ଚାଇନା ଓପନ୍‌: ତୃତୀୟ ରାଉଣ୍ଡରେ କୋଣ୍ଟା

ସିଙ୍ଗାପୁର: ବ୍ରିଟିସ୍‌ ଟେନିସ୍‌ ଖେଳାଳି ଜୋହାନ୍‌ କୋଣ୍ଟା ଚାଇନା ଓପନ୍‌ ଟେନିସ୍‌ ଟୁର୍ଣ୍ଣାମେଣ୍ଟର ତୃତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ସେ ହଙ୍ଗେରୀର ଟିମେୟା ବାବୋସ୍‌ଙ୍କୁ ୭-୫, ୬-୨ ସେଟ୍‌ରେ ପରାସ୍ତ କରିଛନ୍ତି। ପରବର୍ତ୍ତି ରାଉଣ୍ଡରେ କୋଣ୍ଟା ଚେକ୍‌ ରିପବ୍ଲିକର କାରୋଲିନା ପିସ୍‌କୋଭାଙ୍କୁ ଭେଟିବେ। ୫ମ ସିଡ ପିସ୍‌କୋଭା ରୁଷିଆର ଡାରିଆ କାସାଟ୍‌କିନାଙ୍କୁ ୩-୬, ୭-୫, ୭-୬ (୯-୭) ସେଟ୍‌ରେ ପରାସ୍ତ କରିଛନ୍ତି। ବର୍ତ୍ତମାନ କୋଣ୍ଟା ବିଶ୍ୱ ମାନ୍ୟତାରେ ୧୪ ତମ ସ୍ଥାନରେ ରହିଛନ୍ତି। ଚାଇନା ଓପନ୍‌ରେ ସେ […]

konta

Rakesh Mallick
  • Published: Wednesday, 05 October 2016
  • , Updated: 05 October 2016, 07:32 PM IST

ସିଙ୍ଗାପୁର: ବ୍ରିଟିସ୍‌ ଟେନିସ୍‌ ଖେଳାଳି ଜୋହାନ୍‌ କୋଣ୍ଟା ଚାଇନା ଓପନ୍‌ ଟେନିସ୍‌ ଟୁର୍ଣ୍ଣାମେଣ୍ଟର ତୃତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ସେ ହଙ୍ଗେରୀର ଟିମେୟା ବାବୋସ୍‌ଙ୍କୁ ୭-୫, ୬-୨ ସେଟ୍‌ରେ ପରାସ୍ତ କରିଛନ୍ତି। ପରବର୍ତ୍ତି ରାଉଣ୍ଡରେ କୋଣ୍ଟା ଚେକ୍‌ ରିପବ୍ଲିକର କାରୋଲିନା ପିସ୍‌କୋଭାଙ୍କୁ ଭେଟିବେ।

୫ମ ସିଡ ପିସ୍‌କୋଭା ରୁଷିଆର ଡାରିଆ କାସାଟ୍‌କିନାଙ୍କୁ ୩-୬, ୭-୫, ୭-୬ (୯-୭) ସେଟ୍‌ରେ ପରାସ୍ତ କରିଛନ୍ତି।

ବର୍ତ୍ତମାନ କୋଣ୍ଟା ବିଶ୍ୱ ମାନ୍ୟତାରେ ୧୪ ତମ ସ୍ଥାନରେ ରହିଛନ୍ତି। ଚାଇନା ଓପନ୍‌ରେ ସେ ଆଗକୁ ବଢିଲେ ପ୍ରଥମ ଥର ପାଇଁ ତାଲିକାର ଶ୍ରେଷ୍ଟ ୧୦ ଜଣଙ୍କ ମଧ୍ୟରେ ସ୍ଥାନ ପାଇବେ।

Related story