ସୁଲତାନ ଜୋହର୍ କପ୍‌: ଭାରତର ବୃହତ ବିଜୟ

ଜୋହର୍ ବାହରୁ (ମ୍ୟାଲେସିୟା): ସଞ୍ଜୟଙ୍କ ଡବଲ୍ ଗୋଲ୍ ତଥା ଅନ୍ୟ ଖେଳାଳିଙ୍କ ଦମଦାର ପ୍ରଦର୍ଶନ ବଳରେ ଭାରତୀୟ ଜୁନିୟର ହକି ଟିମ୍ ସୁଲତାନ ଜୋହର୍ କପ୍ ହକି ଟୁର୍ଣ୍ଣାମେଣ୍ଟରେ ରବିବାର ଖେଳାଯାଇଥିବା ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡକୁ ୮-୨ ଗୋଲରେ ହରାଇ ବୃହତ ବିଜୟ ହାସଲ କରିଛି। ସଞ୍ଜୟ ୧୭ତମ ଓ ୨୨ତମ ମିନିଟରେ ଗୋଲ୍ ଦେଇଛନ୍ତି। ତାଙ୍କ ବ୍ୟତୀତ ଦିଲପ୍ରୀତ ସିଂହ (ଷଷ୍ଠ), ଶିଳାନନ୍ଦ ଲାକ୍ରା (୧୪ତମ), ମନଦୀପ ମୋର୍ (୨୦ତମ), ସୁମନ୍ ବେକ୍ (୪୫ତମ), ପ୍ରତାପ ଲାକ୍ରା […]

hockey

hockey

Ranjit Kumar Jena
  • Published: Sunday, 13 October 2019
  • Updated: 13 October 2019, 07:11 PM IST

Sports

Latest News

ଜୋହର୍ ବାହରୁ (ମ୍ୟାଲେସିୟା): ସଞ୍ଜୟଙ୍କ ଡବଲ୍ ଗୋଲ୍ ତଥା ଅନ୍ୟ ଖେଳାଳିଙ୍କ ଦମଦାର ପ୍ରଦର୍ଶନ ବଳରେ ଭାରତୀୟ ଜୁନିୟର ହକି ଟିମ୍ ସୁଲତାନ ଜୋହର୍ କପ୍ ହକି ଟୁର୍ଣ୍ଣାମେଣ୍ଟରେ ରବିବାର ଖେଳାଯାଇଥିବା ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡକୁ ୮-୨ ଗୋଲରେ ହରାଇ ବୃହତ ବିଜୟ ହାସଲ କରିଛି।

ସଞ୍ଜୟ ୧୭ତମ ଓ ୨୨ତମ ମିନିଟରେ ଗୋଲ୍ ଦେଇଛନ୍ତି। ତାଙ୍କ ବ୍ୟତୀତ ଦିଲପ୍ରୀତ ସିଂହ (ଷଷ୍ଠ), ଶିଳାନନ୍ଦ ଲାକ୍ରା (୧୪ତମ), ମନଦୀପ ମୋର୍ (୨୦ତମ), ସୁମନ୍ ବେକ୍ (୪୫ତମ), ପ୍ରତାପ ଲାକ୍ରା (୫୦ତମ), ସୁଦୀପ ଚିରମାକୋ (୫୧) ଗୋଟିଏ ଲେଖାଏ ଗୋଲ୍ ସ୍କୋର କରିଛନ୍ତି। ନ୍ୟୁଜିଲ୍ୟାଣ୍ଡ୍ ପକ୍ଷରୁ ଦୁଇଟି ଯାକ ଗୋଲ୍ ଡାଇଲାନ୍ ଥୋମାସ (୨୮ତମ, ୪୪ତମ) ଗୋଲ୍ କରିଛନ୍ତି। ଚଳିତ ଟୁର୍ଣ୍ଣାମେଣ୍ଟରେ ଭାରତର ଏହା ଦ୍ୱିତୀୟ ବିଜୟ। ଏହା ପୂର୍ବରୁ ଶନିବାର ଭାରତ ତା'ର ପ୍ରଥମ ମ୍ୟାଚରେ ଆୟୋଜକ ମ୍ୟାଲେସିୟାକୁ ୪-୨ ଗୋଲରେ ହରାଇଥିଲା। ମଙ୍ଗଳବାର ଭାରତ ତା'ର ପରବର୍ତ୍ତୀ ମୁକାବିଲାରେ ଜାପାନକୁ ଭେଟିବ।

ରବିବାର ମ୍ୟାଚରେ ଭାରତୀୟ ଆରମ୍ଭରୁ ଆକ୍ରମଣାତ୍ମକ ଆଭିମୁଖ୍ୟ ଆପଣାଇଥିଲା। ଭାରତକୁ ଦ୍ୱିତୀୟ ମିନିଟରେ ହିଁ ପେନାଲ୍ଟି କର୍ଣ୍ଣର ମିଳିଥିଲା, କିନ୍ତୁ ନ୍ୟୁଜିଲ୍ୟାଣ୍ଡ ଗୋଲକିପର ଏହାକୁ ରୋକିବାରେ ସଫଳ ହୋଇଥିଲେ। ତେବେ ଷଷ୍ଠ ମିନିଟରେ ଦିଲପ୍ରୀତ ଫିଲ୍ଡ ଗୋଲ୍ କରି ଭାରତର ଖାତା ଖୋଲିଥିଲେ। ଏହା ପରେ ଭାରତୀୟ ଟିମ୍ ଲଗାତାର ଚାପ ପକାଇଥିଲାର ଏବଂ ଏହାର ଫାଇଦା ଉଠାଇ ଶିଳାନନ୍ଦ ୧୪ତମ ମିନିଟରେ ସ୍କୋରକୁ ୨-୦ କରିଥିଲେ।

ଭାରତ ଦ୍ୱିତୀୟ କ୍ୱାର୍ଟର୍ ଆରମ୍ଭରୁ ହିଁ ତୃତୀୟ ଗୋଲ୍ ଦେଇଥିଲା। ସଞ୍ଜୟ ୧୭ତମ ମିନିଟରେ ଏହି ଗୋଲ୍ ସ୍କୋର କରି ଭାରତକୁ ୩-୦ରେ ଆଗୁଆ କରାଇଥିଲେ। ନ୍ୟୁଜିଲ୍ୟାଣ୍ଡ ଏହା ପରେ ପେନାଲ୍ଟି କର୍ଣ୍ଣର୍ ହାସଲ କରିଥିଲା, କିନ୍ତୁ ଭାରତୀୟ ଡିଫେନ୍ସ ବିଭାଗ ସାମ୍ନାରେ ସେମାନଙ୍କର ଆକ୍ରମଣ ଫେଲ୍ ମାରିଥିଲା। କ୍ୟାପଟେନ୍ ମନଦୀପ ମୋର୍ ୨୦ତମ ମିନିଟରେ ଚତୁର୍ଥ ଗୋଲ୍ କରିଥିଲେ। ଏହାର ଦୁଇ ମିନିଟ୍ ପରେ ଭାରତକୁ ପେନାଲ୍ଟି କର୍ଣ୍ଣର ମିଳିଥିଲା, ଯାହାକୁ ସଞ୍ଜୟ ଗୋଲରେ ପରିଣତ କରିଥିଲେ। ୨୮ତମ ମିନିଟରେ ଥୋମାସ ନ୍ୟୁଜିଲ୍ୟାଣ୍ଡ୍ ପାଇଁ ଖାତା ଖୋଲିଥିଲେ। ଏଥିସହ ପ୍ରଥମାର୍ଦ୍ଧ ଖେଳ ସୁଦ୍ଧା ଭାରତ ୫-୧ରେ ମଜଭୁତ୍ ସ୍ଥିତିରେ ଥିଲା।

ନ୍ୟୁଜିଲ୍ୟାଣ୍ଡ୍ ତୃତୀୟ କ୍ୱାର୍ଟରରେ ଭଲ ପ୍ରୟାସ କରିଥିଲା ଏବଂ ଥୋମାସ ୪୪ତମ ମିନିଟରେ ଆଉ ଏକ ଗୋଲ୍ ଦେଇ ବ୍ୟବଧାନକୁ କମ୍ କରିଥିଲେ। ତେବେ ପରବର୍ତ୍ତୀ ମିନିଟରେ ଭାରତ ପ୍ରତିଆକ୍ରମଣ କରିଥିଲା। ଫଳସ୍ୱରୂପ ୪୫ତମ ମିନିଟରେ ଓଡ଼ିଶା ଖେଳାଳି ସୁମନ୍ ବେକ୍ ଗୋଲ୍ ଦେଇ ଭାରତକୁ ୬-୨ରେ ଆଗୁଆ କରାଇଥିଲେ। ଏହା ପରେ ଭାରତକୁ ପେନାଲ୍ଟି କର୍ଣ୍ଣର ମିଳିଥିଲା, କିନ୍ତୁ ନ୍ୟୁଜିଲ୍ୟାଣ୍ଡ ଗୋଲକିପର ଏହାକୁ ରୋକିବାରେ ସଫଳ ହୋଇଥିଲେ। ୫୦ତମ ମିନିଟରେ ପ୍ରତାପ ଲାକ୍ରା ଭାରତ ପାଇଁ ସପ୍ତମ ଗୋଲ୍ କରିଥିବା ବେଳେ ପରବର୍ତ୍ତୀ ମିନିଟରେ ସୁଦୀପ ଚିରମାକୋ ଆଉ ଏକ ଗୋଲ୍ ଦେଇ ଭାରତକୁ ୮-୨ରେ ବିଜୟୀ କରାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story