୨୦୨୦ ଅଲିମ୍ପିକ୍‌ ପାଇଁ ଟୋକିଓରେ ପହଞ୍ଚିଲା ପତାକା

ଟୋକିଓ: ୨୦୨୦ ଅଲିମ୍ପିକ୍‌ ପାଇଁ ଜାପାନର ରାଜଧାନୀ ଟୋକିଓ ପ୍ରସ୍ତୁତି ଆରମ୍ଭ କରି ଦେଇଥିବା ବେଳେ ଆଜି ବ୍ରାଜିଲର ରିଓ ଡି ଜେନେରିଓରୁ ସେଠାରେ ପହଞ୍ଚି ଅଲିମ୍ପିକ୍‌ ପତାକା। ଟୋକିଓର ଗଭର୍ଣ୍ଣର ୟୁରିକୋ କୋଇକେ ବ୍ରାଜିଲରୁ ପାତାକା ଆଣି ଟୋକିଓରେ ପହଞ୍ଚିଛନ୍ତି। ସେ କହିଛନ୍ତି, “ମୋ କାନ୍ଧରେ ବହୁତ ବଡ ଦାୟିତ୍ୱ ରହିଥିବାରୁ ଗର୍ବ ଅନୁଭବ କରୁଛି। ୫୦ ବର୍ଷ ପରେ ଅଲିମ୍ପିକ୍‌ ପତାକା ଜାପାନକୁ ଫେରିଥିବାରୁ ଆମେ ଗର୍ବିତ।”

tokyo

Rakesh Mallick
  • Published: Wednesday, 24 August 2016
  • , Updated: 24 August 2016, 06:01 PM IST

ଟୋକିଓ: ୨୦୨୦ ଅଲିମ୍ପିକ୍‌ ପାଇଁ ଜାପାନର ରାଜଧାନୀ ଟୋକିଓ ପ୍ରସ୍ତୁତି ଆରମ୍ଭ କରି ଦେଇଥିବା ବେଳେ ଆଜି ବ୍ରାଜିଲର ରିଓ ଡି ଜେନେରିଓରୁ ସେଠାରେ ପହଞ୍ଚି ଅଲିମ୍ପିକ୍‌ ପତାକା। ଟୋକିଓର ଗଭର୍ଣ୍ଣର ୟୁରିକୋ କୋଇକେ ବ୍ରାଜିଲରୁ ପାତାକା ଆଣି ଟୋକିଓରେ ପହଞ୍ଚିଛନ୍ତି।

ସେ କହିଛନ୍ତି, “ମୋ କାନ୍ଧରେ ବହୁତ ବଡ ଦାୟିତ୍ୱ ରହିଥିବାରୁ ଗର୍ବ ଅନୁଭବ କରୁଛି। ୫୦ ବର୍ଷ ପରେ ଅଲିମ୍ପିକ୍‌ ପତାକା ଜାପାନକୁ ଫେରିଥିବାରୁ ଆମେ ଗର୍ବିତ।”

Related story