ଟି-୨୦ରେ ବିଶ୍ୱରେକର୍ଡ କଲା ଥାଇଲ୍ୟାଣ୍ଡ୍ ମହିଳା କ୍ରିକେଟ୍ ଟିମ୍

ନୂଆଦିଲ୍ଲୀ: ଥାଇଲ୍ୟାଣ୍ଡ୍ ମହିଳା ଟିମ୍ ଲଗାତାର ୧୭ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଜିତି ନୂଆ ବିଶ୍ୱ ରେକର୍ଡ ସ୍ଥାପନ କରିଛି। ନେଦରଲ୍ୟାଣ୍ଡରେ ଚାଲିଥିବା ଚତୁଃରାଷ୍ଟ୍ରୀୟ ସିରିଜର ପଞ୍ଚମ ମ୍ୟାଚରେ ଥାଇଲ୍ୟାଣ୍ଡ୍ ଆୟୋଜକ ଟିମ୍ ବିପକ୍ଷ ମୁକାବିଲା ଜିତି ଏହି ବିଶେଷ ସଫଳତାର ଅଧିକାରୀ ହୋଇଛି। ଏହି ମ୍ୟାଚରେ ନେଦରଲ୍ୟାଣ୍ଡ୍ ଟିମ୍ ପ୍ରଥମେ ବ୍ୟାଟିଂ କରି ମାତ୍ର ୫୪ ରନ୍ କରିଥିଲା। Most consecutive wins in all of T20I cricket: THAILAND WOMEN: 17 👏 […]

thailand

thailand

Ranjit Kumar Jena
  • Published: Sunday, 11 August 2019
  • Updated: 11 August 2019, 07:51 PM IST

Sports

Latest News

ନୂଆଦିଲ୍ଲୀ: ଥାଇଲ୍ୟାଣ୍ଡ୍ ମହିଳା ଟିମ୍ ଲଗାତାର ୧୭ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଜିତି ନୂଆ ବିଶ୍ୱ ରେକର୍ଡ ସ୍ଥାପନ କରିଛି। ନେଦରଲ୍ୟାଣ୍ଡରେ ଚାଲିଥିବା ଚତୁଃରାଷ୍ଟ୍ରୀୟ ସିରିଜର ପଞ୍ଚମ ମ୍ୟାଚରେ ଥାଇଲ୍ୟାଣ୍ଡ୍ ଆୟୋଜକ ଟିମ୍ ବିପକ୍ଷ ମୁକାବିଲା ଜିତି ଏହି ବିଶେଷ ସଫଳତାର ଅଧିକାରୀ ହୋଇଛି। ଏହି ମ୍ୟାଚରେ ନେଦରଲ୍ୟାଣ୍ଡ୍ ଟିମ୍ ପ୍ରଥମେ ବ୍ୟାଟିଂ କରି ମାତ୍ର ୫୪ ରନ୍ କରିଥିଲା।

ଜବାବରେ ଥାଇଲ୍ୟାଣ୍ଡ୍ କେବଳ ୮ ଓଭରରେ ଏହି ଲକ୍ଷ୍ୟ ହାସଲ କରିନେଇଥିଲା। ଏହି ସିରିଜରେ ଅନ୍ୟ ଦୁଇ ଟିମ୍ ହେଲେ ଆୟର୍ଲ୍ୟାଣ୍ଡ୍ ଓ ସ୍କଟଲ୍ୟାଣ୍ଡ। ଆଇସିସି ରିପୋର୍ଟ ଅନୁଯାୟୀ, ଥାଇଲ୍ୟାଣ୍ଡ୍ ଅଷ୍ଟ୍ରେଲିଆ ମହିଳା ଟିମର ରେକର୍ଡ ଭାଙ୍ଗିଛି। ଅଷ୍ଟ୍ରେଲିଆ ମାର୍ଚ୍ଚ, ୨୦୧୪ରୁ ଅଗଷ୍ଟ, ୨୦୧୫ ପର୍ଯ୍ୟନ୍ତ ଲଗାତାର ୧୭ ଟି-୨୦ ମ୍ୟାଚ୍ ଜିତିଥିଲା।

ଏହି ଫର୍ମାଟରେ ଅନ୍ୟ ତିନି ଟିମ୍ ମଧ୍ୟ ଲଗାତାର ୧୦ରୁ ଅଧିକ ମ୍ୟାଚ୍ ଜିତିଛନ୍ତି। ଏଥିରେ ଇଂଲଣ୍ଡ (୧୪ ମ୍ୟାଚ୍), ଜିମ୍ବାୱେ (୧୪) ଓ ନ୍ୟୁଜିଲ୍ୟାଣ୍ଡ୍ (୧୨) ସାମିଲ୍ ଅଛନ୍ତି । ଥାଇଲ୍ୟାଣ୍ଡ୍ ତା'ର ବିଜୟ ଅଭିଯାନ ଜୁଲାଇ, ୨୦୧୮ରୁ ଆରମ୍ଭ କରିଥିଲା। ଏହା ମଧ୍ୟରେ ଥାଇଲ୍ୟାଣ୍ଡ୍ ୟୁଏଇକୁ ସର୍ବାଧିକ ତିନିଥର ପରାସ୍ତ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story