ବନ୍ଧା ହେଲେ ଶ୍ରୀଲଙ୍କାର ଷ୍ଟାର୍ କ୍ରିକେଟର୍‌

ନୂଆଦିଲ୍ଲୀ: ଗିରଫ ହେଲେ ଶ୍ରୀଲଙ୍କାର ଷ୍ଟାର୍ କ୍ରିକେଟର ଦନୁଷ୍କା ଗୁନାଥିଲକା। ଦୁଷ୍କର୍ମ ମାମଲାରେ ତାଙ୍କୁ ସିଡ୍‌ନୀରୁ ଗିରଫ କରାଯାଇଛି। ଜଣେ ୨୯ ବର୍ଷୀୟ ମହିଳାଙ୍କୁ ଦୁଷ୍କର୍ମ କରିଥିବା ଏହି କ୍ରିକେଟରଙ୍କ ବିରୋଧରେ ଅଭିଯୋଗ ହୋଇଛି। ସୂଚନା ମୁତାବକ, ପୀଡିତା ମହିଳା ଜଣକ ଏକ ଡେଟିଂ ଆପ୍ ଜରିଆରେ ଦନୁଷ୍କାଙ୍କ ସହ ମିଶିଥିଲେ। ଚଳିତ ସପ୍ତାହର ପ୍ରାରମ୍ଭରେ ହିଁ ଏହି ଦୁଷ୍କର୍ମ ଘଟଣା ଘଟିଥିବା କୁହାଯାଉଛି। Sri Lanka cricketer Danushka Gunathilaka has been arrested in […]

danushka-gunatilleke

danushka-gunatilleke

Madhupriya Mistry
  • Published: Sunday, 06 November 2022
  • Updated: 06 November 2022, 10:05 AM IST

Sports

Latest News

ନୂଆଦିଲ୍ଲୀ: ଗିରଫ ହେଲେ ଶ୍ରୀଲଙ୍କାର ଷ୍ଟାର୍ କ୍ରିକେଟର ଦନୁଷ୍କା ଗୁନାଥିଲକା। ଦୁଷ୍କର୍ମ ମାମଲାରେ ତାଙ୍କୁ ସିଡ୍‌ନୀରୁ ଗିରଫ କରାଯାଇଛି। ଜଣେ ୨୯ ବର୍ଷୀୟ ମହିଳାଙ୍କୁ ଦୁଷ୍କର୍ମ କରିଥିବା ଏହି କ୍ରିକେଟରଙ୍କ ବିରୋଧରେ ଅଭିଯୋଗ ହୋଇଛି।

ସୂଚନା ମୁତାବକ, ପୀଡିତା ମହିଳା ଜଣକ ଏକ ଡେଟିଂ ଆପ୍ ଜରିଆରେ ଦନୁଷ୍କାଙ୍କ ସହ ମିଶିଥିଲେ। ଚଳିତ ସପ୍ତାହର ପ୍ରାରମ୍ଭରେ ହିଁ ଏହି ଦୁଷ୍କର୍ମ ଘଟଣା ଘଟିଥିବା କୁହାଯାଉଛି।

https://twitter.com/RexClementine/status/1589055018795401216?s=20&t=ur8LUYI_XLd8GMrfTCrp-w

ଦ ଅଷ୍ଟ୍ରେଲିଆନ୍‌ର ରିପୋର୍ଟ ମୁତାବକ, ସିଡ୍‌ନୀର ସସେକ୍ସ ହୋଟେଲ୍‌ରୁ ଆଜି ଭୋରୁ ଏହି କ୍ରିକେଟର୍‌ଙ୍କୁ ସିଡ୍‌ନୀ ପୁଲିସ ଗିରଫ କରିଛି। ତାଙ୍କୁ ଆଜି କୋର୍ଟରେ ହାଜର କରାଯିବ।

ସେପଟେ ଇଂଲଣ୍ଡ ଠାରୁ ପରାଜିତ ହେବା ପରେ ରବିବାର ସକାଳେ ଦନୁଷ୍କାଙ୍କ ବିନା ଅଷ୍ଟ୍ରେଲିଆରୁ ଉଡାଣ ଭରିଛି ଶ୍ରୀଲଙ୍କା ଟିମ୍। ଦନୁଷ୍କା ଶ୍ରୀଲଙ୍କା ଟି-୨୦ରେ ସାମିଲା ହୋଇଥିଲେ। ହେଲେ ଆହତ କାରଣରୁ କୌଣସି ମ୍ୟାଚ୍ ଖେଳି ପାରିନଥିଲେ। ତେବେ ଦଳ ତାଙ୍କୁ ଦେଶକୁ ନ ପଠାଇ ଟିମ୍ ସହ ଯୋଡି ରଖିଥିଲା। ଦନୁଷ୍କାଙ୍କ ବଦଳରେ ଆସେନ ବାନ୍ଦାରାଙ୍କୁ ଦଳରେ ସାମିଲ କରିଥିଲା ଶ୍ରୀଲଙ୍କା।

ଦନୁଷ୍କା ଏଯାବତ୍ ମୋଟ୍ ୮ଟି ଟେଷ୍ଟ, ୪୭ ଦିନିକିଆ ଓ ୪୬ ଟି-୨୦ ମ୍ୟାଚ୍ ଖେଳିଛନ୍ତି। ଟି-୨୦ରେ ଧନୁଷ୍କାଙ୍କ ସର୍ବଶ୍ରେଷ୍ଠ ସ୍କୋର ୫୭ ରହିଥିବା ବେଳେ ୩ଟି ଅର୍ଦ୍ଧଶତକ ସେ ନିଜ ନାଁରେ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story