ୱାର୍ଲଡ ସ୍କ୍ୱାସ୍ ଚାମ୍ପିଅନଶିପରୁ ସୌରଭ ଆଉଟ୍

ନୂଆଦିଲ୍ଲୀ: ଶିକାଗୋରେ ଚାଲିଥିବା ପିଏସଏ ୱାର୍ଲ୍ଡ ସ୍କ୍ୱାସ୍ ଚାମ୍ପିଅନଶିପରେ ଭାରତର ସୌରଭ ଘୋଷାଲଙ୍କ ଅଭିଯାନ ଶେଷ ହୋଇଛି। ସୌରଭ କ୍ୱାର୍ଟର ଫାଇନାଲରେ ଜର୍ମାନୀର ସାଇମନ୍ ରୋଜନରଙ୍କ ନିକଟରୁ ୧୧-୮, ୧୧-୬, ୧୧-୭ ଗେମରେ ହାରି ବିଦାୟ ନେଇଛନ୍ତି। ଦୀର୍ଘ ୫୦ ମିନିଟ୍ ଧରି ଚାଲିଥିବା ଏହି ମୁକାବିଲାରେ ସୌରଭ ଆଶାନୁରୂପ ପ୍ରଦର୍ଶନ କରିବାରେ ବିଫଳ ହୋଇଥିଲେ । ପୂର୍ବରୁ ସୌରଭ ପ୍ରି-କ୍ୱାର୍ଟର୍ଫାଇନାଲରେ ୱେଲ୍ସର ଜୋଏଲ୍ ମାକିନଙ୍କୁ ୧୧-୧୩, ୧୧-୭, ୧୧-୭, ୧୩-୧୧ ଗେମରେ ହରାଇଥିଲେ ।

sou

Hemant Lenka
  • Published: Friday, 01 March 2019
  • , Updated: 01 March 2019, 09:17 PM IST

ନୂଆଦିଲ୍ଲୀ: ଶିକାଗୋରେ ଚାଲିଥିବା ପିଏସଏ ୱାର୍ଲ୍ଡ ସ୍କ୍ୱାସ୍ ଚାମ୍ପିଅନଶିପରେ ଭାରତର ସୌରଭ ଘୋଷାଲଙ୍କ ଅଭିଯାନ ଶେଷ ହୋଇଛି।

ସୌରଭ କ୍ୱାର୍ଟର ଫାଇନାଲରେ ଜର୍ମାନୀର ସାଇମନ୍ ରୋଜନରଙ୍କ ନିକଟରୁ ୧୧-୮, ୧୧-୬, ୧୧-୭ ଗେମରେ ହାରି ବିଦାୟ ନେଇଛନ୍ତି। ଦୀର୍ଘ ୫୦ ମିନିଟ୍ ଧରି ଚାଲିଥିବା ଏହି ମୁକାବିଲାରେ ସୌରଭ ଆଶାନୁରୂପ ପ୍ରଦର୍ଶନ କରିବାରେ ବିଫଳ ହୋଇଥିଲେ ।

ପୂର୍ବରୁ ସୌରଭ ପ୍ରି-କ୍ୱାର୍ଟର୍ଫାଇନାଲରେ ୱେଲ୍ସର ଜୋଏଲ୍ ମାକିନଙ୍କୁ ୧୧-୧୩, ୧୧-୭, ୧୧-୭, ୧୩-୧୧ ଗେମରେ ହରାଇଥିଲେ ।

Related story