ଏବେ ଫ୍ରଣ୍ଟ୍ ଫୁଟ୍ ନୋ' ବଲ୍ ନିଷ୍ପତ୍ତି ନେବେ ଥାର୍ଡ ଅମ୍ପାୟାର

ଦୁବାଇ: ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଶୁକ୍ରବାରଠାରୁ ଆରମ୍ଭ ହେବାକୁଥିବା ସିରିଜରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିବ। ଉଭୟ ଟିମ୍ ମଧ୍ୟରେ ଟି-୨୦ ସିରିଜ୍ ଏବଂ ଦିନିକିଆ ସିରିଜରେ ଫ୍ରଣ୍ଟ୍ ଫୁଟ୍ ନୋ’ ବଲର ନିଷ୍ପତ୍ତି ଫିଲ୍ଡ ଅମ୍ପାୟାର ବଦଳରେ ଥାର୍ଡ ଅମ୍ପାୟାର ନେବେ। ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ଗୁରୁବାର ଏହି ଘୋଷଣା କରିଛି। ତେବେ ଏହି ନିୟମକୁ ବର୍ତ୍ତମାନ ଟ୍ରାଏଲ୍ ଭାବେ ଲାଗୁ କରାଯିବ। ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ତିନିମ୍ୟାଚ୍ ବିଶିଷ୍ଟ […]

no-ball

no-ball

Ranjit Kumar Jena
  • Published: Thursday, 05 December 2019
  • Updated: 05 December 2019, 07:53 PM IST

Sports

Latest News

ଦୁବାଇ: ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଶୁକ୍ରବାରଠାରୁ ଆରମ୍ଭ ହେବାକୁଥିବା ସିରିଜରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିବ। ଉଭୟ ଟିମ୍ ମଧ୍ୟରେ ଟି-୨୦ ସିରିଜ୍ ଏବଂ ଦିନିକିଆ ସିରିଜରେ ଫ୍ରଣ୍ଟ୍ ଫୁଟ୍ ନୋ' ବଲର ନିଷ୍ପତ୍ତି ଫିଲ୍ଡ ଅମ୍ପାୟାର ବଦଳରେ ଥାର୍ଡ ଅମ୍ପାୟାର ନେବେ। ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ଗୁରୁବାର ଏହି ଘୋଷଣା କରିଛି। ତେବେ ଏହି ନିୟମକୁ ବର୍ତ୍ତମାନ ଟ୍ରାଏଲ୍ ଭାବେ ଲାଗୁ କରାଯିବ।

ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ତିନିମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚ୍ ଶୁକ୍ରବାର ହାଇଦ୍ରାବାଦରେ ଖେଳାଯିବ। ଆଇସିସି ପକ୍ଷରୁ କୁହାଯାଇଛି ଯେ, ପୂରା ଟ୍ରାଏଲ୍ ମଧ୍ୟରେ ଥାର୍ଡ ଅମ୍ପାୟାର ବୋଲରଙ୍କ ପ୍ରତି ବଲ ଉପରେ ନଜର ରଖିବେ ଏବଂ ଫ୍ରଣ୍ଟ ଫୁଟର ଉଲ୍ଲଙ୍ଘନ ହୋଇଛି କି ନାହିଁ, ତାହା ତାଙ୍କ ଉପରେ ଦାୟିତ୍ୱ ରହିବ। ଯଦି ଫ୍ରଣ୍ଟ୍ ଫୁଟରେ କୌଣସି ଉଲ୍ଲଙ୍ଘନ ହୋଇଥିବ, ତାହେଲେ ଥାର୍ଡ ଅମ୍ପାୟାର ଅନ-ଫିଲ୍ଡ ଅମ୍ପାୟାର୍ ସହ କଥା ହେବେ, ଯାହା ପରେ ଏହାକୁ ନୋ' ବଲ୍ ଦିଆଯିବ।

ଏହାଛଡ଼ା କୌଣସି ବେନିଫିଟ୍ ଅଫ୍ ଡାଉଟ୍ ଥିଲେ, ତାହେଲେ ଏହା ବୋଲରଙ୍କ ସପକ୍ଷରେ ଯିବ। ଯଦି ନିଷ୍ପତ୍ତି ଆସିବାରେ ବିଳମ୍ବ ହୁଏ, ତାହେଲେ ଫିଲ୍ଡ ଅମ୍ପାୟାର ଆଉଟ୍ ନିଷ୍ପତ୍ତି ବଦଳାଇବେ ଏବଂ ଏହାକୁ ନୋ' ବଲ୍ ଦେବେ। ବାକି ସବୁ ନିଷ୍ପତ୍ତି ପାଇଁ ପୂର୍ବଭଳି ଫିଲ୍ଡ ଅମ୍ପାୟାର ଦାୟୀ ରହିବେ। ବର୍ତ୍ତମାନ ଏହି ଟ୍ରାଏଲକୁ ନୋ' ବଲର ସଠିକତା ଯାଞ୍ଚ କରିବା ପାଇଁ ବ୍ୟବହୃତ କରାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story