ଅନୁଷ୍କାଙ୍କୁ ଏହି ବଡ଼ ଆଖ୍ୟା ଦେଲେ ବିରାଟ୍ କୋହଲି

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି ବର୍ତ୍ତମାନ କ୍ରିକେଟ୍ ଏବଂ ଦେଶ ବାହରେ ଛୁନି ମନାଉଛନ୍ତି। ମଙ୍ଗଳବାର ସେ ନିଜର ଏକ ଫଟୋ ସୋଶାଲ ମିଡିଆରେ ଶେଆର୍ କରି ନିଜ ପତ୍ନୀ ତଥା ବଲିଉଡ୍ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କୁ ବେଷ୍ଟ ଫଟୋଗ୍ରାଫର୍ ବିବେଚିତ କରିଛନ୍ତି। No stress about pictures when you’ve got the best photographer taking them for you 😃😍 @AnushkaSharma pic.twitter.com/uK3XO4dFhZ — Virat Kohli (@imVkohli) December […]

viruskha

viruskha

Ranjit Kumar Jena
  • Published: Tuesday, 31 December 2019
  • Updated: 31 December 2019, 09:14 PM IST

Sports

Latest News

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି ବର୍ତ୍ତମାନ କ୍ରିକେଟ୍ ଏବଂ ଦେଶ ବାହରେ ଛୁନି ମନାଉଛନ୍ତି। ମଙ୍ଗଳବାର ସେ ନିଜର ଏକ ଫଟୋ ସୋଶାଲ ମିଡିଆରେ ଶେଆର୍ କରି ନିଜ ପତ୍ନୀ ତଥା ବଲିଉଡ୍ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କୁ ବେଷ୍ଟ ଫଟୋଗ୍ରାଫର୍ ବିବେଚିତ କରିଛନ୍ତି।

ବିରାଟ୍ ଲେଖିଛନ୍ତି, ଯେତେବେଳେ ଆପଣଙ୍କ ପାଖରେ ବେଷ୍ଟ ଫଟୋଗ୍ରାଫର ଉପସ୍ଥିତ ଅଛନ୍ତି, ସେତେବେଳେ ଫଟୋକୁ ଉଠାଇବା ନେଇ କୌଣସି ପ୍ରକାରର ଷ୍ଟ୍ରେସ୍ ନଥାଏ। ମିଳିଥିବା ରିପୋର୍ଟ ଅନୁଯାୟୀ, ବିରାଟ୍ ପତ୍ନୀ ଅନୁଷ୍କାଙ୍କ ସହ ସ୍ୱିଜରଲ୍ୟାଣ୍ଡରେ ଛୁଟି ବିତାଉଛନ୍ତି। ଏହା ପୂର୍ବରୁ ସେ ଅନୁଷ୍କାଙ୍କ ସହ କିଛି ଫଟୋ ଶେଆର୍ କରିଥିଲେ।

ଭାରତୀୟ ଟିମ୍ ଜାନୁଆରୀ ୫ ତାରିଖରୁ ଶ୍ରୀଲଙ୍କା ବିପକ୍ଷ ତିନିମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଖେଳିବ, ଯେଉଁଥିରେ ବିରାଟ୍ ଟିମର ନେତୃତ୍ୱ ନେବେ। ସିରିଜର ପ୍ରଥମ ମ୍ୟାଚ୍ ଗୌହାଟୀରେ, ଦ୍ୱିତୀୟ ମ୍ୟାଚ୍ ଜାନୁଆରୀ ୭ ତାରିଖରେ ଇନ୍ଦୋର ଏବଂ ତୃତୀୟ ତଥା ଅନ୍ତିମ ମ୍ୟାଚ୍ ୯ ତାରିଖରେ ପୁଣେରେ ଖେଳାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story