ଗମ୍ଭୀରଙ୍କ ରେକର୍ଡ ଭାଙ୍ଗିଲେ ଗିଲ୍

ତ୍ରିନିଦାଦ: ଭାରତର ଯୁବ ବ୍ୟାଟ୍ସମ୍ୟାନ୍ ଶୁବମାନ୍ ଗିଲ୍ ୱେଷ୍ଟଇଣ୍ଡିଜ୍-ଏ ବିପକ୍ଷ ଚାଲିଥିବା ତୃତୀୟ ଅନଅଫିସିଆଲ୍ ଟେଷ୍ଟରେ ଗିଲ୍ ଡବଲ୍ ସେଞ୍ଚୁରୀ ମାରି ନୂଆ କୀର୍ତ୍ତିମାନ କରିଛନ୍ତି। ସେ ଭାରତର ସବୁଠାରୁ କନିଷ୍ଠ ବ୍ୟାଟ୍ସମ୍ୟାନ୍ ଭାବେ ପ୍ରଥମଶ୍ରେଣୀ କ୍ରିକେଟରେ ଦ୍ୱିଶତକ ମାରିଛନ୍ତି। ଏହି ମାମଲାରେ ସେ ଭାରତର ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀରଙ୍କୁ ପଛରେ ପକାଇଛନ୍ତି। ୨୦୦୨ରେ ବୋର୍ଡ ସଭାପତି ଏକାଦଶ ପକ୍ଷରୁ ଖେଳି ଗମ୍ଭୀର ଜିମ୍ବାୱେ ବିପକ୍ଷ ମ୍ୟାଚରେ ମାତ୍ର ୨୦ ବର୍ଷ ୧୨୪ ଦିନରେ ଦ୍ୱିଶତକ […]

gill1

gill1

Ranjit Kumar Jena
  • Published: Friday, 09 August 2019
  • Updated: 09 August 2019, 08:36 PM IST

ତ୍ରିନିଦାଦ: ଭାରତର ଯୁବ ବ୍ୟାଟ୍ସମ୍ୟାନ୍ ଶୁବମାନ୍ ଗିଲ୍ ୱେଷ୍ଟଇଣ୍ଡିଜ୍-ଏ ବିପକ୍ଷ ଚାଲିଥିବା ତୃତୀୟ ଅନଅଫିସିଆଲ୍ ଟେଷ୍ଟରେ ଗିଲ୍ ଡବଲ୍ ସେଞ୍ଚୁରୀ ମାରି ନୂଆ କୀର୍ତ୍ତିମାନ କରିଛନ୍ତି। ସେ ଭାରତର ସବୁଠାରୁ କନିଷ୍ଠ ବ୍ୟାଟ୍ସମ୍ୟାନ୍ ଭାବେ ପ୍ରଥମଶ୍ରେଣୀ କ୍ରିକେଟରେ ଦ୍ୱିଶତକ ମାରିଛନ୍ତି।

ଏହି ମାମଲାରେ ସେ ଭାରତର ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀରଙ୍କୁ ପଛରେ ପକାଇଛନ୍ତି। ୨୦୦୨ରେ ବୋର୍ଡ ସଭାପତି ଏକାଦଶ ପକ୍ଷରୁ ଖେଳି ଗମ୍ଭୀର ଜିମ୍ବାୱେ ବିପକ୍ଷ ମ୍ୟାଚରେ ମାତ୍ର ୨୦ ବର୍ଷ ୧୨୪ ଦିନରେ ଦ୍ୱିଶତକ ମାରିଥିଲେ। କିନ୍ତୁ ଗିଲ୍ ମାତ୍ର ୧୯ ବର୍ଷ ୩୩୪ ଦିନରେ ଗମ୍ଭୀରଙ୍କ ଏହି ରେକର୍ଡକୁ ଭାଙ୍ଗି ଦେଇଛନ୍ତି। ଏହି ମ୍ୟାଚରେ ଗିଲ୍ ୨୫୦ ବଲରେ ୨୦୪ ରନ୍ କରିଥିଲେ, ଯେଉଁଥିରେ ୧୯ ଚୌକା ଓ ୨ ଛକା ସାମିଲ୍ ଅଛି।

କେବଳ ଏତିକି ନୁହେଁ, ବିଦେଶ ଗସ୍ତରେ ଦ୍ୱିଶତକ ମାରିବାରେ ଗିଲ୍ ସବୁଠାରୁ କନିଷ୍ଠ ଖେଳାଳି ହୋଇଛନ୍ତି। ଏହି ମାମଲାରେ ସେ ପୂର୍ବତନ କ୍ରିକେଟର୍ ଆବାସ ଅଲୀ ବେଗଙ୍କ ରେକର୍ଡ ଭାଙ୍ଗିଛନ୍ତି। ବେଗ୍ ୧୯୫୯ରେ ମାତ୍ର ୨୦ ବର୍ଷ ୭୯ ଦିନରେ ଅକ୍ସଫୋର୍ଡ ୟୁନିଭର୍ସିଟି ପକ୍ଷରୁ ଫ୍ରି ଫରରେଷ୍ଟସ୍ ବିପକ୍ଷରେ ଅପରାଜିତ ୨୨୧ ରନ୍ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story