ଧୋନି କ୍ରିକେଟରୁ ଅବସର ନେଇଯିବା ଉଚିତ୍ କି? ମତାମତ ଦିଅନ୍ତୁ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଗୁରୁବାର ବିସିସିଆଇ ତା’ର ବାର୍ଷିକ କେନ୍ଦ୍ରୀୟ ଚୁକ୍ତିପ୍ରାପ୍ତ ଖେଳାଳିଙ୍କ ତାଲିକା ଘୋଷଣା କରିଛି। ଏହି ତାଲିକାରୁ ମହେନ୍ଦ୍ର ସିଂହ ଧୋନିଙ୍କୁ ବାଦ୍ ଦେଇଛି ବିସିସିଆଇ। ତେଣୁ ଆଗାମୀ ଦିନରେ ବିସିସିଆଇ ଚୁକ୍ତିବଦ୍ଧ ଖେଳାଳି ତାଲିକାରେ ଧୋନିଙ୍କ ନାଁ ରହିବ ନାହିଁ। ବିସିସିଆଇର ଏଭଳି ନିଷ୍ପତ୍ତି ପରେ ଧୋନି ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବେ କି ନାହିଁ ଏ ନେଇ ଆଲୋଚନା ହେଉଛି। ଅକ୍ଟୋବରରେ ଟି-ଟ୍ୱେଣ୍ଟି ବିଶ୍ୱକପ୍ ରହିଛି ତା’ପୂର୍ବରୁ ଭାରତୀୟ ଟିମକୁ ଧୋନିଙ୍କ […]

dhoni

dhoni

Subhransu Sekhar
  • Published: Thursday, 16 January 2020
  • Updated: 16 January 2020, 06:02 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଗୁରୁବାର ବିସିସିଆଇ ତା’ର ବାର୍ଷିକ କେନ୍ଦ୍ରୀୟ ଚୁକ୍ତିପ୍ରାପ୍ତ ଖେଳାଳିଙ୍କ ତାଲିକା ଘୋଷଣା କରିଛି। ଏହି ତାଲିକାରୁ ମହେନ୍ଦ୍ର ସିଂହ ଧୋନିଙ୍କୁ ବାଦ୍ ଦେଇଛି ବିସିସିଆଇ। ତେଣୁ ଆଗାମୀ ଦିନରେ ବିସିସିଆଇ ଚୁକ୍ତିବଦ୍ଧ ଖେଳାଳି ତାଲିକାରେ ଧୋନିଙ୍କ ନାଁ ରହିବ ନାହିଁ। ବିସିସିଆଇର ଏଭଳି ନିଷ୍ପତ୍ତି ପରେ ଧୋନି ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବେ କି ନାହିଁ ଏ ନେଇ ଆଲୋଚନା ହେଉଛି।

ଅକ୍ଟୋବରରେ ଟି-ଟ୍ୱେଣ୍ଟି ବିଶ୍ୱକପ୍ ରହିଛି ତା'ପୂର୍ବରୁ ଭାରତୀୟ ଟିମକୁ ଧୋନିଙ୍କ ଭଳି ଜଣେ ବିଚକ୍ଷଣ ଓ୍ୱିକେଟ୍ କିପରର ଆବଶ୍ୟକତା ରହିଛି। ତେଣୁ ଅକ୍ଟୋବର ମାସରେ ହେବାକୁ ଥିବା ବିଶ୍ୱକପ୍ ମୁକାବିଲାରେ ଧୋନିଙ୍କ ସ୍ଥାନ କିଏ ନେବେ?

ସେହିପରି ଦଳର ମଧ୍ୟମ କ୍ରମରେ ଆସି ମ୍ୟାଚକୁ ଜିତାଇବାରେ ଧୋନିଙ୍କ ନାମରେ ଅନେକ ରେକର୍ଡ ରହିଛି। ଯଦିଓ ଧୋନି ଏବେ ଦଳରେ ଖେଳୁ ନାହାନ୍ତି ହେଲେ ତାଙ୍କ ସ୍ଥାନରେ ଆସୁଥିବା ଖେଳାଳି ସେତେଟା ଭରସାଯୋଗ୍ୟ ହୋଇ ପାରି ନାହାନ୍ତି। ତେଣୁ ବିଶ୍ୱକପ୍ ମୁକାବିଲା ପାଇଁ ଧୋନିଙ୍କ ବ୍ୟାଟିଂ ଅର୍ଡରର ସ୍ଥାନ କିଏ ନେବେ?

ତେବେ ଏ ସମ୍ପର୍କରେ ଓଡ଼ିଶା ରିପୋର୍ଟରର ଓପିନିଅନ ପୋଲ୍ 'ଧୋନି ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଯିବା ଉଚିତ୍ କି'? ଏଥିରେ ଆପଣ ଅଂଶ ଗ୍ରହଣ କରନ୍ତୁ ଓ ମତାମତ ରଖନ୍ତୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story