ହଂକଂ ଓପନ ସୁପର ସିରିଜ ସେମିଫାଇନାଲରେ ପି.ଭି ସିନ୍ଧୁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ହଂକଂ ଓପନ ସୁପର ସିରିଜ ସେମିଫାଇନାଲରେ ଭାରତୀୟ ବ୍ୟାଡମିଣ୍ଟନ ଷ୍ଟାର ପି ଭି ସିନ୍ଧୁ। ଆଜି ଖେଳାଯାଇଥିବା କ୍ୱାର୍ଟର ଫାଇନାଲ ମ୍ୟାଚରେ ଜାପାନର ଆକାନେ ୟାମଗୁଚିଙ୍କୁ ହରାଇ ସିନ୍ଧୁ ସେମିରେ ପ୍ରବେଶ  କରିଛନ୍ତି। ସଙ୍ଘର୍ଷପୂର୍ଣ୍ଣ ମୁକାବିଲାରେ ସେ ଜାପାନିଜ ପ୍ରତିପକ୍ଷଙ୍କୁ ୨୧-୧୨, ୨୧-୧୯ରେ ହରାଇଛନ୍ତି। ଏହି ବିଜୟ ସହିତ ସିନ୍ଧୁ ଗତ ଫ୍ରେଞ୍ଚ ଓପନ ସୁପର ସିରିଜର ପରାଜୟର ପ୍ରତିଶୋଧ ନେଇଛନ୍ତି। ଫ୍ରେଞ୍ଚ ଓପନରେ ୟାମାଗୁଚିଙ୍କଠାରୁ ହାରି ସିନ୍ଧୁ ଟାଇଟଲରୁ ବଞ୍ଚିତ ହୋଇଥିଲେ।

PV-Sindhu-3

Rakesh Mallick
  • Published: Friday, 24 November 2017
  • , Updated: 24 November 2017, 06:58 PM IST

Related story