କାଲି ଠାରୁ ଦିନିକିଆ କ୍ରିକେଟ୍‌: ସିରିଜ୍‌ କବ୍‌ଜା ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବ ଟିମ୍‌ ଇଣ୍ଡିଆ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଟି-ଟ୍ୱେଣ୍ଟି ସିରିଜ୍‌ରେ ଇଂଲଣ୍ଡକୁ ମାତ୍ ଦେବା ପରେ ଆସନ୍ତାକାଲି ଠାରୁ ଆରମ୍ଭ ହେବାକୁ ଥିବା ଦିନିକିଆ ସିରିଜ ଉପରେ ଭାରତର ନଜର। ତିନି ଟିକିଆ ଦିନିକିଆ ସିରିଜ୍‌କୁ ମଧ୍ୟ କବ୍‌ଜା କରିବାକୁ ଚେଷ୍ଟା କରିବ ବିରାଟ ବାହିନୀ। କାଲି ପ୍ରଥମ ଦିନିକିଆ ଖେଳାଯିବାକୁ ଥିବାବେଳେ ୧୪ ଓ ୧୭ରେ ଖେଳାଯିବ ଅନ୍ୟ ୨ଟି ଦିନିକିଆ। ଏହା ପରେ ଆରମ୍ଭ ହେବ ୫ ଟିକିଆ ଟେଷ୍ଟ ସିରିଜ। ବର୍ମିଂହାମରେ ଖେଳାଯିବ ପ୍ରଥମ ଟେଷ୍ଟ ମ୍ୟାଚ୍। ପୂର୍ବରୁ […]

TEAM-INDIA-CRICKET-ENG-IND-T20-AFP_17995I

Rakesh Mallick
  • Published: Wednesday, 11 July 2018
  • Updated: 11 July 2018, 08:22 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଟି-ଟ୍ୱେଣ୍ଟି ସିରିଜ୍‌ରେ ଇଂଲଣ୍ଡକୁ ମାତ୍ ଦେବା ପରେ ଆସନ୍ତାକାଲି ଠାରୁ ଆରମ୍ଭ ହେବାକୁ ଥିବା ଦିନିକିଆ ସିରିଜ ଉପରେ ଭାରତର ନଜର। ତିନି ଟିକିଆ ଦିନିକିଆ ସିରିଜ୍‌କୁ ମଧ୍ୟ କବ୍‌ଜା କରିବାକୁ ଚେଷ୍ଟା କରିବ ବିରାଟ ବାହିନୀ। କାଲି ପ୍ରଥମ ଦିନିକିଆ ଖେଳାଯିବାକୁ ଥିବାବେଳେ ୧୪ ଓ ୧୭ରେ ଖେଳାଯିବ ଅନ୍ୟ ୨ଟି ଦିନିକିଆ। ଏହା ପରେ ଆରମ୍ଭ ହେବ ୫ ଟିକିଆ ଟେଷ୍ଟ ସିରିଜ। ବର୍ମିଂହାମରେ ଖେଳାଯିବ ପ୍ରଥମ ଟେଷ୍ଟ ମ୍ୟାଚ୍। ପୂର୍ବରୁ ଗସ୍ତ ଆରମ୍ଭରୁ ପ୍ରଥମେ, ଟେଷ୍ଟ ମ୍ୟାଚ ଖେଳାଯାଉଥିବା ବେଳେ ଚଳିତ ଥର ପ୍ରଥମେ ଥର ପାଇଁ ଟି-୨୦ ଓ ଦିନିକିଆ ମ୍ୟାଚ ଖେଳୁଛି ଟିମ୍ ଇଣ୍ଡିଆ।

ଭାରତ ଦିନିକିଆ ସିରିଜକୁ ଜିତି ମନୋବଳ ଦୃଢ କରିବା ଆଶାରେ ପଡିଆକୁ ଓହ୍ଲାଇବ। ଟେଣ୍ଟବ୍ରିଜ୍‌ରେ ଖେଳାଯଯିବାକୁ ଥିବା ପ୍ରଥମ ଦିନିକିଆରେ ଘରୋଇ ଇଂଲଣ୍ଡକୁ ହରାଇବାକୁ ଟିମ୍ ଇଣ୍ଡିଆକୁ ବେଶ୍ ପରିଶ୍ରମ କରିବାକୁ ପଡିପାରେ। ନିକଟରେ ଅଷ୍ଟ୍ରେଲିଆକୁ ୫-୦ରେ ହରାଇ କ୍ଲନ ସୁଇପ କରିଥିବା ଇଂଲିସ୍ ଟିମ୍ ଏବେ ଶ୍ରେଷ୍ଠ ଫର୍ମରେ ଅଛି। ଦଳର ଶକ୍ତିଶାଳୀ ବ୍ୟାଟିଂ ଲାଇନ ସହ ବୋଲିଂ ବିଭାଗ ମଧ୍ୟ ଭଲ ଫର୍ମରେ ରହିଛି। ତେବେ ଏହି ସିରିଜ୍‌ ଭାରତ ପାଇଁ ବହୁ ଗୁରୁତ୍ୱପୂର୍ଣ୍ଣ। କାରଣ ଆସନ୍ତା ବର୍ଷ ଇଂଲଣ୍ଡରେ ଆୟୋଜିତ ହେବ ଆଇସିସି ବିଶ୍ୱକପ। ସେଥିପାଇଁ ଏହି ପରିବେଶରେ ଭାରତ ଖାପଖୁଆଇ ଭଲ ପ୍ରଦର୍ଶନ କଲେ ବିଶ୍ୱକପ ରାସ୍ତା ସହଜ ହେବ।Image result for india vs england

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story