ଶୁଟିଂରେ ତେଜସ୍ୱିନୀଙ୍କୁ ଅଲିମ୍ପିକ୍ସ ଯୋଗ୍ୟତା

ଦୋହା: ପୁଣି ଜଣେ ଭାରତୀୟ ଶୁଟର ଅଲିମ୍ପିକ୍ସ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛନ୍ତି। ୧୪ତମ ଏସିଆନ ଚାମ୍ପିୟନଶିପ୍‌ର ମହିଳା ୫୦ ମିଟର ରାଇଫଲ ଇଭେଣ୍ଟର ଫାଇନାଲରେ ପ୍ରବେଶ କରି ତେଜସ୍ୱିନୀ ସାୱନ୍ତ ୨୦୨୦ ଟୋକିଓ ଟିକେଟ ହାସଲ କରିଛନ୍ତି। ସେ ୧୨ତମ ଭାରତୀୟ ଶୁଟର ଭାବେ ୨୦୨୦ ଅଲିମ୍ପିକ୍ସ ଖେଳିବାକୁ ଯୋଗ୍ୟତା ପାଇଛନ୍ତି। କ୍ୱାଲିଫାୟିଂ ରାଉଣ୍ଡରେ ୩୯ ବର୍ଷୀୟ ତେଜସ୍ୱିନୀ ମୋଟ ୧୧୭୧ ପଏଣ୍ଟ ସହ ୫ମ ସ୍ଥାନରେ ରହି ଫାଇନାଲ ଖେଳିବାକୁ ଉତ୍ତୀର୍ଣ୍ଣ ହୋଇଛନ୍ତି। ଏବେ […]

sc

Hemant Lenka
  • Published: Saturday, 09 November 2019
  • , Updated: 09 November 2019, 05:26 PM IST

ଦୋହା: ପୁଣି ଜଣେ ଭାରତୀୟ ଶୁଟର ଅଲିମ୍ପିକ୍ସ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛନ୍ତି। ୧୪ତମ ଏସିଆନ ଚାମ୍ପିୟନଶିପ୍‌ର ମହିଳା ୫୦ ମିଟର ରାଇଫଲ ଇଭେଣ୍ଟର ଫାଇନାଲରେ ପ୍ରବେଶ କରି ତେଜସ୍ୱିନୀ ସାୱନ୍ତ ୨୦୨୦ ଟୋକିଓ ଟିକେଟ ହାସଲ କରିଛନ୍ତି।

ସେ ୧୨ତମ ଭାରତୀୟ ଶୁଟର ଭାବେ ୨୦୨୦ ଅଲିମ୍ପିକ୍ସ ଖେଳିବାକୁ ଯୋଗ୍ୟତା ପାଇଛନ୍ତି। କ୍ୱାଲିଫାୟିଂ ରାଉଣ୍ଡରେ ୩୯ ବର୍ଷୀୟ ତେଜସ୍ୱିନୀ ମୋଟ ୧୧୭୧ ପଏଣ୍ଟ ସହ ୫ମ ସ୍ଥାନରେ ରହି ଫାଇନାଲ ଖେଳିବାକୁ ଉତ୍ତୀର୍ଣ୍ଣ ହୋଇଛନ୍ତି।

ଏବେ ସେ ଏସିଆନ ଗେମ୍ସରେ ସ୍ୱର୍ଣ୍ଣ ପଦକ ପାଇଁ ଲଢ଼େଇ କରିବେ। ୨୦୧୦ରେ ତେଜସ୍ୱନୀ ୫୦ ମିଟର ରାଇଫଲ ଇଭେଣ୍ଟରେ ବିଶ୍ୱ ବିଜେତା ହୋଇଥିଲେ।

Related story