ହୋଲକର୍ ଷ୍ଟାଡିୟମରେ ଟିମ୍ ଇଣ୍ଡିଆ ଅପରାଜେୟ

ଇନ୍ଦୋର: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ତିନିମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚ୍ ଇନ୍ଦୋରର ହୋଲକର ଷ୍ଟାଡିୟମରେ ଖେଳାଯିବ। ମଧ୍ୟପ୍ରଦେଶ କ୍ରିକେଟ୍ ଆସୋସିଏସନ୍ (ଏମପିସିଏ)ର ୨୭ହଜାର ଦର୍ଶକଙ୍କ କ୍ଷମତା ବିଶିଷ୍ଟ ହୋଲକର ଷ୍ଟାଡିୟମରେ ୨୦୦୬ରୁ ଏପର୍ଯ୍ୟନ୍ତ ଅନ୍ତର୍ଜାତୀୟ ସ୍ତରରେ ୨ଟି ଟେଷ୍ଟ, ଗୋଟିଏ ଟି-୨୦ ଏବଂ ୫ଟି ଦିନିକିଆ ମ୍ୟାଚ୍ ଆୟୋଜିତ ହୋଇଛି। ତିନୋଟି ଯାକ ଫର୍ମାଟରେ ସମସ୍ତ ୮ଟି ଯାକ ମ୍ୟାଚରେ ଭାରତ ପ୍ରତିପକ୍ଷ ଦଳ ଉପରେ ବିଜୟ ହାସଲ କରିଛି। ଭାରତ ଓ […]

india

india

Ranjit Kumar Jena
  • Published: Monday, 06 January 2020
  • Updated: 06 January 2020, 08:19 PM IST

Sports

Latest News

ଇନ୍ଦୋର: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ତିନିମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚ୍ ଇନ୍ଦୋରର ହୋଲକର ଷ୍ଟାଡିୟମରେ ଖେଳାଯିବ। ମଧ୍ୟପ୍ରଦେଶ କ୍ରିକେଟ୍ ଆସୋସିଏସନ୍ (ଏମପିସିଏ)ର ୨୭ହଜାର ଦର୍ଶକଙ୍କ କ୍ଷମତା ବିଶିଷ୍ଟ ହୋଲକର ଷ୍ଟାଡିୟମରେ ୨୦୦୬ରୁ ଏପର୍ଯ୍ୟନ୍ତ ଅନ୍ତର୍ଜାତୀୟ ସ୍ତରରେ ୨ଟି ଟେଷ୍ଟ, ଗୋଟିଏ ଟି-୨୦ ଏବଂ ୫ଟି ଦିନିକିଆ ମ୍ୟାଚ୍ ଆୟୋଜିତ ହୋଇଛି। ତିନୋଟି ଯାକ ଫର୍ମାଟରେ ସମସ୍ତ ୮ଟି ଯାକ ମ୍ୟାଚରେ ଭାରତ ପ୍ରତିପକ୍ଷ ଦଳ ଉପରେ ବିଜୟ ହାସଲ କରିଛି।

ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ମଙ୍ଗଳବାର ଏଠାରେ ଦ୍ୱିତୀୟ ଅନ୍ତର୍ଜାତୀୟ ଟି-୨୦ ମ୍ୟାଚ୍ ଖେଳାଯିବ। ଏହି ମୁକାବିଲା ପାଇଁ ଉଭୟ ଦଳ ସୋମବାର ସନ୍ଧ୍ୟାରେ ଇନ୍ଦୋରରେ ପହଞ୍ଚିଛନ୍ତି। ତେବେ ସଂଯୋଗବଶତଃ ଏହି ମଇଦାନରେ ପ୍ରଥମ ଟି-୨୦ ମୁକାବିଲା ମଧ୍ୟ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ୨୨ ଡିସେମ୍ବର, ୨୦୧୭ରେ ଖେଳାଯାଇଥିଲା।

ଏହି ମୁକାବିଲାରେ ଆୟୋଜକ ଟିମ୍ ଶ୍ରୀଲଙ୍କା ବିପକ୍ଷରେ ୮୮ ରନରେ ବିଜୟ ଲାଭ କରିଥିଲା। ଏହି ମ୍ୟାଚରେ ରୋହିତ୍ ଶର୍ମା ମାତ୍ର ୩୫ ବଲରେ ଶତକ ମାରି ରେକର୍ଡ ସ୍ଥାପନ କରିଥିଲ। ତାଙ୍କର ଏହି ଇନିଂସ୍ ବଳରେ ଭାରତ ୨୦ ଓଭରରେ ୫ ୱିକେଟ୍ ହରାଇ ୨୬୦ ରନ୍ କରିଥିଲା। ଜବାବରେ ଶ୍ରୀଲଙ୍କା ୧୭୨ ରନରେ ଅଲଆଉଟ୍ ହୋଇଯାଇଥିଲା।

ହୋଲକର ଷ୍ଟାଡିୟମ ନିର୍ମାଣ ହେବା ପୂର୍ବରୁ ସହରରେ ଅନ୍ତର୍ଜାତୀୟ କ୍ରିକେଟ୍ ମୁକାବିଲା ନେହରୁ ଷ୍ଟାଡିୟମରେ ଖେଳାଯାଉଥିଲା। ନେହରୁ ଷ୍ଟାଡିୟମ ସହ ଭାରତ ଓ ଶ୍ରୀଲଙ୍କା କ୍ରିକେଟ୍ ଟିମର ୨୨ ବର୍ଷ ତଳର ପୁରୁଣା ସ୍ମୃତି ଯୋଡ଼ିହୋଇ ରହିଛି। ଅର୍ଜୁନ ରଣତୁଙ୍ଗାଙ୍କ ନେତୃତ୍ୱାଧୀନ ଶ୍ରୀଲଙ୍କା ଟିମ୍ ଭାରତ ବିପକ୍ଷରେ ୨୫ ଡିସେମ୍ବର, ୧୯୯୭ରେ ଆୟୋଜିତ ଦିନିକିଆ ମ୍ୟାଚ୍ ଖେଳିବା ପାଇଁ ନେହରୁ ଷ୍ଟାଡିୟମ ପହଞ୍ଚିଥିଲା। ଶ୍ରୀଲଙ୍କା ଟିମ୍ ପ୍ରଥମେ ବ୍ୟାଟିଂ କରିବାକୁ ଓହ୍ଲାଇଥିଲା। କିନ୍ତୁ ମ୍ୟାଚ୍ ଆରମ୍ଭ ହେବାର ତିନି ଓଭର୍ ପରେ ନେହରୁ ଷ୍ଟାଡିୟମର ପିଚ୍ ଖରାପ ହେବା କାରଣ ଦର୍ଶାଇ ଶ୍ରୀଲଙ୍କା ଟିମ୍ ଖେଳିବାକୁ ମନା କରିଦେଇଥିଲା। ଫଳରେ ଉକ୍ତ ମ୍ୟାଚଟି ବାତଲି ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story