ଶୁଭମ୍ ଜିତିଲେ ଆଉ ଏକ ଗଲଫ୍  ୱାର୍ଲ୍ଡ ଜୁନିୟର ଟାଇଟଲ୍

ନୂଆଦିଲ୍ଲୀ: ଭାରତର କୁନି ଗଲଫର ଶୁଭମ୍ ଜାଗଲାନ୍ ରଚିଛନ୍ତି ଇତିହାସ। ଦୁଇ ସପ୍ତାହ ମଧ୍ୟରେ ଲଗାତାର ଭାବେ ସେ ଜିତିଛନ୍ତି ଦୁଇଟି ୱାର୍ଲ୍ଡ ଜୁନିୟର ଟାଇଟଲ୍ । ଗତ ରବିବାର ସେ କାର୍ଲିଫର୍ଣ୍ଣିଆରେ ଜୁନିୟର ୱାର୍ଲ୍ଡ ଗଲଫ୍ ଚାମ୍ପିଅନସିପ୍ ଜିତିଥିବା ବେଳେ ଗତକାଲି (ଗୁରୁବାର) ସେ ଲସ୍ ଭାଗାସରେ  ଜିତିଛନ୍ତି ଆଇଜେଜିଏ ୱାର୍ଲ୍ଡ ଷ୍ଟାରସ୍ ଅଫ୍ ଜୁନିୟର ଗଲଫ୍। ଲସ୍ ଭାଗାସର ଏଞ୍ଜେଲ ପାର୍କରେ ଗତକାଲି ସେ ଆମେରିକାର ଜଷ୍ଟିନ୍ ଡାଙ୍ଗ୍  ଓ ସିହାନ୍ ସାନ୍ଧୁ ଏବଂ […]

shubham-jaglan

shubham-jaglan

Rakesh Mallick
  • Published: Friday, 24 July 2015
  • Updated: 24 July 2015, 12:09 PM IST

ନୂଆଦିଲ୍ଲୀ: ଭାରତର କୁନି ଗଲଫର ଶୁଭମ୍ ଜାଗଲାନ୍ ରଚିଛନ୍ତି ଇତିହାସ। ଦୁଇ ସପ୍ତାହ ମଧ୍ୟରେ ଲଗାତାର ଭାବେ ସେ ଜିତିଛନ୍ତି ଦୁଇଟି ୱାର୍ଲ୍ଡ ଜୁନିୟର ଟାଇଟଲ୍ । ଗତ ରବିବାର ସେ କାର୍ଲିଫର୍ଣ୍ଣିଆରେ ଜୁନିୟର ୱାର୍ଲ୍ଡ ଗଲଫ୍ ଚାମ୍ପିଅନସିପ୍ ଜିତିଥିବା ବେଳେ ଗତକାଲି (ଗୁରୁବାର) ସେ ଲସ୍ ଭାଗାସରେ  ଜିତିଛନ୍ତି ଆଇଜେଜିଏ ୱାର୍ଲ୍ଡ ଷ୍ଟାରସ୍ ଅଫ୍ ଜୁନିୟର ଗଲଫ୍। ଲସ୍ ଭାଗାସର ଏଞ୍ଜେଲ ପାର୍କରେ ଗତକାଲି ସେ ଆମେରିକାର ଜଷ୍ଟିନ୍ ଡାଙ୍ଗ୍  ଓ ସିହାନ୍ ସାନ୍ଧୁ ଏବଂ ଥାଇଲାଣ୍ଡର ପୋଙ୍ଗସାପାକ୍ ଲାଓପାକାଦୀଙ୍କୁ ପଛରେ ପକାଇ ୯ରୁ ୧୦ ବର୍ଷ ବର୍ଗରେ ଚାମ୍ପିଅନ୍ ହୋଇଥିଲେ।

 ଏହି ବିଜୟ ପରେ ଶୁଭମ୍ କହିଛନ୍ତି ଯେ ତାଙ୍କ ସ୍ୱପ୍ନ ସାକାର ହୋଇଛି। କଠିନ ପରିଶ୍ରମ ଯୋଗୁଁ ଏହି ସଫଳତା ମିଳିଛି। ତାଙ୍କର ସମସ୍ତ ସାଙ୍ଗ ଏଥିପାଇଁ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହି ସଫଳତା ପଛରେ ତାଙ୍କ ପରିବାର, କୋଚ୍ ଓ ସାଙ୍ଗସାଥୀ ମାନଙ୍କର ବଡ ହାତ ରହିଛି।

୧୦ ବର୍ଷୀୟ ଶୁଭମ୍ ହେଉଛନ୍ତି ହରିଆଣାର ଜଣେ ଦୁଗ୍ଧଚାଷୀଙ୍କ ପୁଅ। ସେ ଗଲଫ୍ ଖେଳିବାକୁ  ଶୁଭମଙ୍କ ଉତ୍ସାହିତ କରିଆସୁଛନ୍ତି। ପୂର୍ବତନ ଗଲଫ୍ ଖେଳାଳି ନୋନିତା ଲାଲ୍  କ୍ୟୁରେସି ଶୁଭମଙ୍କୁ ତାଲିମ ଦେଉଛନ୍ତି। ୭ ବର୍ଷ ବୟସରୁ ଶୁଭମ୍ ତାଙ୍କ ନିକଟରେ ପ୍ରଶିକ୍ଷଣ ନେଇ ଆସୁଛନ୍ତି। ସେ ଏଯାବତ୍ ୧୦୦ରୁ ଅଧିକ ଟୁର୍ଣ୍ଣାମେଣ୍ଟ୍  ଜିତି ସାରିଲେଣି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story