ଦିନିକିଆ ସିରିଜରୁ ବି ବାଦ୍ ପଡ଼ିବେ ଧୱନ୍‌!

ନୂଆଦିଲ୍ଲୀ: ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ବୁଧବାର ଖେଳାଯିବାକୁଥିବା ତୃତୀୟ ଟି-୨୦ ମ୍ୟାଚ୍ ପରେ ଦିନିକିଆ ସିରିଜ୍ ଆରମ୍ଭ ହେବ। ଦିନିକିଆ ସିରିଜରୁ ଟିମ୍ ଇଣ୍ଡିଆର ନିୟମିତ ଓପନିଂ ବ୍ୟାଟ୍ସମ୍ୟାନ୍ ଶିଖର ଧୱନ୍ ବାଦ୍ ପଡ଼ିପାରନ୍ତି। କିଛିଦିନ ତଳେ ଧୱନ୍ ଆହତ ହୋଇଥିଲେ ଏବଂ ସେ ଟି-୨୦ ସିରିଜରୁ ବାଦ୍ ପଡ଼ିଥିଲେ। ଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍ ପାଇଁ ଧୱନ୍ ଭାରତୀୟ ଦଳରେ ସ୍ଥାନ ପାଇଥିଲେ, କିନ୍ତୁ ପରେ ଆହତ କାରଣରୁ ସେ ସିରିଜରୁ ବାହାରି ଯାଇଥିଲେ। […]

shikhar

shikhar

Ranjit Kumar Jena
  • Published: Tuesday, 10 December 2019
  • Updated: 10 December 2019, 09:22 PM IST

Sports

Latest News

ନୂଆଦିଲ୍ଲୀ: ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ବୁଧବାର ଖେଳାଯିବାକୁଥିବା ତୃତୀୟ ଟି-୨୦ ମ୍ୟାଚ୍ ପରେ ଦିନିକିଆ ସିରିଜ୍ ଆରମ୍ଭ ହେବ। ଦିନିକିଆ ସିରିଜରୁ ଟିମ୍ ଇଣ୍ଡିଆର ନିୟମିତ ଓପନିଂ ବ୍ୟାଟ୍ସମ୍ୟାନ୍ ଶିଖର ଧୱନ୍ ବାଦ୍ ପଡ଼ିପାରନ୍ତି। କିଛିଦିନ ତଳେ ଧୱନ୍ ଆହତ ହୋଇଥିଲେ ଏବଂ ସେ ଟି-୨୦ ସିରିଜରୁ ବାଦ୍ ପଡ଼ିଥିଲେ। ଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍ ପାଇଁ ଧୱନ୍ ଭାରତୀୟ ଦଳରେ ସ୍ଥାନ ପାଇଥିଲେ, କିନ୍ତୁ ପରେ ଆହତ କାରଣରୁ ସେ ସିରିଜରୁ ବାହାରି ଯାଇଥିଲେ।

ଏବେ ଖବର ମିଳିଛି ଯେ, ଧୱନଙ୍କୁ ଆଘାତରୁ ମୁକୁଳିବା ପାଇଁ ଆହୁରି ସମୟ ଲାଗିପାରେ। ଅର୍ଥାତ୍ ଡିସେମ୍ବର ୧୫ ତାରିଖରୁ ହେବାକୁଥିବା ଦିନିକିଆ ସିରିଜ୍ ପାଇଁ ଚୟନକର୍ତ୍ତା ବିକଳ୍ପ ଓପନିଂ ବ୍ୟାଟ୍ସମ୍ୟାନଙ୍କୁ ଟିମରେ ସୁଯୋଗ ଦେଇପାରନ୍ତି। ଗତମାସରେ ଆୟୋଜିତ ସୟଦ ମୁସ୍ତାକ୍ ଅଲୀ ଟ୍ରଫି ଟି-୨୦ରେ ମହାରାଷ୍ଟ୍ର ବିପକ୍ଷ ମ୍ୟାଚରେ ଧୱନଙ୍କ ଆଣ୍ଠୁରେ ଆଘାତ ଲାଗିଥିଲେ।

ବିସିସିଆଇ ମେଡିକାଲ ଟିମ୍ ତାଙ୍କ ଆଘାତର ଆକଳନ କରିଥିଲେ ଏବଂ ତାଙ୍କୁ ବିଶ୍ରାମ ନେବା ପାଇଁ ପରାମର୍ଶ ଦେଇଥିଲେ। ଏଭଳି ସ୍ଥିତିରେ ଶୁବମାନ୍ ଗିଲ୍ ଓ ମୟଙ୍କ ଅଗ୍ରୱାଲ୍ ଦିନିକିଆ ସିରିଜ୍ ପାଇଁ ବିକଳ୍ପ ଓପ୍ନର ଭାବେ ସାମିଲ୍ ହୋଇପାରନ୍ତି। ଏହାବ୍ୟତୀତ ପୃଥ୍ୱୀ ଶ' ଏବଂ ସଞ୍ଜୁ ସାମସନଙ୍କ ନାମ ଉପରେ ମଧ୍ୟ ବିଚାର ହୋଇପାରେ। ବର୍ତ୍ତମାନ ଭାରତୀୟ ଦଳରେ ରୋହିତ୍ ଶର୍ମା, ଲୋକେଶ ରାହୁଲ ଓ ଶିଖର ଧୱନଙ୍କ ଭଳି ତିନିଜଣ ସ୍ପେଶାଲିଷ୍ଟ ଓପ୍ନର ଅଛନ୍ତି, କିନ୍ତୁ ଏବେ ଚୟନକର୍ତ୍ତା ଗିଲ୍ ଓ ମୟଙ୍କଙ୍କ ମଧ୍ୟରୁ ଜଣଙ୍କୁ ଚୟନ କରିବା ନେଇ ଚିନ୍ତାରେ ପଡ଼ିଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story