ବାରବାଟୀ ଦିନିକିଆ ଆଉ ୧୨ ଦିନ: ଟିକେଟ୍ ପାଇଁ ପରିଚୟପତ୍ର ବାଧ୍ୟତାମୂଳକ

କଟକ (ଓଡ଼ିଶା ରିପୋର୍ଟର): ବାରବାଟୀରେ ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯିବାକୁଥିବା ଅନ୍ତର୍ଜାତୀୟ ଦିନିକିଆ ଯେତେ ପାଖେଇ ଆସୁଛି, ପ୍ରଶଂସକଙ୍କ ଭିତରେ ସେତେ ଉତ୍ସାହ ଦେଖିବାକୁ ମିଳିଛି। ବାରବାଟୀ ମ୍ୟାଚ୍ ପାଇଁ ଷ୍ଟାଡିୟମରେ ପ୍ରସ୍ତୁତିପର୍ବ ଯୁଦ୍ଧକାଳୀନ ସ୍ଥିତିରେ ଚାଲିଛି। ପ୍ରାୟ ଅଢ଼େଇ ବର୍ଷ ପରେ ବାରବାଟୀକୁ ଦିନିକିଆ ମ୍ୟାଚ୍ ଫେରୁଥିବାରୁ ଏହାକୁ ସଫଳତାପୂର୍ବକ ସମ୍ପନ୍ନ କରିବା ପାଇଁ ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ (ଓସିଏ) ପକ୍ଷରୁ ଯଥାସମ୍ଭବ ପ୍ରୟାସ କରାଯାଉଛି। ଏ ନେଇ ଓସିଏର ନବନିର୍ବାଚିତ ସମ୍ପାଦକ ସଞ୍ଜୟ […]

barabati

barabati

Ranjit Kumar Jena
  • Published: Monday, 09 December 2019
  • Updated: 09 December 2019, 09:19 PM IST

Sports

Latest News

କଟକ (ଓଡ଼ିଶା ରିପୋର୍ଟର): ବାରବାଟୀରେ ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯିବାକୁଥିବା ଅନ୍ତର୍ଜାତୀୟ ଦିନିକିଆ ଯେତେ ପାଖେଇ ଆସୁଛି, ପ୍ରଶଂସକଙ୍କ ଭିତରେ ସେତେ ଉତ୍ସାହ ଦେଖିବାକୁ ମିଳିଛି। ବାରବାଟୀ ମ୍ୟାଚ୍ ପାଇଁ ଷ୍ଟାଡିୟମରେ ପ୍ରସ୍ତୁତିପର୍ବ ଯୁଦ୍ଧକାଳୀନ ସ୍ଥିତିରେ ଚାଲିଛି। ପ୍ରାୟ ଅଢ଼େଇ ବର୍ଷ ପରେ ବାରବାଟୀକୁ ଦିନିକିଆ ମ୍ୟାଚ୍ ଫେରୁଥିବାରୁ ଏହାକୁ ସଫଳତାପୂର୍ବକ ସମ୍ପନ୍ନ କରିବା ପାଇଁ ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ (ଓସିଏ) ପକ୍ଷରୁ ଯଥାସମ୍ଭବ ପ୍ରୟାସ କରାଯାଉଛି। ଏ ନେଇ ଓସିଏର ନବନିର୍ବାଚିତ ସମ୍ପାଦକ ସଞ୍ଜୟ ବେହେରା ଆଜି ବିସ୍ତୃତ ସୂଚନା ଦେଇଛନ୍ତି।

ଦର୍ଶକଙ୍କ ପାଇଁ ଫ୍ୟାନ୍ ଜୋନ୍‌: ଦର୍ଶକଙ୍କୁ ଆକୃଷ୍ଟ କରିବା ପାଇଁ ଓସିଏ ପକ୍ଷରୁ ଅନେକ ଗୁଡ଼ିଏ ପଦକ୍ଷେପ ନିଆଯାଇଛି। ବିଶେଷକରି ଏଥର ଦର୍ଶକଙ୍କ ପାଇଁ 'ଫ୍ୟାନ୍ ଜୋନ୍‌'ର ବନ୍ଦୋବସ୍ତ କରାଯାଇଛି। ଯେଉଁ ଦର୍ଶକମାନେ ଷ୍ଟାଡିୟମରେ ବସି ମ୍ୟାଚ୍ ଦେଖିବାରୁ ବଞ୍ଚିତ ହେବେ, ସେମାନେ ବାହାରେ ବଡ଼ ସ୍କ୍ରିନ୍ ଦ୍ୱାରା ଏହାର ଭରପୂର ମଜା ଉଠାଇ ପାରିବେ। ଏହା କେବଳ ଷ୍ଟାଡିୟମ ବାହାରେ ନୁହେଁ, ବରଂ ସହରର ଅନ୍ୟ କିଛି ସ୍ଥାନରେ ଏହି ଏଲଇଡି ସ୍କ୍ରିନ୍ ଲାଗିବ। ଏହା ଦ୍ୱାରା ଶହଶହ ଦର୍ଶକ ମ୍ୟାଚ୍ ଦେଖିପାରିବେ।

ଟିକେଟ୍ ପାଇଁ ପରିଚୟପତ୍ର: ଏହି ବହୁପ୍ରତୀକ୍ଷିତ ମ୍ୟାଚ୍ ପାଇଁ କାଉଣ୍ଟରରେ ଟିକେଟ୍ କିଣିବାକୁ ଚାହୁଁଥିବା ଦର୍ଶକ ନିଜର ପରିଚୟପତ୍ର ଦେଖାଇବେ। ସେମାନେ ନିଜର ପରିଚୟପତ୍ର ଦେଖାଇ କାଉଣ୍ଟରରୁ ଟିକେଟ୍ ନେଇପାରିବେ। ତେବେ ପ୍ରତି ବ୍ୟକ୍ତି ଦୁଇରୁ ଅଧିକ ଟିକେଟ୍ ନେଇପାରିବେ ନାହିଁ ବୋଲି ଓସିଏ ପକ୍ଷରୁ କୁହାଯାଇଛି। ତେବେ ଏହି ପରିଚୟପତ୍ର ସହ ଦର୍ଶକଙ୍କୁ ନିଜର ଫୋନ୍ ନମ୍ବର ମଧ୍ୟ ଦେବାକୁ ପଡ଼ିବ।

କାଉଣ୍ଟର୍ ପାଇଁ ୧୦,୦୫୦ ଟିକେଟ୍‌: ବାରବାଟୀ ଦିନିକିଆ ପାଇଁ ୧୬ ଓ ୧୭ ତାରିଖରେ ଅଫିସ୍ ବିୟରର୍ସ, କାଉନସିଲ୍ ସଦସ୍ୟ, ଆଫିଲିଟେଡ୍ ୟୁନିଟ୍ସ, ଆସୋସିଏଟ୍ସ ସଦସ୍ୟ ଓ ବିସିସିଆଇ ଆଫିଲିଟେଡ୍ ୟୁନିଟ୍ ଏବଂ ସ୍ପନସରଙ୍କୁ ଓସିଏ କନଫରେନ୍ସ ହଲରେ ଟିକେଟ୍ ମିଳିବ। ଏହା ପରେ ସାଧାରଣ ଦର୍ଶକଙ୍କ ପାଇଁ ୧୯ ତାରିଖରୁ କାଉଣ୍ଟରରେ ଟିକେଟ୍ ମିଳିବ। ଟିକେଟ୍ କାଉଣ୍ଟର ସକାଳ ୯ଟାରୁ ସନ୍ଧ୍ୟା ୫ଟା ଯାଏ ଖୋଲିବ। ପ୍ରତି ଟିକେଟ୍ କାଉଣ୍ଟର ଉପରେ ସିସିଟିଭି ନଜର୍ ରଖିବ। ତେବେ ଏଥର ଟିକେଟ୍ ନେବାରେ ଦର୍ଶକଙ୍କୁ ଯେପରି କୌଣସି ସମସ୍ୟା ନହୁଏ, ସେଥିପାଇଁ ଓସିଏ ପଦକ୍ଷେପ ଉଠାଇଛି। ଏକାଥରକେ କାଉଣ୍ଟର ନିକଟକୁ ୧୦ଜଣ ଲେଖାଏ ଛଡ଼ାଯିବ। ସେହିପରି ପ୍ରଥମଥର ମହିଳାଙ୍କ ଲାଗି ଅଲଗା କାଉଣ୍ଟରର ବ୍ୟବସ୍ଥା କରାଯିବା ନେଇ ଓସିଏ ଚିନ୍ତା କରୁଛି। ବାତ୍ୟା ଯୋଗୁ ଷ୍ଟାଡିୟମର ୭ ନମ୍ବର ଗ୍ୟାଲେରୀ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବାରୁ ଏହା ମ୍ୟାଚ୍ ପାଇଁ ଖୋଲା ହେବ ନାହିଁ। ଏହି ଗ୍ୟାଲେରୀ ବନ୍ଦ ରହିବା ଦ୍ୱାରା ୫ହଜାର ସିଟ୍ ସଂଖ୍ୟା କମି ଯାଇଛି, ଯାହା ଫଳରେ ଏଥର ଦର୍ଶକଙ୍କ କ୍ଷମତା ମୋଟ ୩୮,୮୬୨କୁ ଖସି ଆସିଛି। ସେଥିରୁ ମୋଟ ୨୭,୧୪୬ ଟିକେଟ୍ ପ୍ରିଣ୍ଟ୍ ହେବ। ସାଧାରଣ ଦର୍ଶକଙ୍କ ପାଇଁ ମୋଟ ୧୮,୨୦୦ (୧୦,୦୫୦ କାଉଣ୍ଟର ଏବଂ ୮୧୫୦ ଅନଲାଇନ୍‌) ଉପଲବ୍ଧ ହେବ। ଏହାବାଦ୍ ୮୯୪୬ ଟିକେଟ୍ ବିସିସିଆଇ ଓ ଓସିଏ ଆଫିଲିଟେଡକୁ ଦିଆଯିବ।

ଗ୍ୟାଲେରୀରେ ଟଏଲେଟ୍ ବ୍ୟବସ୍ଥା: ଯେହେତୁ ଏଠାରେ ଦିନିକିଆ ମ୍ୟାଚ୍ ଆୟୋଜିତ ହେବ, ତେଣୁ ସାଧାରଣ ଦର୍ଶକ ଷ୍ଟାଡିୟମରେ ପ୍ରାୟ ୭ରୁ ୮ ଘଣ୍ଟା ଧରି ରହିବେ। ତେଣୁ ଦର୍ଶକଙ୍କ ସୁବିଧା ଲାଗି ଏଥର ଗ୍ୟାଲେରୀରେ ଟଏଲେଟ୍ ବ୍ୟବସ୍ଥା କରାଯାଇଛି। ଏହାଛଡ଼ା ଗ୍ୟାଲେରୀ ଭିତରେ ଖାଦ୍ୟପାନୀୟର ମଧ୍ୟ ସୁବ୍ୟବସ୍ଥା କରାଯିବ। ପୂର୍ବ ମ୍ୟାଚ୍ ଗୁଡ଼ିକରେ ଗ୍ୟାଲେରୀରେ ଖାଦ୍ୟ ଦର ଅତ୍ୟଧିକ ହୋଇଥିବାରୁ ସାଧାରଣ ଦର୍ଶକ ଏହାର ଅଭିଯୋଗ କରିଥିଲେ। କିନ୍ତୁ ଏଥର ଗ୍ୟାଲେରୀରେ ଦର୍ଶକ ନ୍ୟୂନତମ ମୂଲ୍ୟରେ ଯେପରି ଖାଦ୍ୟ ସାମଗ୍ରୀ ପାଇବେ, ସେଥିପ୍ରତି ବିଶେଷ ଧ୍ୟାନ ଦିଆଯାଇଛି। ଗ୍ୟାଲେରୀରେ ଯେଉଁ ଭେଣ୍ଡର ଗୁଡ଼ିକ ରହିବେ, ସେମାନଙ୍କଠାରୁ ଖାଦ୍ୟର ଉଚିତ୍ ମୂଲ୍ୟର ତଦାରଖ କରିବେ ସିପି। ତେଣୁ ଚଳିତ ଥର ଦର୍ଶକଙ୍କ ସୁବିଧାକୁ ଓସିଏର ମୂଳ ପ୍ରାଥମିକତା ବୋଲି ସମ୍ପାଦକ ସଞ୍ଜୟ ବେହେରା କହିଛନ୍ତି।

୧୯ରେ ଆସିବେ ଉଭୟ ଦଳ: ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଦ୍ୱିତୀୟ ଦିନିକିଆ ବିଶାଖାପଟ୍ଟନମରେ ଖେଳାଯିବ। ଏହାର ପରଦିନ ଅର୍ଥାତ୍ ୧୯ ତାରିଖରେ ଉଭୟ ଦଳ ଭୁବନେଶ୍ୱରରେ ଅପରାହ୍ଣରେ ପହଞ୍ଚିବେ। ରାଜଧାନୀରେ ପହଞ୍ଚିବା ପରେ ଉଭୟ ଦଳ କଡ଼ା ସୁରକ୍ଷାବଳୟ ମଧ୍ୟରେ ହୋଟେଲକୁ ଯିବେ। ସେହିଦିନ ଉଭୟ ଦଳ ହୋଟେଲରେ ବିଶ୍ରାମ କରିବେ। ଏହା ପରେ ଉଭୟ ଦଳ ୨୦ ଓ ୨୧ ତାରିଖରେ ପର୍ଯ୍ୟାୟକ୍ରମେ ବାରବାଟୀ ଷ୍ଟାଡିୟମକୁ ଅଭ୍ୟାସ କରିବେ। ୨୦ ଓ ୨୧ ତାରିଖରେ ଭାରତ ଅପରାହ୍ଣ ୨ଟାରୁ ୫ଟା ପର୍ଯ୍ୟନ୍ତ ଅଭ୍ୟାସ କରିବ। ସେହିପରି ଇଣ୍ଡିଜ୍ ଦଳ ଉଭୟ ଦିନ ସକାଳ ୯ଟାରୁ ଅପରାହ୍ଣ ୧୨ ପର୍ଯ୍ୟନ୍ତ ଅଭ୍ୟାସ କରିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story