ଶ୍ରୀଲଙ୍କା ଟେଷ୍ଟ ଦଳକୁ ଫେରିଲେ ଚାଣ୍ଡିମଲ୍

କଲମ୍ବୋ: ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷ ଖେଳାଯିବାକୁଥିବା ପ୍ରଥମ ଟେଷ୍ଟ ପାଇଁ ୧୫ଜଣିଆ ଶ୍ରୀଲଙ୍କା ଦଳର ଘୋଷଣା କରାଯାଇଛି। ଟିମକୁ ପୂର୍ବତନ କ୍ୟାପଟେନ୍ ଦିନେଶ ଚାଣ୍ଡିମଲ୍ ଫେରିଛନ୍ତି। ଅଷ୍ଟ୍ରେଲିଆ ଗସ୍ତରେ ଶ୍ରୀଲଙ୍କାର ଖରାପ ପ୍ରଦର୍ଶନ ପରେ ଚାଣ୍ଡିମଲ୍ ଟିମରୁ ବାଦ୍ ପଡ଼ିଥିଲେ। ଏହି ଗସ୍ତରେ ଶ୍ରୀଲଙ୍କା ଦୁଇମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ୦-୨ରେ ପରାସ୍ତ ହୋଇଥିଲା। ତେବେ ଏହା ପରେ ଶ୍ରୀଲଙ୍କା ଚାଣ୍ଡିମଲଙ୍କ ବିନା ଦକ୍ଷିଣ ଆଫ୍ରିକା ଗସ୍ତରେ ଚମତ୍କାର ପ୍ରଦର୍ଶନ କରି ଟେଷ୍ଟ ସିରିଜକୁ ୨-୦ରେ କ୍ଲିନସୁଇପ୍ କରି […]

chandimal

chandimal

Ranjit Kumar Jena
  • Published: Friday, 09 August 2019
  • Updated: 09 August 2019, 09:53 PM IST

Sports

Latest News

କଲମ୍ବୋ: ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷ ଖେଳାଯିବାକୁଥିବା ପ୍ରଥମ ଟେଷ୍ଟ ପାଇଁ ୧୫ଜଣିଆ ଶ୍ରୀଲଙ୍କା ଦଳର ଘୋଷଣା କରାଯାଇଛି। ଟିମକୁ ପୂର୍ବତନ କ୍ୟାପଟେନ୍ ଦିନେଶ ଚାଣ୍ଡିମଲ୍ ଫେରିଛନ୍ତି। ଅଷ୍ଟ୍ରେଲିଆ ଗସ୍ତରେ ଶ୍ରୀଲଙ୍କାର ଖରାପ ପ୍ରଦର୍ଶନ ପରେ ଚାଣ୍ଡିମଲ୍ ଟିମରୁ ବାଦ୍ ପଡ଼ିଥିଲେ। ଏହି ଗସ୍ତରେ ଶ୍ରୀଲଙ୍କା ଦୁଇମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ୦-୨ରେ ପରାସ୍ତ ହୋଇଥିଲା।

ତେବେ ଏହା ପରେ ଶ୍ରୀଲଙ୍କା ଚାଣ୍ଡିମଲଙ୍କ ବିନା ଦକ୍ଷିଣ ଆଫ୍ରିକା ଗସ୍ତରେ ଚମତ୍କାର ପ୍ରଦର୍ଶନ କରି ଟେଷ୍ଟ ସିରିଜକୁ ୨-୦ରେ କ୍ଲିନସୁଇପ୍ କରି ଇତିହାସ ରଚିଥିଲା। ଚାଣ୍ଡିମଲଙ୍କ ବ୍ୟତୀତ ଟିମକୁ ଅକିଲା ଧନଞ୍ଜୟ ଫେରିଛନ୍ତି, ଯିଏ ସହେନ୍ଦଜନକ ବୋଲିଂ ଆକ୍ସନ ଯୋଗୁ ଅନ୍ତର୍ଜାତୀୟ କ୍ରିକେଟରୁ ସସପେଣ୍ଡ୍ ହୋଇଥିଲେ। ବର୍ତ୍ତମାନ ସେ ନିଜ ଆକ୍ସନରେ ସୁଧାର ଆଣି ପୁଣିଥରେ ଜାତୀୟ ଦଳକୁ କମବ୍ୟାକ୍ କରିଛନ୍ତି।

ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ଆସନ୍ତା ବୁଧବାରଠାରୁ ଗଲରେ ଆରମ୍ଭ ହେବ। ଏହା ପରେ ୨୨ ଅଗଷ୍ଟରେ ଦ୍ୱିତୀୟ ଟେଷ୍ଟ କଲମ୍ବୋରେ ଖେଳାଯିବ। ଶ୍ରୀଲଙ୍କା ଗସ୍ତରେ ନ୍ୟୁଜିଲ୍ୟାଣ୍ଡ୍ ଅଗଷ୍ଟ ୩୧ ତାରିଖରୁ ତିନିମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଖେଳିବ।

ଶ୍ରୀଲଙ୍କା ସ୍କ୍ୱାଡ୍: ଦିମୁତ କରୁଣାରତ୍ନେ (କ୍ୟାପଟେନ୍), ଆଞ୍ଜେଲୋ ମାଥ୍ୟୁସ୍, ଦିନେଶ ଚାଣ୍ଡିମଲ୍, ଲାହିରୁ ଥିରିମାନେ, କୁଶଲ ମେଣ୍ଡିସ୍, କୁଶଲ ପରେରା, ନିରୋଶାନ୍ ଡିକୱେଲା, ଧନଞ୍ଜୟ ଡି'ସିଲଭା, ଅକିଲା ଧନଞ୍ଜୟ, ଲସିଥ୍ ଏମ୍ବୁଲଡେନିୟା, ସୁରଙ୍ଗା ଲାକମଲ୍, ଲାହିରୁ କୁମାରା, ଓଶାଦା ଫର୍ଣ୍ଣାଣ୍ଡୋ, ଲକସନ୍ ସାଣ୍ଡାକାନ୍, ବିଶ୍ୱ ଫର୍ଣ୍ଣାଣ୍ଡୋ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story