ଆଜି ଭାରତ-ଶ୍ରୀଲଙ୍କା ମ୍ୟାଚ୍‌

କଲୋମ୍ବୋ; ତ୍ରିରାଷ୍ଟ୍ରୀୟ ଟି-୨୦ ସିରିଜରେ ଆଜି ଆୟୋଜକ ଶ୍ରୀଲଙ୍କାକୁ ଭେଟିବ ଭାରତ।  ପ୍ରଥମ ମ୍ୟାଚରେ ଭାରତ ଶ୍ରୀଲଙ୍କାଠୁ ପରାସ୍ତ ହୋଇଥିଲା। ଆଜିର ମ୍ୟାଚ ପୂର୍ବରୁ ଶ୍ରୀଲଙ୍କାକୁ ବଡ ଝଟକା ଲାଗିଛି। ଶ୍ରୀଲଙ୍କା କ୍ୟାପଟେନ ଦୀନେଶ ଚଣ୍ଡିମଲ ପରବର୍ତ୍ତୀ ୨ ମ୍ୟାଚ ପାଇଁ ନିଲମ୍ବିତ ହୋଇଛନ୍ତି। ବାଂଲାଦେଶ ବିରୋଧରେ ଖେଳାଯାଇଥିବା ମ୍ୟାଚରେ ସ୍ଲୋ ଓଭର ରେଟ୍ ଯୋଗୁଁ ଚଣ୍ଡିମଲକୁ ନିଲମ୍ବିତ କରିଛି। ତାଙ୍କର ୨୦ ପ୍ରତିଶତ ମ୍ୟାଚ ଫିସ୍ କାଟାଯିବା ସହ ୨ଟି ମ୍ୟାଚ୍‌ରୁ ନିଲମ୍ବନ କରାଯାଇଛି।

india

Rakesh Mallick
  • Published: Monday, 12 March 2018
  • , Updated: 12 March 2018, 09:49 AM IST

କଲୋମ୍ବୋ; ତ୍ରିରାଷ୍ଟ୍ରୀୟ ଟି-୨୦ ସିରିଜରେ ଆଜି ଆୟୋଜକ ଶ୍ରୀଲଙ୍କାକୁ ଭେଟିବ ଭାରତ।  ପ୍ରଥମ ମ୍ୟାଚରେ ଭାରତ ଶ୍ରୀଲଙ୍କାଠୁ ପରାସ୍ତ ହୋଇଥିଲା।

ଆଜିର ମ୍ୟାଚ ପୂର୍ବରୁ ଶ୍ରୀଲଙ୍କାକୁ ବଡ ଝଟକା ଲାଗିଛି। ଶ୍ରୀଲଙ୍କା କ୍ୟାପଟେନ ଦୀନେଶ ଚଣ୍ଡିମଲ ପରବର୍ତ୍ତୀ ୨ ମ୍ୟାଚ ପାଇଁ ନିଲମ୍ବିତ ହୋଇଛନ୍ତି। ବାଂଲାଦେଶ ବିରୋଧରେ ଖେଳାଯାଇଥିବା ମ୍ୟାଚରେ ସ୍ଲୋ ଓଭର ରେଟ୍ ଯୋଗୁଁ ଚଣ୍ଡିମଲକୁ ନିଲମ୍ବିତ କରିଛି। ତାଙ୍କର ୨୦ ପ୍ରତିଶତ ମ୍ୟାଚ ଫିସ୍ କାଟାଯିବା ସହ ୨ଟି ମ୍ୟାଚ୍‌ରୁ ନିଲମ୍ବନ କରାଯାଇଛି।

Related story