ଲକ୍ଷ୍ୟ ୨୦୮, କଲେ ମାତ୍ର ୧୩୦: କେପ୍‌ଟାଉନ୍‌ ଟେଷ୍ଟରେ ଭାରତର ଲଜ୍ଜାଜନକ ପରାଜୟ

କେପଟାଉନ୍‌ରେ ଚାଲିଥିବା ପ୍ରଥମ ଟେଷ୍ଟ ମ୍ୟାଚର ଚତୁର୍ଥ ଦିନରେ ଭାରତ ଦକ୍ଷିଣ ଆଫ୍ରିକାଠାରୁ ୭୨ ରନ୍‌ରେ ପରାସ୍ତ ହୋଇଛି। ୨୦୮ ରନ୍‌ର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇ ଥିବା ଭାରତୀୟ ଟିମ୍‌ ମାତ୍ର ୧୩୦ ରନ୍‌ କରି ଅଲ୍‌ଆଉଟ୍‌ ହୋଇଯାଇଛି। ଦଳ ପକ୍ଷରୁ ରବିଚନ୍ଦ୍ରନ ଅଶ୍ୱିନୀ ସର୍ବାଧିକ ୩୭ ରନ୍‌ କରିଥିବା ବେଳେ ଧୱନ ୧୬ ଏବଂ କୋହଲି ୨୮ ରନ୍‌ କରିଥିଲେ। ଅନ୍ୟ କୌଣସି ଖେଳାଳି ଦୁଇଅଙ୍କ ଛୁଇଁବାକୁ ସକ୍ଷମ ହୋଇ ନଥିଲେ। ଦକ୍ଷିଣ […]

test

test

Rakesh Mallick
  • Published: Monday, 08 January 2018
  • Updated: 08 January 2018, 10:15 PM IST

Sports

Latest News

କେପଟାଉନ୍‌ରେ ଚାଲିଥିବା ପ୍ରଥମ ଟେଷ୍ଟ ମ୍ୟାଚର ଚତୁର୍ଥ ଦିନରେ ଭାରତ ଦକ୍ଷିଣ ଆଫ୍ରିକାଠାରୁ ୭୨ ରନ୍‌ରେ ପରାସ୍ତ ହୋଇଛି। ୨୦୮ ରନ୍‌ର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇ ଥିବା ଭାରତୀୟ ଟିମ୍‌ ମାତ୍ର ୧୩୦ ରନ୍‌ କରି ଅଲ୍‌ଆଉଟ୍‌ ହୋଇଯାଇଛି। ଦଳ ପକ୍ଷରୁ ରବିଚନ୍ଦ୍ରନ ଅଶ୍ୱିନୀ ସର୍ବାଧିକ ୩୭ ରନ୍‌ କରିଥିବା ବେଳେ ଧୱନ ୧୬ ଏବଂ କୋହଲି ୨୮ ରନ୍‌ କରିଥିଲେ। ଅନ୍ୟ କୌଣସି ଖେଳାଳି ଦୁଇଅଙ୍କ ଛୁଇଁବାକୁ ସକ୍ଷମ ହୋଇ ନଥିଲେ। ଦକ୍ଷିଣ ଆଫ୍ରିକା ପକ୍ଷରୁ ଭି. ଫିଲ୍ୟାଣ୍ଡର ୬ଟି ୱିକେଟ୍‌ ନେଇଥିବା ବେଳେ ମୋର୍‌କେଲ ଏବଂ ରାବଡ଼ା ୨ଟି ଲେଖାଏଁ ୱିକେଟ୍‌ ଅକ୍ତିଆର କରିଥିଲେ।

ଦକ୍ଷିଣ ଆଫ୍ରିକା ଦୁଇଟି ପାରିରେ ଯଥାକ୍ରମେ ୨୮୬ ଏବଂ ୧୩୦ ରନ୍‌ କରିଥିଲା। ଭାରତ ପ୍ରଥମ ପାରିରେ ୨୦୯ ରନ୍‌ କରି ଅଲ୍‌ଆଉଟ୍‌ ହୋଇଯାଥିଲା।

ଏହି ବିଜୟ ସହ ଦକ୍ଷିଣ ଆଫ୍ରିକା ତିନିଟିକିଆ ଟେଷ୍ଟ ସିରିଜିରେ ୧-୦ରେ ଅଗ୍ରଣୀ ହାସଲ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story