ଏହି ବଲିଉଡ୍‌ ଅଭିନେତ୍ରୀଙ୍କ ପ୍ରେମରେ ଉବୁଟୁବୁ ହେଉଛନ୍ତି ରବି ଶାସ୍ତ୍ରୀ!

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର୍‌): ବଲିଉଡ୍‌ ସହ କ୍ରିକେଟ୍‌ର ସମ୍ପର୍କ ବେଶ୍‌ ପୁରୁଣା। ଅର୍ଥାତ୍‌ କ୍ରିକେଟର୍‌ମାନେ ବଲିଉଡ୍‌ ଅଭିନେତ୍ରୀଙ୍କ ପ୍ରେମରେ ପଡ଼ିବା କିଛି ନୂଆ ନୁହେଁ। କେତେକ କ୍ରିକେଟର୍‌ ସେମାନଙ୍କ ପ୍ରେମକୁ ବିବାହର ରୂପ ମଧ୍ୟ ଦେଇଛନ୍ତି। ବିରାଟ କୋହଲି-ଅନୁଷ୍କା ଶର୍ମା, ଯୁବ୍‌ରାଜ୍‌-ହେଜଲ୍‌ ଏବଂ ଜାହିର୍‌ ଖାନ୍‌-ସାଗରିକାଙ୍କ ବିବାହ ଏହାର ଉଦାହରଣ। ଏବେ କିନ୍ତୁ ଏକ ଖବର ଶୁଣିବାକୁ ମିଳୁଛି, ‘ଟିମ୍ ଇଣ୍ଡିଆ’ର ମୁଖ୍ୟ କୋଚ୍‌ ରବି ଶାସ୍ତ୍ରୀ ଜଣେ ବଲିଉଡ୍‌ ଅଭିନେତ୍ରୀଙ୍କ ପ୍ରେମରେ ଉବୁଟୁବୁ ହେଉଛନ୍ତି। ଏହି ଅଭିନେତ୍ରୀ ଜଣଙ୍କ […]

ଦମୁଂ

ଦମୁଂ

Biswobandita Swain
  • Published: Monday, 03 September 2018
  • Updated: 03 September 2018, 11:54 AM IST

Sports

Latest News

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର୍‌): ବଲିଉଡ୍‌ ସହ କ୍ରିକେଟ୍‌ର ସମ୍ପର୍କ ବେଶ୍‌ ପୁରୁଣା। ଅର୍ଥାତ୍‌ କ୍ରିକେଟର୍‌ମାନେ ବଲିଉଡ୍‌ ଅଭିନେତ୍ରୀଙ୍କ ପ୍ରେମରେ ପଡ଼ିବା କିଛି ନୂଆ ନୁହେଁ। କେତେକ କ୍ରିକେଟର୍‌ ସେମାନଙ୍କ ପ୍ରେମକୁ ବିବାହର ରୂପ ମଧ୍ୟ ଦେଇଛନ୍ତି। ବିରାଟ କୋହଲି-ଅନୁଷ୍କା ଶର୍ମା, ଯୁବ୍‌ରାଜ୍‌-ହେଜଲ୍‌ ଏବଂ ଜାହିର୍‌ ଖାନ୍‌-ସାଗରିକାଙ୍କ ବିବାହ ଏହାର ଉଦାହରଣ। ଏବେ କିନ୍ତୁ ଏକ ଖବର ଶୁଣିବାକୁ ମିଳୁଛି, 'ଟିମ୍ ଇଣ୍ଡିଆ'ର ମୁଖ୍ୟ କୋଚ୍‌ ରବି ଶାସ୍ତ୍ରୀ ଜଣେ ବଲିଉଡ୍‌ ଅଭିନେତ୍ରୀଙ୍କ ପ୍ରେମରେ ଉବୁଟୁବୁ ହେଉଛନ୍ତି। ଏହି ଅଭିନେତ୍ରୀ ଜଣଙ୍କ ହେଉଛନ୍ତି, 'ଲଞ୍ଚ୍‌ ବକ୍ସ୍‌' ଏବଂ 'ଏୟାର୍‌ ଲିଫ୍ଟ୍‌' ଫିଲ୍ମରେ ଲିଡ୍‌ ରୋଲ୍‌ରେ ନଜର  ଆସିଥିବା ନିମ୍ରିତ୍‌ କୌର୍‌।

ଶୁଣିବାକୁ ମିଳୁଛି, ୩୬ବର୍ଷୀୟ ନିମ୍ରିତ୍‌ ଗତ ୨ବର୍ଷ ହେଲା, ରବି ଶାସ୍ତ୍ରୀଙ୍କ ସହ ରିଲେସନ୍‌ସିପ୍‌ରେ ଅଛନ୍ତି। କିନ୍ତୁ ଏହି ରିଲେସନ୍‌ସିପ୍‌ ଖବରକୁ  ଉଭୟ ଶାସ୍ତ୍ରୀ ଓ ନିମ୍ରିତ୍‌ ମିଡିଆଠାରୁ ଦୂରେଇ ରଖିଛନ୍ତି।

କେମିତି ହେଲା ଭେଟ:

୨୦୧୨ରେ ରବି ଶାସ୍ତ୍ରୀ ତାଙ୍କ ଧର୍ମପତ୍ନୀଙ୍କୁ ଛାଡପତ୍ର ଦେଇଥିଲେ। ସେତେବେଳେ ନିମ୍ରିତ୍‌ ବି ସିଙ୍ଗଲ୍‌ ଥିଲେ। ୨୦୧୫ରେ ଏକ ଜର୍ମାନ ଲଗ୍‌ଜୁରୀ କାର୍‌ ଲଞ୍ଚିଂ ବେଳେ ଏ ଦୁହିଁଙ୍କର ପରସ୍ପର ସହ ଭେଟ ହୋଇଥିଲା । ଏହି ଇଭେଣ୍ଟ୍‌ ପରଠାରୁ ଏମାନଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଆରମ୍ଭ ହୋଇଯାଇଥିଲା ବୋଲି ଶୁଣିବାକୁ ମିଳୁଛି।
ତେବେ ଏହି ରିଲେସନ୍‌ସିପ୍‌ ସମ୍ପର୍କରେ ଏପର୍ଯ୍ୟନ୍ତ ରବି ଶାସ୍ତ୍ରୀ ଅବା ନିମ୍ରିତ୍‌ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି।

ସୂଚନାଯୋଗ୍ୟ, ଭାରତ ପାଇଁ ଖେଳୁଥିବାବେଳେ ରବି ଶାସ୍ତ୍ରୀଙ୍କ ନାଁ ବଲିଉଡ୍ ଅଭିନେତ୍ରୀ ଅମ୍ରିତା ସିଂହ ଓ ପରେ ଆର୍ଜେଣ୍ଟିନୀୟ ଟେନିସ୍ ଷ୍ଟାର୍‌ ଗାବ୍ରିଏଲା ସାବାତିନିଙ୍କ ସହ ମଧ୍ୟ ଯୋଡ଼ା ଯାଇଥିଲା।

ଏବେ ରବି ଶାସ୍ତ୍ରୀ ଇଂଲଣ୍ଡରେ ନିଜ ଦଳ ସହ ଥିବା ବେଳେ ନିମ୍ରିତ୍‌ ଏକ ୱେବ୍ ସିରିଜ୍‌ର ସୁଟିଂରେ ବ୍ୟସ୍ତ ଅଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story