ସୁଟିଂରେ ଭାରତକୁ ପୁଣି ଏକ ସ୍ୱର୍ଣ୍ଣ

ଗୋଲ୍ଡକୋଷ୍ଟ: ୨୧ତମ ରାଜ୍ୟଗୋଷ୍ଠୀ କ୍ରୀଡାର ୭ମ ଦିନରେ ଭାରତକୁ ସୁଟିଂ ବିଭାଗରୁ ଆଉ ଏକ ସ୍ୱର୍ଣ୍ଣ ମିଳିଛି। ମହିଳା ଡବଲ ଟ୍ରାପ୍‌ ବର୍ଗରେ ଶ୍ରୀୟସୀ ସିଂହ ଭାରତକୁ ଏହି ସଫଳତା ଦେଇଛନ୍ତି। ରିପୋର୍ଟ ଲେଖାଯିବା ବେଳକୁ ଭାରତ ୧୨ ସ୍ୱର୍ଣ୍ଣ, ୪ ରୌପ୍ୟ ଓ ୭ କାଂସ୍ୟ ପଦକ ସହ ତୃତୀୟ ସ୍ଥାନରେ ରହିଛି। ଆଜି ସକାରେ ୫୦ ମିଟର ଏୟାର ପିସ୍ତଲରେ ଓମ୍‌ ପ୍ରକାଶ ମିଥରୱାଲ ତୃତୀୟ ସ୍ଥାନ ହାସଲ କରି କାଂସ୍ୟ ପଦକ ଜିତିଥିଲେ।

shreyasi-singh

Rakesh Mallick
  • Published: Wednesday, 11 April 2018
  • , Updated: 11 April 2018, 12:00 PM IST

ଗୋଲ୍ଡକୋଷ୍ଟ: ୨୧ତମ ରାଜ୍ୟଗୋଷ୍ଠୀ କ୍ରୀଡାର ୭ମ ଦିନରେ ଭାରତକୁ ସୁଟିଂ ବିଭାଗରୁ ଆଉ ଏକ ସ୍ୱର୍ଣ୍ଣ ମିଳିଛି। ମହିଳା ଡବଲ ଟ୍ରାପ୍‌ ବର୍ଗରେ ଶ୍ରୀୟସୀ ସିଂହ ଭାରତକୁ ଏହି ସଫଳତା ଦେଇଛନ୍ତି। ରିପୋର୍ଟ ଲେଖାଯିବା ବେଳକୁ ଭାରତ ୧୨ ସ୍ୱର୍ଣ୍ଣ, ୪ ରୌପ୍ୟ ଓ ୭ କାଂସ୍ୟ ପଦକ ସହ ତୃତୀୟ ସ୍ଥାନରେ ରହିଛି।

ଆଜି ସକାରେ ୫୦ ମିଟର ଏୟାର ପିସ୍ତଲରେ ଓମ୍‌ ପ୍ରକାଶ ମିଥରୱାଲ ତୃତୀୟ ସ୍ଥାନ ହାସଲ କରି କାଂସ୍ୟ ପଦକ ଜିତିଥିଲେ।

Related story