ଅନିଶ୍ଚିତତାରେ ଇଂଲଣ୍ଡର ବାଂଲାଦେଶ ଗସ୍ତ

ଲଣ୍ଡନ: “ବାଂଲାଦେଶ ଗସ୍ତରେ ଯିବା ଇଂଲଣ୍ଡର ଖେଳାଳିମାନଙ୍କର ଇଚ୍ଛାଧୀନ। ସେମାନେ ଚାହିଁଲେ ଯିବେ ନ ଚାହିଁଲେ ଏଥିରୁ ବିରତ ରହିପାରିବେ।” ଆଜି ଏହା କହିଛନ୍ତି ଇଂଲଣ୍ଡର ଟି-୨୦ ଅଧିନାୟକ ଇଓନ୍‌ ମୋର୍ଗାନ୍‌। ଏନେଇ ଆସନ୍ତାକାଲି  ଟି-୨୦ ଅଧିନାୟକ ଇଓନ୍‌ ମୋର୍ଗାନ୍‌, ଟେଷ୍ଟ କ୍ରିକେଟ ଅଧିନାୟକ ଅଲ୍‌ଷ୍ଟାୟାର କୁକ ଓ ଅନ୍ୟ ସଦସ୍ୟମାନେ ଇଂଲଣ୍ଡ ଓ ୱେଲ୍ସ କ୍ରିକେଟ ବୋର୍ଡ ସୁରକ୍ଷା ନିର୍ଦ୍ଦେଶକ ରିଗ୍‌ ଡିକ୍‌ସନ୍‌ଙ୍କୁ ଭେଟି ଅବଗତ କରିବେ। ଗତମାସ ବାଂଲାଦେଶରେ ଆଇଏସ୍‌ର ଆକ୍ରମଣରେ ୨୦ ଜଣଙ୍କର […]

stevenfinnapl

Rakesh Mallick
  • Published: Wednesday, 24 August 2016
  • , Updated: 24 August 2016, 06:43 PM IST

ଲଣ୍ଡନ: “ବାଂଲାଦେଶ ଗସ୍ତରେ ଯିବା ଇଂଲଣ୍ଡର ଖେଳାଳିମାନଙ୍କର ଇଚ୍ଛାଧୀନ। ସେମାନେ ଚାହିଁଲେ ଯିବେ ନ ଚାହିଁଲେ ଏଥିରୁ ବିରତ ରହିପାରିବେ।” ଆଜି ଏହା କହିଛନ୍ତି ଇଂଲଣ୍ଡର ଟି-୨୦ ଅଧିନାୟକ ଇଓନ୍‌ ମୋର୍ଗାନ୍‌।

ଏନେଇ ଆସନ୍ତାକାଲି  ଟି-୨୦ ଅଧିନାୟକ ଇଓନ୍‌ ମୋର୍ଗାନ୍‌, ଟେଷ୍ଟ କ୍ରିକେଟ ଅଧିନାୟକ ଅଲ୍‌ଷ୍ଟାୟାର କୁକ ଓ ଅନ୍ୟ ସଦସ୍ୟମାନେ ଇଂଲଣ୍ଡ ଓ ୱେଲ୍ସ କ୍ରିକେଟ ବୋର୍ଡ ସୁରକ୍ଷା ନିର୍ଦ୍ଦେଶକ ରିଗ୍‌ ଡିକ୍‌ସନ୍‌ଙ୍କୁ ଭେଟି ଅବଗତ କରିବେ।

ଗତମାସ ବାଂଲାଦେଶରେ ଆଇଏସ୍‌ର ଆକ୍ରମଣରେ ୨୦ ଜଣଙ୍କର ମୃତ୍ୟୁ ଘଟିଥିଲା। ଏଥିରେ ୯ ଜଣ ଇଟାଲୀ ଓ ଅଷ୍ଟ୍ରେଲିଆର ନାଗରିକ ରହିଥିଲେ। ଗତବର୍ଷରୁ ଅଷ୍ଟ୍ରେଲିଆର ବରିଷ୍ଠ ଦଳ ଓ ୟୁ-୧୯ ଦଳ ବାଂଲାଦେଶ ଗସ୍ତକୁ ନା କହିସାରିଛି।

Related story