ସାଥୀ ଖେଳାଳିଙ୍କ ସହ ଏମିତି ମସ୍ତି କଲେ ବିରାଟ୍ କୋହଲି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ରବିବାର ବାରବାଟୀ ଷ୍ଟାଡିୟମରେ ତୃତୀୟ ତଥା ନିର୍ଣ୍ଣାୟକ ଦିନିକିଆ ଖେଳାଯିବ। ତେବେ ଏହି ମହତ୍ତ୍ୱପୂର୍ଣ୍ଣ ମ୍ୟାଚ୍ ପୂର୍ବରୁ ଭାରତୀୟ ଟିମକୁ ମ୍ୟାନେଜମେଣ୍ଟ ପକ୍ଷରୁ ଦିନକ ପାଇଁ ଛୁଟି ମିଳିଛି। ଏହି ଛୁଟିର ଫାଇଦା ସବୁ ଖେଳାଳିମାନେ ଉଠାଇଛନ୍ତି ଏବଂ ସେମାନେ ନିଜ ନିଜର ଗ୍ରୁପ୍ ସହ ଛୁଟିକୁ ଖୁବ୍ ଉପଭୋଗ କରିଛନ୍ତି। ଏହାର ସୂଚନା ଖୋଦ୍ ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହି ଟ୍ୱିଟର ଜରିଆରେ ଦେଇଛନ୍ତି। […]

virat-kohli

virat-kohli

Ranjit Kumar Jena
  • Published: Friday, 20 December 2019
  • Updated: 20 December 2019, 09:04 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ରବିବାର ବାରବାଟୀ ଷ୍ଟାଡିୟମରେ ତୃତୀୟ ତଥା ନିର୍ଣ୍ଣାୟକ ଦିନିକିଆ ଖେଳାଯିବ। ତେବେ ଏହି ମହତ୍ତ୍ୱପୂର୍ଣ୍ଣ ମ୍ୟାଚ୍ ପୂର୍ବରୁ ଭାରତୀୟ ଟିମକୁ ମ୍ୟାନେଜମେଣ୍ଟ ପକ୍ଷରୁ ଦିନକ ପାଇଁ ଛୁଟି ମିଳିଛି। ଏହି ଛୁଟିର ଫାଇଦା ସବୁ ଖେଳାଳିମାନେ ଉଠାଇଛନ୍ତି ଏବଂ ସେମାନେ ନିଜ ନିଜର ଗ୍ରୁପ୍ ସହ ଛୁଟିକୁ ଖୁବ୍ ଉପଭୋଗ କରିଛନ୍ତି।

ଏହାର ସୂଚନା ଖୋଦ୍ ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହି ଟ୍ୱିଟର ଜରିଆରେ ଦେଇଛନ୍ତି। କୋହଲି ନିଜର ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡଲରେ ଦୁଇଟି ଫଟୋ ଶେଆର୍ କରିଛନ୍ତି। ଏହି ଫଟୋରେ ସେ କ୍ୟାପସନ୍ ଦେଇ ଲେଖିଛନ୍ତି, ଗୋଟିଏ ଦିନର ଛୁଟି ଏବଂ ଅପରାହ୍ଣରେ ସାଥୀ ଖେଳାଳିଙ୍କ ସହ ମସ୍ତି, ଯାହା ଆମକୁ ନିହାତି ଆବଶ୍ୟକ ଥିଲା।

ବିରାଟ୍ କୋହଲି ଯେଉଁ ଫଟୋ ଶେଆର କରିଛନ୍ତି, ସେଥିରେ ଶ୍ରେୟସ୍ ଆୟର୍‌, ଲୋକେଶ ରାହୁଲ୍‌, ଋଷଭ ପନ୍ତ, ଲୋକେଶ ରାହୁଲ୍‌, ୟୁଜବେନ୍ଦ୍ର ଚହଲ୍‌, ମନିଷ ପାଣ୍ଡେ, ରବୀନ୍ଦ୍ର ଜାଡେଜା ଏବଂ କେଦାର ଯାଦବ ଅଛନ୍ତି। ଉଭୟ ଭାରତ ଓ ୱେଷ୍ଟଇଣ୍ଡିଜ୍ ଟିମ୍ ଗୁରୁବାର ଭୁବନେଶ୍ୱରରେ ପହଞ୍ଚିସାରିଥିଲେ। ଏଠାରେ ଉଭୟ ଦଳର ଖେଳାଳିମାନଙ୍କୁ ଜୋରଦାର ସ୍ୱାଗତ କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story