ଯବାନଙ୍କ ପରିବାର ପାଇଁ ସହାୟତା ଆହ୍ୱାନ କଲେ ଧୱନ୍‌

ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆର ଓପନର୍ ଶିଖର ଧୱନ୍‌ ପୁଲ୍‌ୱାମା ଆତ୍ମଘାତୀ ଆକ୍ରମଣରେ ପ୍ରାଣ ହରାଇଥିବା ସିଆରପିଏଫ୍‌ ଯବାନଙ୍କୁ ସହାୟତା ପାଇଁ ନିଜେ ପ୍ରସ୍ତୁତ ଥିବା କହି ଅନ୍ୟମାନଙ୍କୁ ସହାୟତାର ହାତ ବଢ଼ାଇବାକୁ ଆହ୍ୱାନ କରିଛନ୍ତି। ସେ ଟ୍ୱିଟର ଜରିଆରେ ଏକ ଆବେଗପୂର୍ଣ୍ଣ ଭିଡିଓ ଅପଲୋଡ୍‌ କରିବା ସହିତ ତାଙ୍କ ଫ୍ୟାନ୍‌ମାନଙ୍କୁ ଏବଂ ଅନ୍ୟ ଭାରତୀୟମାନଙ୍କୁ ସହିଦ ଯବାନଙ୍କ ପରିବାରର ସମର୍ଥନରେ ଆଗେଇ ଆସିବାକୁ ଆହ୍ୱାନ କରିଛନ୍ତି। ସେ ଏହି ଭିଡିଓରେ କହିଛନ୍ତି, “ଅତି କମ୍‌ରେ ଆପଣମାନେ ଏତିକି […]

dhawan

dhawan

Subrat Kumar Nayak
  • Published: Sunday, 17 February 2019
  • Updated: 17 February 2019, 06:17 PM IST

Sports

Latest News

ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆର ଓପନର୍ ଶିଖର ଧୱନ୍‌ ପୁଲ୍‌ୱାମା ଆତ୍ମଘାତୀ ଆକ୍ରମଣରେ ପ୍ରାଣ ହରାଇଥିବା ସିଆରପିଏଫ୍‌ ଯବାନଙ୍କୁ ସହାୟତା ପାଇଁ ନିଜେ ପ୍ରସ୍ତୁତ ଥିବା କହି ଅନ୍ୟମାନଙ୍କୁ ସହାୟତାର ହାତ ବଢ଼ାଇବାକୁ ଆହ୍ୱାନ କରିଛନ୍ତି। ସେ ଟ୍ୱିଟର ଜରିଆରେ ଏକ ଆବେଗପୂର୍ଣ୍ଣ ଭିଡିଓ ଅପଲୋଡ୍‌ କରିବା ସହିତ ତାଙ୍କ ଫ୍ୟାନ୍‌ମାନଙ୍କୁ ଏବଂ ଅନ୍ୟ ଭାରତୀୟମାନଙ୍କୁ ସହିଦ ଯବାନଙ୍କ ପରିବାରର ସମର୍ଥନରେ ଆଗେଇ ଆସିବାକୁ ଆହ୍ୱାନ କରିଛନ୍ତି।

ସେ ଏହି ଭିଡିଓରେ କହିଛନ୍ତି, “ଅତି କମ୍‌ରେ ଆପଣମାନେ ଏତିକି କରିପାରିବେ। ଯାହା ପାଇଁ ଯେତିକି ସମ୍ଭବ ସେତିକି ନିଶ୍ଚୟ କରନ୍ତୁ। ଜୟ ହିନ୍ଦ।”
https://twitter.com/SDhawan25/status/1097027066225033216

ଧୱନ୍‌ଙ୍କ ପୂର୍ବରୁ ବୀରେନ୍ଦ୍ର ସେହ୍ୱାଗ ଏହି ଯବାନଙ୍କ ପିଲାମାନଙ୍କ ଶିକ୍ଷାର ଦାୟିତ୍ୱ ନେବେ ବୋଲି ପୂର୍ବରୁ ଘୋଷଣା କରି ସାରିଛନ୍ତି। ସେହ୍ୱାଗ କହିଥିଲେ, “ଆମେ ଯାହା କିଛି କଲେ ବି ଯଥେଷ୍ଟ ହେବନାହିଁ। କିନ୍ତୁ ଏହି ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିବା ବୀର ଯବାନଙ୍କ ପିଲାମାନଙ୍କ ପାଠପଢ଼ାର ଦାୟିତ୍ୱ ନେବି ବୋଲି କଥା ଦେଉଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story