ଏହି ଭାରତୀୟ ବୋଲରଙ୍କୁ ପଛରେ ପକାଇ ଷ୍ଟେନ୍‌ ରଚିଲେ ଇତିହାସ:ଟପ-୩ରେ ଅଛନ୍ତି ଆଉ ଜଣେ ଇଣ୍ଡିଆନ୍‌

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟ କେପ୍‌ଟାଉନ୍‌ ଠାରେ ଖେଳାଯାଉଛି। ଭାରତର ପ୍ରଥମ ଇଂନିସରେ ଦକ୍ଷିଣ ଆଫ୍ରିକା ବୋଲର ଷ୍ଟେନ୍‌ ୨ଟି ମୂଲ୍ୟାବାନ ୱିକେଟ୍‌ ହାସଲ କରିଛନ୍ତି। ଷ୍ଟେନ୍‌, ଧାୱନ ଓ ରିଦ୍ଧିମାନ ଶାହାଙ୍କୁ ଆଉଟ୍‌ କରିଥିଲେ। ଏହାସହ ଷ୍ଟେନ୍‌ ତାଙ୍କ ଟେଷ୍ଟ କ୍ୟାରିୟରରେ ୪୧୮ ୱିକେଟ୍‌ ହାସଲ କରି ଏକ ନୂଆ ରୋକର୍ଡ ମଧ୍ୟ ସ୍ଥାପନ କରିଛନ୍ତି। ଏହାସହ ଟିମ୍‌ ଇଣ୍ଡିଆର ବୋଲର ହରଭଜନ ସିଂଙ୍କୁ ପଛରେ ପକାଇଦେଇଛନ୍ତି ଷ୍ଟେନ୍‌। ଇଣ୍ଡିଆ […]

download (1)

download (1)

Ordigital Desk
  • Published: Sunday, 07 January 2018
  • Updated: 07 January 2018, 11:33 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟ କେପ୍‌ଟାଉନ୍‌ ଠାରେ ଖେଳାଯାଉଛି। ଭାରତର ପ୍ରଥମ ଇଂନିସରେ ଦକ୍ଷିଣ ଆଫ୍ରିକା ବୋଲର ଷ୍ଟେନ୍‌ ୨ଟି ମୂଲ୍ୟାବାନ ୱିକେଟ୍‌ ହାସଲ କରିଛନ୍ତି। ଷ୍ଟେନ୍‌, ଧାୱନ ଓ ରିଦ୍ଧିମାନ ଶାହାଙ୍କୁ ଆଉଟ୍‌ କରିଥିଲେ। ଏହାସହ ଷ୍ଟେନ୍‌ ତାଙ୍କ ଟେଷ୍ଟ କ୍ୟାରିୟରରେ ୪୧୮ ୱିକେଟ୍‌ ହାସଲ କରି ଏକ ନୂଆ ରୋକର୍ଡ ମଧ୍ୟ ସ୍ଥାପନ କରିଛନ୍ତି।

ଏହାସହ ଟିମ୍‌ ଇଣ୍ଡିଆର ବୋଲର ହରଭଜନ ସିଂଙ୍କୁ ପଛରେ ପକାଇଦେଇଛନ୍ତି ଷ୍ଟେନ୍‌। ଇଣ୍ଡିଆ ବିପକ୍ଷ ୨ଟି ୱିକେଟ୍‌ ନେବାପରେ ଷ୍ଟେନ୍‌ ଟପ୍‌-୧୦ ବୋଲରଙ୍କ ଲିଷ୍ଟରେ ୧୦ ନମ୍ବର ସ୍ଥାନରେ ପହଞ୍ଚିପାରିଛନ୍ତି। ୮୬ଟି ମ୍ୟାଚ୍‌ ଖେଳି ଷ୍ଟେନ୍ ଏହି ରେକର୍ଡ କରିଛନ୍ତି। ଷ୍ଟେନ୍‌ ଏପର୍ଯ୍ୟନ୍ତ ୪୧୯ଟି ୱିକେଟ୍‌ ନେଇସାରିଛନ୍ତି। ଯଦି ସେ ଆଉ ୪ଟି ୱିକେଟ୍ ନେଇପାରିବେ ତେବେ ସନ୍ ପୋଲକଙ୍କୁ ପଛରେ ପକାଇ ଦକ୍ଷିଣ ଆପ୍ରିକା ପକ୍ଷରୁ ସର୍ବାଧିକ ୱିକେଟ୍ ହାସଲକାରୀ ବୋଲର ହୋଇଯିବେ।

ଟେଷ୍ଟରେ ସର୍ବାଧିକ ୱିକେଟ୍‌ ଶ୍ରୀଲଙ୍କାର ମୁରଲିଧରଣ ନେଇଛନ୍ତି। ସେ ୧୩୩ଟି ମ୍ୟାଚ୍‌ରୁ ୮୦୦ ୱିକେଟ୍ ହାସଲ କରିଛନ୍ତି। ଏହି ରେକର୍ଡକୁ ଭାଙ୍ଗିବା କୌଣସି ବୋଲରଙ୍କ ପାଇଁ ମୁସ୍କିଲ୍‌ ହେବ। ସେହିପରି ଲିଷ୍ଟରେ ତୃତୀୟ ସ୍ଥାନରେ ଅଛନ୍ତି ଭାରତର ପୂର୍ବତନ କ୍ରିକେଟର ଅନିଲ କୁମ୍ବଲେ। ସେ ୧୩୨ ମ୍ୟାଚରୁ ୬୧୯ଟି ୱିକେଟ୍ ନେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story