ମହିଳା ଟି-୨୦ ଚ୍ୟାଲେଞ୍ଜର ଟ୍ରଫି ପାଇଁ ରାଜଧାନୀରେ ପହଞ୍ଚିଲେ ତିନି ଟିମ୍

କଟକ (ଓଡ଼ିଶା ରିପୋର୍ଟର): ଆଉ ଦିନକ ପରେ କଟକ ବାରବାଟୀ ଷ୍ଟାଡିୟମରେ ଆରମ୍ଭ ହେବ ବିସିସିଆଇ ମହିଳା ଟି-୨୦ ଚ୍ୟାଲେଞ୍ଜର ଟ୍ରଫି। ମ୍ୟାଚ ପାଇଁ ବାରବାଟୀ ଷ୍ଟାଡିୟମର ପିଚ୍ ପ୍ରସ୍ତୁତ ହୋଇସାରିଛି। ଟୁର୍ଣ୍ଣାମେଣ୍ଟରେ ଭାଗ ନେବାକୁଥିବା ତିନି ଦଳ ଯଥା ଇଣ୍ଡିଆ-ଏ, ଇଣ୍ଡିଆ-ବି ଏବଂ ଇଣ୍ଡିଆ-ସି ଦଳ ଗୁରୁବାର ଭୁବନେଶ୍ୱରରେ ପହଞ୍ଚିଛନ୍ତି। ପ୍ରଥମ ମ୍ୟାଚ୍ ୪ ତାରିଖରେ ଇଣ୍ଡିଆ-ଏ ଓ ଇଣ୍ଡିଆ-ବି ମଧ୍ୟରେ ଖେଳାଯିବ। ମ୍ୟାଚର ପୂର୍ବଦିନ ଅର୍ଥାତ୍ ଶୁକ୍ରବାର ସକାଳ ୧୦ଟାରୁ ଅପରାହ୍ଣ ଗୋଟାଏ ପର୍ଯ୍ୟନ୍ତ […]

smriti-mandhana-harmanpreet-kaur-veda-krishnamurthy

Ranjit Kumar Jena
  • Published: Thursday, 02 January 2020
  • Updated: 02 January 2020, 08:57 PM IST

Sports

Latest News

କଟକ (ଓଡ଼ିଶା ରିପୋର୍ଟର): ଆଉ ଦିନକ ପରେ କଟକ ବାରବାଟୀ ଷ୍ଟାଡିୟମରେ ଆରମ୍ଭ ହେବ ବିସିସିଆଇ ମହିଳା ଟି-୨୦ ଚ୍ୟାଲେଞ୍ଜର ଟ୍ରଫି। ମ୍ୟାଚ ପାଇଁ ବାରବାଟୀ ଷ୍ଟାଡିୟମର ପିଚ୍ ପ୍ରସ୍ତୁତ ହୋଇସାରିଛି। ଟୁର୍ଣ୍ଣାମେଣ୍ଟରେ ଭାଗ ନେବାକୁଥିବା ତିନି ଦଳ ଯଥା ଇଣ୍ଡିଆ-ଏ, ଇଣ୍ଡିଆ-ବି ଏବଂ ଇଣ୍ଡିଆ-ସି ଦଳ ଗୁରୁବାର ଭୁବନେଶ୍ୱରରେ ପହଞ୍ଚିଛନ୍ତି। ପ୍ରଥମ ମ୍ୟାଚ୍ ୪ ତାରିଖରେ ଇଣ୍ଡିଆ-ଏ ଓ ଇଣ୍ଡିଆ-ବି ମଧ୍ୟରେ ଖେଳାଯିବ। ମ୍ୟାଚର ପୂର୍ବଦିନ ଅର୍ଥାତ୍ ଶୁକ୍ରବାର ସକାଳ ୧୦ଟାରୁ ଅପରାହ୍ଣ ଗୋଟାଏ ପର୍ଯ୍ୟନ୍ତ ଏହି ଦୁଇ ଦଳ ବାରବାଟୀରେ ଅଭ୍ୟାସ କରିବେ।

ଟୁର୍ଣ୍ଣାମେଣ୍ଟରେ ପ୍ରତିଦଳ ପରସ୍ପର ବିରୋଧରେ ଦୁଇଟି ଲେଖାଏ ମ୍ୟାଚ୍ ଖେଳିବେ। ୫ ତାରିଖରେ ଦ୍ୱିତୀୟ ମ୍ୟାଚ୍ ଭାରତ-ବି ଓ ଭାରତ-ସି, ୬ରେ ତୃତୀୟ ମ୍ୟାଚ୍ ଭାରତ-ସି ଓ ଭାରତ-ଏ, ୭ରେ ଭାରତ-ବି ଓ ଭାରତ-ଏ, ୮ତାରିଖରେ ଭାରତ-ସି ଓ ଭାରତ-ବି ଏବଂ ୯ ତାରିଖରେ ଭାରତ-ଏ ଓ ଭାରତ-ସି ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ଶୀର୍ଷ ଦୁଇ ଦଳ ମଧ୍ୟରେ ଫାଇନାଲ୍ ମ୍ୟାଚ୍ ୧୦ ତାରିଖରେ ଖେଳାଯିବ। ସବୁ ମ୍ୟାଚ୍ ସକାଳ ୧୧ଟାରୁ ଆରମ୍ଭ ହେବ।

ସୂଚନାଯୋଗ୍ୟ, ଓଡ଼ିଶା ଦୁଇ ଖେଳାଳି ସୁଶ୍ରୀ ପ୍ରିୟଦର୍ଶିନୀ ଏବଂ ମାଧୁରୀ ମେହେଟ୍ଟା ଯଥାକ୍ରମେ ଭାରତ-ବି ଏବଂ ଭାରତ-ସି' ଦଳରେ ସ୍ଥାନ ପାଇଛନ୍ତି। ଭାରତ-ବି'ର ଦଳର ନେତୃତ୍ୱ ଭାର ସ୍ମୃତି ମନ୍ଧାନାଙ୍କୁ ଦିଆଯାଇଥିବା ବେଳେ ବେଦ କ୍ରିଷ୍ଣମୂର୍ତ୍ତିଙ୍କୁ ଭାରତ-ସି' ଦଳର କ୍ୟାପଟେନ୍ କରାଯାଇଛି। ହରମନପ୍ରୀତ କୌର୍ ଭାରତ-ଏ' ଦଳର ନେତୃତ୍ୱ ନେବେ।

ଭାରତ-ଏ: ହରମନପ୍ରୀତ କୌର୍ (କ୍ୟାପଟେନ୍‌), ତାନିଆ ଭାଟିଆ (ୱିକେଟକିପର), ଶିବାଲୀ ଶିନ୍ଦେ (ୱିକେଟକିପର), ଜାସିଆ ଅଖତର, ପ୍ରିୟା ପୁନିଆ, ଦୀପ୍ତି ଶର୍ମା, ଦେବିକା ବୈଦ୍ୟ, ସ୍ନେହ ରାଣା, ମନସୀ ଯୋଶୀ, ମେଘ୍ନା ସିଂହ, କୋମଲ ଝାନଝଦ୍‌, ମୀନୁ ରାନୀ, ରାଧା ଯାଦବ, ଭାରତୀ ଫୁଲମାଲି।

ଭାରତ-ବି: ସ୍ମୃତି ମନ୍ଧାନା (କ୍ୟାପଟେନ୍‌), ସୁଷମା ବର୍ମା (ୱିକେଟକିପର), ଆର କଳ୍ପନା (ୱିକେଟକିପର), ବନିତା ଭିଆର୍‌, ଜେମିମା ରୋଡ୍ରିଗ୍ସ, ଅନୁଜା ପାଟିଲ, ପୁନମ ଯାଦବ, ପୂଜା ବସ୍ତ୍ରାକର, ଶିଖା ପାଣ୍ଡେ, ରେଣୁକା ସିଂହ, ଅଞ୍ଜଳି ଶାର୍ବଣୀ, ସୁଶ୍ରୀ ଦିବ୍ୟଦର୍ଶିନୀ (ଓଡ଼ିଶା), ଟିପି କନୱର, ରିଚା ଘୋଷ।

ଭାରତ-ସି: ଦେବ କ୍ରିଷ୍ଣାମୂର୍ତ୍ତି (କ୍ୟାପଟେନ୍‌), ନୁଝତ୍ ପରୱୀନ (ୱିକେଟକିପର), ଶେଫାଳୀ ବର୍ମା (ୱିକେଟକିପର), ୟସ୍ତିକା ଭାଟିଆ, ଡି. ହେମଲତା, ହର୍ଲୀନ୍ ଦେଓଲ, ମନାଲୀ ଦକ୍ଷିଣୀ, ଜିନ୍ସି ଜର୍ଜ, ଅରୁନ୍ଧତି ରେଡ୍ଡି, ମୋନିକା ପଟେଲ, ବୃଶାଲି ଭଗତ, ରାଜେଶ୍ୱରୀ ଗାଏକ୍ୱାଡ୍‌, ତନୁଶ୍ରୀ ସରକାର, ମାଧୁରୀ ମେହେଟ୍ଟା (ଓଡ଼ିଶା)।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story