ଗେଲ୍‌ଙ୍କ ପାଇଁ ଦାଦାଙ୍କ ଦରଦ

ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ)ର ୧୩ଶ ସଂସ୍କରଣ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଲାଣି। କିନ୍ତୁ ଏପର୍ଯ୍ୟନ୍ତ କେଉଁ ଟିମ୍ ପ୍ଲେଅଫକୁ କ୍ୱାଲିଫାଏ, ତାହା ସ୍ଥିର ହୋଇନାହିଁ। ଚଳିତ ସଂସ୍କରଣରେ ଏବେବି କିଛି ନାମୀ ବିଦେଶୀଙ୍କୁ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ମିଳିନାହିଁ। ନ୍ୟୁଜିଲ୍ୟାଣ୍ଡର ମିଚେଲ୍ ମ୍ୟାକକ୍ଲିନାଘନ, ମିଚେଲ୍‌ ସାଣ୍ଟନର, ଦକ୍ଷିଣ ଆଫ୍ରିକାର ଇମ୍ରାନ୍ ତାହିର୍ ଓ ଅଷ୍ଟ୍ରେଲିଆର ବିଲ୍ଲି ଷ୍ଟାନଲେକ୍ ଏପର୍ଯ୍ୟନ୍ତ ଗୋଟିଏ ବି ମ୍ୟାଚ୍ ଖେଳିନାହାନ୍ତି। ଏପରିକି ଷ୍ଟାର୍ ଅଲରାଉଣ୍ଡର ଜେମ୍ସ ନିଶାମଙ୍କୁ ମଧ୍ୟ ବହୁତ କମ୍ […]

dada

dada

Ranjit Kumar Jena
  • Published: Friday, 23 October 2020
  • Updated: 23 October 2020, 05:21 PM IST

Sports

Latest News

ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ)ର ୧୩ଶ ସଂସ୍କରଣ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଲାଣି। କିନ୍ତୁ ଏପର୍ଯ୍ୟନ୍ତ କେଉଁ ଟିମ୍ ପ୍ଲେଅଫକୁ କ୍ୱାଲିଫାଏ, ତାହା ସ୍ଥିର ହୋଇନାହିଁ। ଚଳିତ ସଂସ୍କରଣରେ ଏବେବି କିଛି ନାମୀ ବିଦେଶୀଙ୍କୁ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ମିଳିନାହିଁ। ନ୍ୟୁଜିଲ୍ୟାଣ୍ଡର ମିଚେଲ୍ ମ୍ୟାକକ୍ଲିନାଘନ, ମିଚେଲ୍‌ ସାଣ୍ଟନର, ଦକ୍ଷିଣ ଆଫ୍ରିକାର ଇମ୍ରାନ୍ ତାହିର୍ ଓ ଅଷ୍ଟ୍ରେଲିଆର ବିଲ୍ଲି ଷ୍ଟାନଲେକ୍ ଏପର୍ଯ୍ୟନ୍ତ ଗୋଟିଏ ବି ମ୍ୟାଚ୍ ଖେଳିନାହାନ୍ତି। ଏପରିକି ଷ୍ଟାର୍ ଅଲରାଉଣ୍ଡର ଜେମ୍ସ ନିଶାମଙ୍କୁ ମଧ୍ୟ ବହୁତ କମ୍ ସୁଯୋଗ ମିଳିଛି। ତେବେ ସବୁଠାରୁ ଆଶ୍ଚର୍ଯ୍ୟ ସେତେବେଳେ କରିଥିଲା ଯେତେବେଳେ କିଙ୍ଗସ୍ ଇଲେଭେନ୍ ପଞ୍ଜାବ ବିସ୍ଫୋରକ ଓପ୍ନର୍ କ୍ରିସ୍ ଗେଲଙ୍କୁ ପ୍ରଥମ ସାତୋଟି ମ୍ୟାଚରେ ବାହାରେ ବସାଇଥିଲା।

ଏହାକୁ ନେଇ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (ବିସିସିଆଇ)ର ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ପ୍ରତିକ୍ରିୟା ଦେଇଛନ୍ତି। ଗାଙ୍ଗୁଲି କହିଛନ୍ତି, ଗେଲ୍‌ଙ୍କୁ ପ୍ରଥମ ୭ଟି ମ୍ୟାଚରେ ବାହାରେ ବସାଇବା କିପରି ଲାଗିଥିବ? ଗେଲ୍ ଜାନୁଆରୀରୁ ଏପର୍ଯ୍ୟନ୍ତ ଗୋଟିଏ ବି ମ୍ୟାଚ୍ ଖେଳିନାହାନ୍ତି। ଶେଷରେ ରୟାଲ୍‌ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷରେ ତାଙ୍କୁ ସୁଯୋଗ ମିଳିଥିଲା ଏବଂ ସେ ଅର୍ଦ୍ଧଶତକ ମାରି ଦମଦାର ଚଳିତ ଆଇପିଏଲରେ ଦମଦାର ଶୁଭାରମ୍ଭ କରିଥିଲେ। ତେବେ ଗେଲ୍‌ ଯେତିକି ବି ମ୍ୟାଚ୍ ଖେଳିଛନ୍ତି, ସବୁଥିରେ ପଞ୍ଜାବ ବିଜୟୀ ହୋଇଛି। ତେଣୁ କହିବାକୁ ଗଲେ ଗେଲ୍‌ ପଞ୍ଜାବର 'ଲକି ଚାର୍ମ'।

ତେବେ ଏତେ ବଡ଼ ଖେଳାଳିଙ୍କୁ ବାହାରେ ବସାଇବାକୁ ନେଇ ଗାଙ୍ଗୁଲି ନିରାଶ ହୋଇଛନ୍ତି। ଗାଙ୍ଗୁଲି କହିଛନ୍ତି, 'ଆମକୁ ଲାଗୁଛି ଯେ ଗେଲ୍‌ ହସୁଛନ୍ତି, କିନ୍ତୁ ବାସ୍ତବରେ ତାହା ନୁହେଁ। ପ୍ରଥମ ୭ଟି ମ୍ୟାଚରେ ବାହାରେ ବସିବା ଗେଲଙ୍କୁ ନିଶ୍ଚୟ ବାଧିଥିବ। କିନ୍ତୁ ଗେଲ୍‌ କମବ୍ୟାକ୍ ମ୍ୟାଚରେ ଯେଉଁଭଳି ପ୍ରଦର୍ଶନ କଲେ, ତାହା ସମସ୍ତଙ୍କୁ ନିଶ୍ଚୟ ପ୍ରେରଣା ଯୋଗାଇଥିବ। ତେବେ ଗୋଟିଏ କଥା ସ୍ପଷ୍ଟ ଯେ ଆଇପିଏଲ୍ ଏବେ ବହୁତ ପ୍ରତିଦ୍ୱନ୍ଦିତାମୂଳକ ହୋଇଛି।'

ଗାଙ୍ଗୁଲି ଆହୁରି କହିଛନ୍ତି, 'ଚଳିତ ଆଇପିଏଲରେ କିଛି ଖେଳାଳିଙ୍କ ପ୍ରଦର୍ଶନ ଖୁବ୍ ପ୍ରଭାବିତ ରହିଛି। କେଏଲ୍ ରାହୁଲ୍‌ ଓ ଶିଖର ଧୱନଙ୍କ ବ୍ୟାଟିଂ, କିଛି ଆକର୍ଷଣୀୟ ଫିଲ୍ଡିଂ, ଯଶପ୍ରୀତ ବୁମରା, କାଗିସୋ ରବାଡା, ମହମ୍ମଦ ଶାମି ଓ ଆନରିଚ୍ ନର୍ଜେଙ୍କ ବୋଲିଂ ପ୍ରଦର୍ଶନ ଉଚ୍ଚକୋଟୀର ରହିଛି। ମୋଟାମୋଟି ଭାବେ ଦେଖିବାକୁ ଗଲେ ପୂରା ଟୁର୍ଣ୍ଣାମେଣ୍ଟ ଜବରଦସ୍ତ ରହିଆସିଛି।'

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story