନ୍ତି ଏବଂ ସେମାନଙ୍କୁ ଅକ୍ଟୋବର ୧୦ ତାରିଖ ସୁଦ୍ଧା ଜବାବ ମାଗିଛନ୍ତି। ଯାହା ପରେ କମିଟିର ଅନ୍ୟତମ ସଦସ୍ୟ ଶାନ୍ତା ରଙ୍ଗାସ୍ୱାମୀ ନିଜ ପଦରୁ ଇସ୍ତଫା ଦେଇଛନ୍ତି।

ସିଏସିରେ ଶାନ୍ତା ରଙ୍ଗାସ୍ୱାମୀଙ୍କ ସମେତ କପିଲ୍ ଦେବ ଓ ଅଂଶୁମାନ ଗାଏକ୍ୱାଡ୍ ମଧ୍ୟ ସାମିଲ୍ ଅଛନ୍ତି। ରଙ୍ଗାସ୍ୱାମୀ କହିଛନ୍ତି, ମୋର କିଛି ଅନ୍ୟ ଯୋଜନା ଅଛି, ଏଥିପାଇଁ ମୁଁ ଆଗକୁ ବଢ଼ିବାକୁ ନିଷ୍ପତ୍ତି ନେଇଛି। ସେମିତିରେ ଦେଖିବାକୁ ଗଲେ ସିଏସିରେ ବର୍ଷେ କିମ୍ବା ଦୁଇ ବର୍ଷରେ ଥରେ ବୈଠକ ହୋଇଥାଏ, ଏଥିପାଇଁ ମୋତେ ଦ୍ୱୈତ ସ୍ୱାର୍ଥ କଥା କିଛି ବୁଝା ପଡ଼େନି। ରଙ୍ଗାସ୍ୱାମୀ ନିଜର ଇସ୍ତଫା ପ୍ରଶାସନିକ କମିଟି (ସିଓଏ) ଏବଂ ବିସିସିଆଇର ସିଇଓ ରାହୁଲ ଜୋହରୀଙ୍କୁ ଇମେଲ୍ ଜରିଆରେ ପଠାଇଛନ୍ତି।

ରଙ୍ଗାସ୍ୱାମୀ ଆହୁରି କହିଛନ୍ତି, ସିଏସିର ସଦସ୍ୟ ହେବା ମୋ ପାଇଁ ସମ୍ମାନର କଥା ଥିଲା। ମୋ ମତରେ ବର୍ତ୍ତମାନ ପରିସ୍ଥିତି (ଦ୍ୱୈତ ସ୍ୱାର୍ଥ ମାମଲା ଦେଖି)ରେ କୌଣସି ପ୍ରଶାସନିକ ଭୂମିକା ପାଇଁ ଉପଯୁକ୍ତ ପୂର୍ବତନ କ୍ରିକେଟରୁ ଖୋଜି ବାହାର କରିବା କଷ୍ଟସାଧ୍ୟ ହେବ। ଇଣ୍ଡିଆନ୍ କ୍ରିକେଟ୍ ଏକାଡେମୀ (ଆଇସିଏ)ରୁ ମୁଁ ନିର୍ବାଚନ ହେବା ପୂର୍ବରୁ ଇସ୍ତଫା ଦେଇସାରିଥିଲି। ତେଣୁ ଏବେ ତାହା ଅତୀତ ହୋଇସାରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story