କିଟ୍‌ରେ ସ୍ପୋର୍ଟ୍ସ କୋଚିଂ କ୍ୟାମ୍ପ୍ ଆରମ୍ଭ

ଭୁବନେଶ୍ୱର: ସ୍ପୋର୍ଟ୍ସ ଅଥରିଟି ଅଫ୍ ଇଣ୍ଡିଆ (ସାଇ) ପରିଚାଳନାରେ ସ୍ଥାନୀୟ କିଟ୍ ବିଶ୍ୱବିଦ୍ୟାଳୟ ପରିସରରେ ସାଇ ଏନ୍ଏ‌ସ୍ଏ‌ନ୍ଆ‌ଇଏସ୍ ସ୍ପୋର୍ଟ୍ସ କୋଚିଂ କ୍ୟାମ୍ପ୍ ଆରମ୍ଭ ହୋଇଛି। ୬ ସପ୍ତାହ ଧରି ଚାଲିବାକୁ ଥିବା ଏହି କ୍ୟାମ୍ପରେ ଆର୍ଚେରୀ, ଆଥଲେଟିକ୍ସ, ବ୍ୟାଡମିଣ୍ଟନ, ବାସ୍କେଟବଲ, କ୍ରିକେଟ, ଫୁଟବଲ, ହକି, ଜୁଡୋ, ସୁଇମିଂ, ଟେବୁଲ୍ ଟେନିସ୍, ଭଲିବଲ୍ ଓ ୱେଟଲିଫଟିଙ୍ଗ୍ ଆଦି କ୍ରୀଡ଼ାର କୋଚିଂ ଦିଆଯିବ। ଏଥିରେ ଉତ୍ତୀର୍ଣ୍ଣ କ୍ରୀଡ଼ାବିତଙ୍କୁ ସାର୍ଟିଫିକେଟ୍ ପ୍ରଦାନ କରାଯିବ। ଆସନ୍ତା ଜୁନ୍ ୨୫ ତାରିଖରେ ଏହି କ୍ୟାମ୍ପ୍ […]

kiit

Hemant Lenka
  • Published: Wednesday, 15 May 2019
  • , Updated: 15 May 2019, 09:32 PM IST

ଭୁବନେଶ୍ୱର: ସ୍ପୋର୍ଟ୍ସ ଅଥରିଟି ଅଫ୍ ଇଣ୍ଡିଆ (ସାଇ) ପରିଚାଳନାରେ ସ୍ଥାନୀୟ କିଟ୍ ବିଶ୍ୱବିଦ୍ୟାଳୟ ପରିସରରେ ସାଇ ଏନ୍ଏ‌ସ୍ଏ‌ନ୍ଆ‌ଇଏସ୍ ସ୍ପୋର୍ଟ୍ସ କୋଚିଂ କ୍ୟାମ୍ପ୍ ଆରମ୍ଭ ହୋଇଛି।

୬ ସପ୍ତାହ ଧରି ଚାଲିବାକୁ ଥିବା ଏହି କ୍ୟାମ୍ପରେ ଆର୍ଚେରୀ, ଆଥଲେଟିକ୍ସ, ବ୍ୟାଡମିଣ୍ଟନ, ବାସ୍କେଟବଲ, କ୍ରିକେଟ, ଫୁଟବଲ, ହକି, ଜୁଡୋ, ସୁଇମିଂ, ଟେବୁଲ୍ ଟେନିସ୍, ଭଲିବଲ୍ ଓ ୱେଟଲିଫଟିଙ୍ଗ୍ ଆଦି କ୍ରୀଡ଼ାର କୋଚିଂ ଦିଆଯିବ।

ଏଥିରେ ଉତ୍ତୀର୍ଣ୍ଣ କ୍ରୀଡ଼ାବିତଙ୍କୁ ସାର୍ଟିଫିକେଟ୍ ପ୍ରଦାନ କରାଯିବ। ଆସନ୍ତା ଜୁନ୍ ୨୫ ତାରିଖରେ ଏହି କ୍ୟାମ୍ପ୍ ଉଦଯାପିତ ହେବ।

Related story