ୟୁଏଇରେ ଖେଳାଯିବାକୁ ଥିବା ଟି-ଟ୍ୱେଣ୍ଟିରେ ସାମିଲ୍ ହେଲେ ଓଡ଼ିଆ ଝିଅ

ନୂଆଦିଲ୍ଲୀ: ୟୁଏଇରେ ୪ ନଭେମ୍ବରରୁ ୯ ନଭେମ୍ବର ପର୍ଯ୍ୟନ୍ତ ଖେଳାଯିବ ମହିଳା ଟି-ଟ୍ୱେଣ୍ଟି। ଏହି ଫଟାଫଟ କ୍ରିକେଟରେ ଖେଳିବେ ଓଡ଼ିଶା କ୍ରିକେଟ୍ ଆସୋସିଏସନର ମହିଳା କ୍ରିକେଟର ସୁଶ୍ରୀ ଦିବ୍ୟଦର୍ଶିନୀ। ସୁଶ୍ରୀ ଏଥିପାଇଁ ମନୋନୀତ ହୋଇଛନ୍ତି। ଏ ନେଇ ଓସିଏ ସୂଚନା ଦେଇଛି। ସୁଶ୍ରୀ ୧୯ ବର୍ଷରୁ କମ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ମ୍ୟାଚ ଖେଳିବା ସହିତ ଓଡ଼ିଶା ମହିଳା କ୍ରିକେଟ ଦଳର ଜଣେ ଅଭିଜ୍ଞ ଖେଳାଳି। ସେ ଭାରତର ଇଷ୍ଟଜୋନରୁ ପ୍ରତିନିଧିତ୍ୱ କରନ୍ତି। ଇଣ୍ଡିଆ ବ୍ଲୁ ଚ୍ୟାଲେଞ୍ଜ ଟୁର୍ଣ୍ଣାମେଣ୍ଟରେ […]

Sushree Dibyadarshini

Sushree Dibyadarshini

Subhransu Sekhar
  • Published: Sunday, 11 October 2020
  • Updated: 11 October 2020, 07:14 PM IST

Sports

Latest News

ନୂଆଦିଲ୍ଲୀ: ୟୁଏଇରେ ୪ ନଭେମ୍ବରରୁ ୯ ନଭେମ୍ବର ପର୍ଯ୍ୟନ୍ତ ଖେଳାଯିବ ମହିଳା ଟି-ଟ୍ୱେଣ୍ଟି। ଏହି ଫଟାଫଟ କ୍ରିକେଟରେ ଖେଳିବେ ଓଡ଼ିଶା କ୍ରିକେଟ୍ ଆସୋସିଏସନର ମହିଳା କ୍ରିକେଟର ସୁଶ୍ରୀ ଦିବ୍ୟଦର୍ଶିନୀ। ସୁଶ୍ରୀ ଏଥିପାଇଁ ମନୋନୀତ ହୋଇଛନ୍ତି। ଏ ନେଇ ଓସିଏ ସୂଚନା ଦେଇଛି।

ସୁଶ୍ରୀ ୧୯ ବର୍ଷରୁ କମ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ମ୍ୟାଚ ଖେଳିବା ସହିତ ଓଡ଼ିଶା ମହିଳା କ୍ରିକେଟ ଦଳର ଜଣେ ଅଭିଜ୍ଞ ଖେଳାଳି। ସେ ଭାରତର ଇଷ୍ଟଜୋନରୁ ପ୍ରତିନିଧିତ୍ୱ କରନ୍ତି। ଇଣ୍ଡିଆ ବ୍ଲୁ ଚ୍ୟାଲେଞ୍ଜ ଟୁର୍ଣ୍ଣାମେଣ୍ଟରେ ଇଣ୍ଡିଆ ଏ ପାଇଁ ସୁଶ୍ରୀ ଖେଳିଛନ୍ତି। ସୁଶ୍ରୀ ବର୍ତ୍ତମାନ ଓଡ଼ିଶା ପୁଲିସରେ ଅଛନ୍ତି।

ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ ପକ୍ଷରୁ ସଞ୍ଜୟ ବେହେରା ସୁଶ୍ରୀଙ୍କ ସଫଳତା ପାଇଁ ଅଭିନନ୍ଦନ ଜଣାଇଛନ୍ତି। ଏଥିସହ ୟୁଏଇରେ ଖେଳାଯିବାକୁ ଥିବା ଟି-ଟ୍ୱେଣ୍ଚି ପାଇଁ ତାଙ୍କର ସଫଳତା କାମନା କରିଛନ୍ତି। ସୁଶ୍ରୀ ହେଉଛନ୍ତି ଢେଙ୍କାନାଳର ଝିଅ। ୨୩ ବର୍ଷୀୟ ସୁଶ୍ରୀ ଜଣେ ଡାହାଣ ହାତୀ ବ୍ୟାଟିଂ କରନ୍ତି। ମୁଖ୍ୟତଃ ସେ ତାଙ୍କ ବୋଲିଂ ପାଇଁ ପରିଚିତ।

ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍‌ ବୋର୍ଡ (ବିସିସିଆଇ) ରବିବାର ମହିଳା ଟି-୨୦ ଚ୍ୟାଲେଞ୍ଜ ପାଇଁ ତିନି ଟିମର ଘୋଷଣା କରିଛି। ଏହି ତିନି ଟିମର ନେତୃତ୍ୱ ନେବେ ହରମନପ୍ରୀତ କୌର୍, ସ୍ମୃତି ମନ୍ଧାନା ଓ ମିତାଲୀ ରାଜ୍। ଏଥର ମହିଳା ଟି-୨୦ ଚ୍ୟାଲେଞ୍ଜ୍ ୟୁଏଇରେ ନଭେମ୍ବର ୪ରୁ ୯ ତାରିଖ ପର୍ଯ୍ୟନ୍ତ ଖେଳାଯିବ।

ଏହି ଟୁର୍ଣ୍ଣାମେଣ୍ଟରେ ହରମନପ୍ରୀତ କୌର ସୁପରନୋଭା ନେତୃତ୍ୱ ନେବେ। ସେହିପରି ମିତାଲୀ ଓ ମନ୍ଧାନା ଯଥାକ୍ରମେ ଭେଲୋସିଟି ଓ ଟ୍ରାଏଲବ୍ଲେଜର୍ସ ଟିମର କ୍ୟାପଟେନ୍ ହେବେ। ଗତବର୍ଷ ଏହି ଟୁର୍ଣ୍ଣାମେଣ୍ଟରେ ହରମନପ୍ରୀତଙ୍କର ସୁପରନୋଭା ଟିମ୍ ମିତାଲୀ ରାଜଙ୍କ ଭେଲୋସିଟିକୁ ଫାଇନାଲରେ ୪ ୱିକେଟରେ ହରାଇ ଟାଇଟଲ୍ ଜିତିଥିଲା। ତିନୋଟି ଯାକ ଟିମରେ ଭାରତୀୟ ଖେଳାଳିଙ୍କ ବ୍ୟତୀତ ବିଦେଶୀ ତାରକା ମଧ୍ୟ ସ୍ଥାନ ପାଇଛନ୍ତି।

ବିସିସିଆଇ ପକ୍ଷରୁ ଜାରି କାର୍ଯ୍ୟସୂଚୀ ଅନୁଯାୟୀ, ପ୍ରଥମ ମ୍ୟାଚ୍ ସୁପରନୋଭା ଓ ଭେଲୋସିଟି ଅର୍ଥାତ୍ ହରମନପ୍ରୀତ କୌର୍ ଓ ମିତାଲୀ ରାଜଙ୍କ ଟିମ୍ ମଧ୍ୟରେ ଖେଳାଯିବ। ଏହି ଟୁର୍ଣ୍ଣାମେଣ୍ଟ ଜରିଆରେ କରୋନାଭାଇରସ୍ ପରେ ଭାରତୀୟ ମହିଳା କ୍ରିକେଟର୍ ମଇଦାନକୁ ଫେରିବେ। ଏହି ମହାମାରୀ ବ୍ୟାପିବା ପରଠାରୁ ଭାରତୀୟ ମହିଳା କ୍ରିକେଟର୍ କୌଣସି ମ୍ୟାଚ୍ ଖେଳିନାହାନ୍ତି।

ସୁପରନୋଭା: ହରମନପ୍ରୀତ କୌର୍ (କ୍ୟାପଟେନ୍), ଜେମିମା ରୋଡ୍ରିଗ୍ସ (ଭାଇସ୍ କ୍ୟାପଟେନ୍), ଚମାରୀ ଆଟ୍ଟାପଟ୍ଟୁ, ପ୍ରିୟା ପୁନିଆ, ଅନୁଜା ପାଟିଲ, ରାଧା ଯାଦବ, ତାନିୟା ଭାଟିଆ (ୱିକେଟକିପର), ଶଶୀକଳା ସିରିବର୍ଦ୍ଧନେ, ପୁନମ୍ ଯାଦବ, ଶକିରା ସେଲମାନ୍, ଅରୁନ୍ଧତୀ ରେଡ୍ଡି, ପୂଜା ବସ୍ତ୍ରାକର, ଆୟୁଷ ସୋନି, ଆୟାବୋଙ୍ଗା ଖାକା, ମୁସ୍କାନ୍ ମଲିକ୍।

ଟ୍ରାଏଲବ୍ଲେଜର୍ସ: ସ୍ମୃତି ମନ୍ଧାନା (କ୍ୟାପଟେନ୍), ଦୀପ୍ତି ଶର୍ମା (ଭାଇସ୍ କ୍ୟାପଟେନ୍), ପୁନମ୍ ରାଉତ, ରିଚା ଘୋଷ, ଡି. ହେମଲତା, ନୁଝତ ପରୱୀନ୍ (ୱିକେଟକିପର), ରାଜେଶ୍ୱରୀ ଗାଏକ୍ୱାଡ୍, ହର୍ଲୀନ୍ ଦେଓଲ, ଝୁଲନ୍ ଗୋସ୍ୱାମୀ, ସିମରନ୍ ଦିଲ୍ ବାହାଦୂର, ସଲମା ଖାତୁନ୍, ସୋଫି ଇକ୍ଲେଷ୍ଟୋନ୍, ନାଟ୍ଟାକାନ୍ ଚାଣ୍ଟମ୍, ଡିଏଣ୍ଡ୍ରା ଡଟ୍ଟିନ୍, କାଶ୍ୱି ଗୌତମ।

ଭେଲୋସିଟି: ମିତାଲୀ ରାଜ୍ (କ୍ୟାପଟେନ୍), ବେଦା କ୍ରିଷ୍ଣମୂର୍ତ୍ତୀ (ଭାଇସ୍ କ୍ୟାପଟେନ୍), ଶେଫାଳୀ ବର୍ମା, ସୁଷମା ବର୍ମା (ୱିକେଟକିପର), ଏକତା ବିଷ୍ଟ, ମାନସୀ ଯୋଶୀ, ଶିଖା ପାଣ୍ଡେ, ଦେବିକା ବୈଦ୍ୟ, ସୁଶ୍ରୀ ଦିବ୍ୟଦର୍ଶିନୀ, ମନାଲୀ ଦକ୍ଷିଣୀ, ଲେଗ୍ କାସପରେକ୍, ଡାନିଏଲୀ ୟାଟ୍ଟ, ସୁନ୍ ଲୁସ୍, ଜାହାନାରା ଆଲମ୍, ଏମ୍. ଆନାଗା।

ମହିଳା ଟି-୨୦ ଚ୍ୟାଲେଞ୍ଜ କାର୍ଯ୍ୟସୂଚୀ
୪।୧୧: ପ୍ରଥମ ମ୍ୟାଚ୍: ସୁପରନୋଭା ବନାମ ଭେଲୋସିଟି, ସନ୍ଧ୍ୟା ୭.୩୦
୫।୧୧: ୨ୟ ମ୍ୟାଚ୍: ଭେଲୋସିଟି ବନାମ ଟ୍ରାଏଲବ୍ଲାଜର୍ସ, ସନ୍ଧ୍ୟା ୭.୩୦
୭।୧୧: ତୃତୀୟ ମ୍ୟାଚ୍: ଟ୍ରାଏଲବ୍ଲାଜର୍ସ ବନାମ ସୁପରନୋଭା, ସନ୍ଧ୍ୟା ୭.୩୦
୯।୧୧: ଫାଇନାଲ୍‌: ସନ୍ଧ୍ୟା ୭.୩୦

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story