ବଟଲ୍‌ କ୍ୟାପ୍ ଚ୍ୟାଲେଞ୍ଜ୍‌, ଟିମ୍ ଇଣ୍ଡିଆର ଗବ୍ବର ପାସ୍

ନୂଆଦିଲ୍ଲୀ: ଆହତ କାରଣରୁ ନିକଟରେ ଶେଷ ହୋଇଥିବା ବିଶ୍ୱକପ୍ କ୍ରିକେଟ୍‌ର ସବୁ ମ୍ୟାଚ୍ ଖେଳିବାରୁ ବଞ୍ଚିତ ହୋଇଥିବା ଟିମ୍ ଇଣ୍ଡିଆର ଗବ୍ବର ଓରଫ୍ ଶିଖର ଧାଓ୍ୱନ୍ ବଟଲ୍ କ୍ୟାପ୍ ଚ୍ୟାଲେଞ୍ଜରେ ନିଜର ଫିଟନେସ୍‌ ପରୀକ୍ଷା ଦେଇଛନ୍ତି। ସେ ବଟଲ୍ କ୍ୟାପ୍ ଚ୍ୟାଲେଞ୍ଜ୍‌କୁ ଗ୍ରହଣ କରି ଏହାର ଏକ ଭିଡିଓ ସୋଶାଲ୍ ମିଡିଆରେ ପୋଷ୍ଟ୍‌ କରିଛନ୍ତି। ଆଉ ଏଥିରେ ସେ ପାସ୍ ହୋଇଯାଇଛନ୍ତି। Yuvi Paaji, here is my #BottleCapChallenge! This is the first time […]

shikhar_dhawan

shikhar_dhawan

Subhransu Sekhar
  • Published: Friday, 19 July 2019
  • Updated: 19 July 2019, 09:25 AM IST

ନୂଆଦିଲ୍ଲୀ: ଆହତ କାରଣରୁ ନିକଟରେ ଶେଷ ହୋଇଥିବା ବିଶ୍ୱକପ୍ କ୍ରିକେଟ୍‌ର ସବୁ ମ୍ୟାଚ୍ ଖେଳିବାରୁ ବଞ୍ଚିତ ହୋଇଥିବା ଟିମ୍ ଇଣ୍ଡିଆର ଗବ୍ବର ଓରଫ୍ ଶିଖର ଧାଓ୍ୱନ୍ ବଟଲ୍ କ୍ୟାପ୍ ଚ୍ୟାଲେଞ୍ଜରେ ନିଜର ଫିଟନେସ୍‌ ପରୀକ୍ଷା ଦେଇଛନ୍ତି। ସେ ବଟଲ୍ କ୍ୟାପ୍ ଚ୍ୟାଲେଞ୍ଜ୍‌କୁ ଗ୍ରହଣ କରି ଏହାର ଏକ ଭିଡିଓ ସୋଶାଲ୍ ମିଡିଆରେ ପୋଷ୍ଟ୍‌ କରିଛନ୍ତି। ଆଉ ଏଥିରେ ସେ ପାସ୍ ହୋଇଯାଇଛନ୍ତି।

ଏହି ଭିଡିଓରେ ସେ ଅଭ୍ୟାସ୍ କରୁଥିବା ବେଳେ ଏକ ଶଟ୍‌ସ ମାରିଛନ୍ତି। ତାଙ୍କ ବ୍ୟାଟ୍‌ରୁ ପ୍ରହାର ଖାଇବା ପରେ ବଲ୍‌ଟି ବଟଲ୍‌ର କ୍ୟାପ୍‌ରେ ବାଜିଛି ଓ ତାହା ତଳେ ପଡ଼ି ଯାଇଛି। ଟିମ୍‌ ଇଣ୍ଡିଆର ପୂର୍ବତନ କ୍ରିକେଟର୍ ଯୁବରାଜ ସିଂହଙ୍କ ତାଙ୍କୁ ଏହି ଚ୍ୟାଲେଞ୍ଜ୍‌ ଦେଇଥିଲେ।

ଯୁବରାଜ ନିଜେ ଚ୍ୟାଲେଞ୍ଜକୁ ପୂରା କରିବା ପରେ ଶିଖର ଧାଓ୍ୱନ, ସଚିନ ତେନ୍ଦୁଲକର, ବ୍ରାଏନ ଲାରା ଏବଂ କ୍ରିସ ଗେଲଙ୍କୁ ଚ୍ୟାଲେଞ୍ଜ ଦେଇଥିଲେ। ବଟଲ କ୍ୟାପ୍ ଚ୍ୟାଲଞ୍ଜ୍‌ ସୋଶାଲ ମିଡିଆରେ ଭାଇରାଲ ହୋଇଛି। ବଲିଉଡ୍‌ ସେଲେବ୍ରିଟି ମଧ୍ୟ ଏଥିରେ ସାମିଲ ହୋଇ ଭିଡିଓ ପୋଷ୍ଟ୍ କରୁଛନ୍ତି।

ସୂଚନାଯୋଗ୍ୟ, ବିଶ୍ୱକପରେ ଅଷ୍ଟ୍ରେଲିଆ ବିପକ୍ଷରେ ମ୍ୟାଚ୍‌ ଖେଳୁଥିବା ବେଳେ ଆହତ ହୋଇଥିଲେ ଓପନର ଶିଖର ଧାଓ୍ୱନ। ତାଙ୍କ ବାମ ହାତର ଆଙ୍ଗୁଳିରେ ଆଘାତ ଲାଗିଥିଲା। ଏହା ପରେ ସେ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡ଼ିଥିଲେ। ତେବେ ଏଯାଏ ଆହତ ସମସ୍ୟାରୁ ଧାଓ୍ୱନ ମୁକୁଳି ନଥିବା ସୂଚନା ରହିଛି। କାରଣ ସେ ନିଜ ତରଫରୁ ଫିଟନେସ୍‌ ବାବଦରେ କୌଣସି ସୂଚନା ଦେଇ ନାହାନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story