କେପଟାଉନ୍‌ ଟେଷ୍ଟ: ଭାରତକୁ ଦ୍ରୁଢ଼ ଜବାବ ଦେଲା ଦକ୍ଷିଣଆଫ୍ରିକା, ଲିଡ୍‌ ନେଲା ୧୪୨ ରନ୍‌

କେପ୍‌ଟାଉନ: ଦ୍ୱିତୀୟ ଦିନରେ କମାଲ କରିଛି ଦକ୍ଷିଣଆଫ୍ରିକା। ଭାରତକୁ ୨୦୯ ରନ୍‌ରେ ଅଲ ଆଉଟ୍‌ କରିଦେଇଛି। ବର୍ତ୍ତମାନ ସୁଦ୍ଧା ଦକ୍ଷିଣ ଆଫ୍ରିକା ଦୁଇ ୱିକେଟ୍‌ ହରାଇ ୧୪୨ ରନ୍‌ର ଲିଡ୍‌ ନେଇଛି। ଆଜି ଦ୍ୱିତୀୟ ଦିନରେ ଭାରତ ୨୮ ରନ୍‌ରୁ ଖେଳ ଆରମ୍ଭ କରିଥିଲା। ବ୍ୟାଟିଂ କରୁଥିବା ରୋହିତ ଶର୍ମା ମାତ୍ର ୫ ରନ୍‌ କରି ଆଉଟ୍‌ ହୋଇ ଯାଇଥିଲେ। ପରେ ଚେତେଶ୍ୱର ପୂଜାରା ୨୬, ରବିଚନ୍ଦ୍ରନ୍‌ ଅଶ୍ୱିନୀ ୧୨, ହାର୍ଦ୍ଦିକ ପାଣ୍ଡ୍ୟା ୯୩, ରିଦ୍ଧିମାନ ଶାହା […]

south-africa-lead-142

south-africa-lead-142

Rakesh Mallick
  • Published: Saturday, 06 January 2018
  • Updated: 06 January 2018, 10:40 PM IST

Sports

Latest News

କେପ୍‌ଟାଉନ: ଦ୍ୱିତୀୟ ଦିନରେ କମାଲ କରିଛି ଦକ୍ଷିଣଆଫ୍ରିକା। ଭାରତକୁ ୨୦୯ ରନ୍‌ରେ ଅଲ ଆଉଟ୍‌ କରିଦେଇଛି। ବର୍ତ୍ତମାନ ସୁଦ୍ଧା ଦକ୍ଷିଣ ଆଫ୍ରିକା ଦୁଇ ୱିକେଟ୍‌ ହରାଇ ୧୪୨ ରନ୍‌ର ଲିଡ୍‌ ନେଇଛି।

ଆଜି ଦ୍ୱିତୀୟ ଦିନରେ ଭାରତ ୨୮ ରନ୍‌ରୁ ଖେଳ ଆରମ୍ଭ କରିଥିଲା। ବ୍ୟାଟିଂ କରୁଥିବା ରୋହିତ ଶର୍ମା ମାତ୍ର ୫ ରନ୍‌ କରି ଆଉଟ୍‌ ହୋଇ ଯାଇଥିଲେ। ପରେ ଚେତେଶ୍ୱର ପୂଜାରା ୨୬, ରବିଚନ୍ଦ୍ରନ୍‌ ଅଶ୍ୱିନୀ ୧୨, ହାର୍ଦ୍ଦିକ ପାଣ୍ଡ୍ୟା ୯୩, ରିଦ୍ଧିମାନ ଶାହା ଶୂନ, ଭୁବନେଶ୍ୱର କୁମାର ୨୫ ଓ ଜସ୍‌ପ୍ରୀତ ବୁମ୍ରା ୨ ରନ୍‌ କରି ଆଉଟ୍‌ ହୋଇଯାଇଥିଲେ। ମହମ୍ମଦ ଶାମୀ ୨ ରନ୍‌ କରି ନଟ୍‌ଆଉଟ୍‌ ଅଛନ୍ତି। ପାଣ୍ଡ୍ୟାଙ୍କ ୯୩ ରନ୍‌ ବଳରେ ଭାରତ ୨୦୯ ରନ୍‌ରେ ଅଲ୍‌ଆଉଟ୍‌ ହୋଇଯାଇଥିଲା।

୭୭ ରନ୍‌ର ଲିଡ୍‌ ନେଇ ଦକ୍ଷିଣଆଫ୍ରିକା ବ୍ୟାଟିଂ କରିବାକୁ ପଡ଼ିଆକୁ ଓହ୍ଲାଇଥିଲା। ଓପ୍ନର ଡିନ୍‌ ଇଗର ୨୫ ଓ ଆଡେନ୍‌ ମର୍କେଲ ୩୪ ରନ୍‌ କରି ଆଉଟ୍‌ ହୋଇଯାଇଛନ୍ତି। କାଗିସୋ ରାବେଡା ୨ ଓ ହାସିମ ଆମ୍‌ଲା ୪ ରନ୍‌ କରି ନଟ୍‌ଆଉଟ୍‌ ଅଛନ୍ତି। ଦକ୍ଷିଣଆଫ୍ରିକା ବର୍ତ୍ତମାନ ସୁଦ୍ଧା ୨ ୱିକେଟ୍‌ ହରାଇ ୧୪୨ ରନ୍‌ର ଲିଡ୍‌ ନେଇଛି। ଭାରତ ପକ୍ଷରୁ ଭୁବନେଶ୍ୱର କୁମାର ଓ ଜସପ୍ରୀତ ବୁମ୍ରା ଗୋଟିଏ ଲେଖଏଁ ୱିକେଟ୍‌ ନେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story