ସିରିଜ ବିଜୟ ପାଇଁ ଆଜି ପଡ଼ିଆକୁ ଓହ୍ଲାଇବ ଭାରତ: ରୋହିତଙ୍କ ଫର୍ମକୁ ନେଇ ଚିନ୍ତା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଖେଳାଯିବ ପଞ୍ଚମ ଦିନିକିଆ। ପୋର୍ଟ ଏଲିଜାବେଥ୍‌ରେ ଏହି ମ୍ୟାଚ ଖେଳାଯିବ। ଏହି ମ୍ୟାଚ ବିଜୟ ସହ ଦକ୍ଷିଣ ଆଫ୍ରିକା ମାଟିରେ ପ୍ରଥମ ଦିନିକିଆ ସିରିଜ ଜିତି ଇତିହାସ ରଚିବାକୁ ଚେଷ୍ଟା କରିବ ଟିମ୍ ଇଣ୍ଡିଆ। ୬ଟିକିଆ ସିରିଜରେ ଭାରତ ୩-୧ରେ ଆଗୁଆ ଅଛି। ପ୍ରଥମ ତିନି ମ୍ୟାଚକୁ ଭାରତ ଏକତରଫା ଜିତିବା ପରେ ଚତୁର୍ଥ ଦିନିକିଆରେ ପରାସ୍ତ ହୋଇଥିଲା।  ଏହି ମ୍ୟାଚରେ ଭାରତୀୟ ଦଳରେ କୌଣସି […]

26780

26780

Ordigital Desk
  • Published: Tuesday, 13 February 2018
  • Updated: 13 February 2018, 11:57 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଖେଳାଯିବ ପଞ୍ଚମ ଦିନିକିଆ। ପୋର୍ଟ ଏଲିଜାବେଥ୍‌ରେ ଏହି ମ୍ୟାଚ ଖେଳାଯିବ। ଏହି ମ୍ୟାଚ ବିଜୟ ସହ ଦକ୍ଷିଣ ଆଫ୍ରିକା ମାଟିରେ ପ୍ରଥମ ଦିନିକିଆ ସିରିଜ ଜିତି ଇତିହାସ ରଚିବାକୁ ଚେଷ୍ଟା କରିବ ଟିମ୍ ଇଣ୍ଡିଆ। ୬ଟିକିଆ ସିରିଜରେ ଭାରତ ୩-୧ରେ ଆଗୁଆ ଅଛି। ପ୍ରଥମ ତିନି ମ୍ୟାଚକୁ ଭାରତ ଏକତରଫା ଜିତିବା ପରେ ଚତୁର୍ଥ ଦିନିକିଆରେ ପରାସ୍ତ ହୋଇଥିଲା। 

ଏହି ମ୍ୟାଚରେ ଭାରତୀୟ ଦଳରେ କୌଣସି ପରିବର୍ତ୍ତନ ସମ୍ଭାବନା ନାହିଁ। ଆହତ କାରଣରୁ ଚତୁର୍ଥ ଦିନିକିଆରେ ବାଦ୍ ପଡିଥିବା ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ୍‌ କେଦାର ଯାଦବଙ୍କୁ ଦଳ ପୁଣି ଥରେ ବିଶ୍ରାମ ଦେଇପାରେ। ତାଙ୍କ ଜଙ୍ଘ ମାଂସପେଶୀରେ ଆଘାତ ଲାଗି ସେ ଚତୁର୍ଥ ଦିନିକିଆରୁ ବାଦ୍ ପଡିଥିଲେ। ତେବେ ଓପନିଂ ବ୍ୟାଟ୍ସମ୍ୟାନ୍‌ ରୋହିତ ଶର୍ମାଙ୍କୁ ନେଇ ଦଳ ଚିନ୍ତାରେ ରହିଛି। ଟେଷ୍ଟ ସିରିଜ ପରେ ଦିନିକିଆରେ ମଧ୍ୟ ଫ୍ଲପ୍ ରହିଛନ୍ତି ହିଟ୍ ମ୍ୟାନ୍ ରୋହିତ ଶର୍ମା। ଦକ୍ଷିଣ ଆଫ୍ରିକାରେ ସେ ସମସ୍ତ ମ୍ୟାଚ୍‌ରେ ଫେଲ୍‌ ହୋଇଛନ୍ତି। ଏହା ସହ ମିଡିଲ ଅର୍ଡରକୁ ନେଇ ମଧ୍ୟ ଚିନ୍ତାରେ ଭାରତୀୟ ଦଳ। ମହେନ୍ଦ୍ର ସିଂ ଧୋନୀଙ୍କ ବ୍ୟତିତ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍‌ ରନ ସଂଗ୍ରହ କରିବାରେ ବିଫଳ ହେଉଥିବାରୁ ଦଳ ମ୍ୟାନେଜମେଣ୍ଟକୁ ଚିନ୍ତାରେ ପକାଇଛି। 

ପୋର୍ଟ ଏଲିଜାବେଥ୍ ପିଚରେ ଟିମ୍ ଇଣ୍ଡିଆର ରେକର୍ଡ ବହୁତ ଖରାପ ରହିଛି। ୧୯୯୨ରୁ ଏ ପର୍ଯ୍ୟନ୍ତ ଏହି ପିଚରେ ଖେଳାଯାଇଥିବା ସମସ୍ତ ୫ଟି ଦିନିକିଆରେ ପରାଜୟର ସାମ୍ନା କରିଛି ଟିମ୍ ଇଣ୍ଡିଆ। ଏହା ସହ ଏହି ପଡିଆ ଆଉ ଏକ କାରଣ ପାଇଁ ମଧ୍ୟ ଚର୍ଚ୍ଚାରେ ରହିଛି। ୨୦୦୧ରେ ଭାରତ-ଦକ୍ଷିଣ ଆଫ୍ରିକାରେ ମଧ୍ୟରେ ଖେଳାଯାଇଥିବା ଟେଷ୍ଟ ସିରିଜରେ ଦେଖିବାକୁ ମିଳିଥିଲା କ୍ରିକେଟ୍‌ରେ ଝଡ଼। ପୋର୍ଟ ଏଲିଜାବେଥରେ ଖେଳାଯାଇଥିବା ମ୍ୟାଚରେ କ୍ରିକେଟ ଲିଜେଣ୍ଡ ସଚ୍ଚିନଙ୍କ ନାଁରେ ଆସିଥିଲା ବଲ ଟାମ୍ପରିଂ ଅଭିଯୋଗ ଏହାକୁ ନେଇ ଏକ ବଡ ଧରଣର ବିବାଦ ସୃଷ୍ଟି ହୋଇଥିଲା

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story