ସେମିରେ ଭାରତର ହିରୋ ସାଜିଲେ ଏହି ଖେଳାଳି: ସୋସିଆଲ ମିଡ଼ିଆରେ ବିରାଟଙ୍କ ସହ ତୁଳନା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୧୯ ବର୍ଷରୁ କମ ବିଶ୍ୱକପ କ୍ରିକେଟ ଫାଇନାଲ ମ୍ୟାଚ୍‌ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଫବ୍ରୁଆରୀ ୩ ତାରିଖରେ ଖେଳାଯିବ। ସେମିଫାଇନାଲ୍‌ ମ୍ୟାଚରେ ପାକିସ୍ତାନକୁ ୨୦୩ ରନ୍‌ରେ ପରାସ୍ତ କରି ଭାରତ ଫାଇନାଲ ଟିକେଟ୍‌ ପାଇଛି। ଏହି ମ୍ୟାଚ୍‌ରେ ହିରୋ ରହିଛନ୍ତି ଶୁଭମନ ଗିଲ। ଗିଲ୍‌ ୬୪ ବଲରେ ୧୦୨ରନର ଏକ ଶତକୀୟ ପାଳି ଖେଳିଛନ୍ତି। ଧର୍ଯ୍ୟର ସହ ବ୍ୟାଟିଂ କରି ୭ଟି ଚୌକା ସାହାଜ୍ୟରେ ଶୁଭମନ ଗିଲ ୧୦୨ରନ କରିଥିଲେ। ପାକିସ୍ତାନ ବିପକ୍ଷରେ […]

shubman-gill-1_1517288038 (1)

shubman-gill-1_1517288038 (1)

Ordigital Desk
  • Published: Tuesday, 30 January 2018
  • Updated: 30 January 2018, 12:44 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୧୯ ବର୍ଷରୁ କମ ବିଶ୍ୱକପ କ୍ରିକେଟ ଫାଇନାଲ ମ୍ୟାଚ୍‌ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଫବ୍ରୁଆରୀ ୩ ତାରିଖରେ ଖେଳାଯିବ। ସେମିଫାଇନାଲ୍‌ ମ୍ୟାଚରେ ପାକିସ୍ତାନକୁ ୨୦୩ ରନ୍‌ରେ ପରାସ୍ତ କରି ଭାରତ ଫାଇନାଲ ଟିକେଟ୍‌ ପାଇଛି। ଏହି ମ୍ୟାଚ୍‌ରେ ହିରୋ ରହିଛନ୍ତି ଶୁଭମନ ଗିଲ। ଗିଲ୍‌ ୬୪ ବଲରେ ୧୦୨ରନର ଏକ ଶତକୀୟ ପାଳି ଖେଳିଛନ୍ତି। ଧର୍ଯ୍ୟର ସହ ବ୍ୟାଟିଂ କରି ୭ଟି ଚୌକା ସାହାଜ୍ୟରେ ଶୁଭମନ ଗିଲ ୧୦୨ରନ କରିଥିଲେ। ପାକିସ୍ତାନ ବିପକ୍ଷରେ ଏହି ଆକର୍ଷଣୀୟ ଇଂନିସ ପାଇଁ ଶୁଭମନ ଗିଲଙ୍କୁ ବିରାଟ କୋହଲିଙ୍କ ସହ ତୁଳନା କରାଯାଇଛି। ଏହି ବିଶ୍ୱକପରେ ଶୁଭମନ ଗୋଟିଏ ଶତକ, ୩ଟି ଅର୍ଦ୍ଧଶତକ ମାରିସାରିଲେଣି। ମୋଟ୍‌ ୬ଟି ମ୍ୟାଚ୍‌ ଖେଳି ସେ ୩୪୧ ରନ କରିଛନ୍ତି।

ଭାରତ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୯ୱିକେଟ୍‌ ହରାଇ ୨୭୨ରନ ସଂଗ୍ରହ କରିଥିଲା। ଭାରତ ପକ୍ଷରୁ ଶୁଭମନ ଗିଲ ଅପରାଜିତ ୧୦୨ ରନ୍ କରିଥିବା ବେଳେ ଅଧିନାୟକ ପୃଥିବୀ ସ୍ ୪୧ ରନ୍ କରିଥିଲେ। ୨୭୩ରନର ବିଜୟ ଲକ୍ଷ୍ୟକୁ ନେଇ ପଡ଼ିଆକୁ ଓହ୍ଲାଇଥିଲା ପାକିସ୍ତାନ। ହେଲେ ଭାରତର ଘାତକ ବୋଲିଂକୁ ସାମ୍ନା କରିପାରିନଥିଲେ ପାକିସ୍ତାନର ବ୍ୟାଟ୍ସମ୍ୟାନ୍‌। ଫଳରେ ପାକିସ୍ତାନ ମାତ୍ର ୬୯ରନରେ ସମସ୍ତ ୱିକେଟ୍‌ ହରାଇ ଭାରତ ଆଗରେ ଆତ୍ମସମର୍ପଣ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story