ଅଲିମ୍ପିଆନ ଶ୍ରାବଣୀ ନନ୍ଦ ପାଇବେ ଏକଲବ୍ୟ କ୍ରୀଡା ପୁରସ୍କାର

ଭୁବନେଶ୍ୱର: ଅଲିମ୍ପିଆନ ଶ୍ରାବଣୀ ନନ୍ଦ ପାଇବେ ଏକଲବ୍ୟ କ୍ରୀଡା ପୁରସ୍କାର। ଏ ନେଇ ଆଜି ‘ଇମ୍ପାକ୍ଟ’ ପକ୍ଷରୁ ଘୋଷଣା କରାଯାଇଛି। ପୁରସ୍କାର ବାବଦକୁ ଶ୍ରାବଣୀଙ୍କୁ ୫ ଲକ୍ଷ ଟଙ୍କା ଓ ମାନପତ୍ର ପ୍ରଦାନ କରାଯିବ। ଏହାସହ ଦୀପଗ୍ରେସ ଏକ୍କା ଏବଂ ଦୀପସାନ ତିର୍କୀଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯିବ। ଉଭୟଙ୍କୁ ୫୦ ହଜାର ଲେଖାଏଁ ଟଙ୍କା ଓ ମାନପତ୍ର ପ୍ରଦାନ କରାଯିବ।

shrabani-nanda

Rakesh Mallick
  • Published: Saturday, 08 October 2016
  • , Updated: 08 October 2016, 04:45 PM IST

ଭୁବନେଶ୍ୱର: ଅଲିମ୍ପିଆନ ଶ୍ରାବଣୀ ନନ୍ଦ ପାଇବେ ଏକଲବ୍ୟ କ୍ରୀଡା ପୁରସ୍କାର। ଏ ନେଇ ଆଜି ‘ଇମ୍ପାକ୍ଟ’ ପକ୍ଷରୁ ଘୋଷଣା କରାଯାଇଛି। ପୁରସ୍କାର ବାବଦକୁ ଶ୍ରାବଣୀଙ୍କୁ ୫ ଲକ୍ଷ ଟଙ୍କା ଓ ମାନପତ୍ର ପ୍ରଦାନ କରାଯିବ।

ଏହାସହ ଦୀପଗ୍ରେସ ଏକ୍କା ଏବଂ ଦୀପସାନ ତିର୍କୀଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯିବ। ଉଭୟଙ୍କୁ ୫୦ ହଜାର ଲେଖାଏଁ ଟଙ୍କା ଓ ମାନପତ୍ର ପ୍ରଦାନ କରାଯିବ।

Related story