ଟିମ୍‌ ଇଣ୍ଡିଆର ଏହି ୩ ଖେଳାଳି ଧୱନଙ୍କ ଭଲ ବନ୍ଧୁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓପନର୍‌ ବ୍ୟାଟ୍ସମ୍ୟାନ୍‌ ଶିଖର ଧୱନ ଖୁଲାସା କରିଛନ୍ତି ଯେ ଟିମ୍‌ ଇଣ୍ଡିଆର ତାଙ୍କର ସବୁଠୁ ପ୍ରିୟ ବନ୍ଧୁ କିଏ। ଧୱନଙ୍କ ଲିଷ୍ଟରେ ନା ଧୋନୀ ଅଛନ୍ତି ନା ରାଇନା କିମ୍ବା ଯୁବରାଜ। ଧୱନ କହିଛନ୍ତି ଟିମ୍‌ରେ ବିରାଟ, ରୋହିତ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସହିତ ତାଙ୍କର ଭଲ ସମ୍ପର୍କ। ଧୱନ କହିଛନ୍ତି, ସେ ଯେତେବେଳେ ୧୭ ବର୍ଷ ବୟସରେ ହୋଇଥିଲେ ସେତେବେଳେ ସେ ବିରାଟଙ୍କୁ ଜାଣିଥିଲେ। ଆଗାମୀ ସପ୍ତାହରେ ଶ୍ରୀଲଙ୍କା ଓ ବାଂଲାଦେଶ ବିପକ୍ଷ […]

04_03_2018-dhwan-t20

Ordigital Desk
  • Published: Sunday, 04 March 2018
  • , Updated: 04 March 2018, 11:48 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓପନର୍‌ ବ୍ୟାଟ୍ସମ୍ୟାନ୍‌ ଶିଖର ଧୱନ ଖୁଲାସା କରିଛନ୍ତି ଯେ ଟିମ୍‌ ଇଣ୍ଡିଆର ତାଙ୍କର ସବୁଠୁ ପ୍ରିୟ ବନ୍ଧୁ କିଏ। ଧୱନଙ୍କ ଲିଷ୍ଟରେ ନା ଧୋନୀ ଅଛନ୍ତି ନା ରାଇନା କିମ୍ବା ଯୁବରାଜ। ଧୱନ କହିଛନ୍ତି ଟିମ୍‌ରେ ବିରାଟ, ରୋହିତ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସହିତ ତାଙ୍କର ଭଲ ସମ୍ପର୍କ। ଧୱନ କହିଛନ୍ତି, ସେ ଯେତେବେଳେ ୧୭ ବର୍ଷ ବୟସରେ ହୋଇଥିଲେ ସେତେବେଳେ ସେ ବିରାଟଙ୍କୁ ଜାଣିଥିଲେ। ଆଗାମୀ ସପ୍ତାହରେ ଶ୍ରୀଲଙ୍କା ଓ ବାଂଲାଦେଶ ବିପକ୍ଷ ଟି-ଟ୍ୱେଣ୍ଟି ପାଇଁ ଧୱନ ଉପ ଅଧିନାୟକ ହୋଇଥିବା ବେଳେ ରୋହିତ ଶର୍ମାଙ୍କୁ ଅଧିନାୟକ କରାଯାଇଛି।

Related story