ଗଣିତରେ ୧୦୦ରୁ ଏତିକି ମାର୍କ ରଖିଥିଲେ କୋହଲି

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଟିମର କ୍ୟାପଟେନ୍ ବିରାଟ୍ କୋହଲି ମାତ୍ର ୩୦ ବର୍ଷ ବୟସରେ ଅନେକ କୀର୍ତ୍ତିମାନ ନିଜ ନାଁରେ କରିଛନ୍ତି। କୋହଲି ଅନ୍ତର୍ଜାତୀୟ କ୍ରିକେଟରେ ନିଜ ବ୍ୟାଟ୍ ଦ୍ୱାରା କମାଲ୍ କରିଚାଲିଛନ୍ତି। ଗତ ତିନି-ଚାରି ବର୍ଷରେ କୋହଲିଙ୍କ ବ୍ୟାଟିଂ ସ୍ତର ବହୁତ ଆଗରେ ପହଞ୍ଚିଯାଇଛି। ଏହି କାରଣରୁ ବର୍ତ୍ତମାନ ସମୟରେ ତାଙ୍କୁ ବିଶ୍ୱର ସର୍ବଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍ କୁହାଯାଉଛି। ତେବେ ଏହା ମଧ୍ୟରେ କୋହଲି ଗୋଟିଏ କଥାକୁ ନେଇ ସାମାନ୍ୟ ଦୁଃଖିତ ଅଛନ୍ତି। କୋହଲିଙ୍କୁ ସ୍କୁଲ ଦିନରେ […]

kohli

kohli

Ranjit Kumar Jena
  • Published: Sunday, 08 September 2019
  • Updated: 08 September 2019, 06:24 PM IST

Sports

Latest News

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଟିମର କ୍ୟାପଟେନ୍ ବିରାଟ୍ କୋହଲି ମାତ୍ର ୩୦ ବର୍ଷ ବୟସରେ ଅନେକ କୀର୍ତ୍ତିମାନ ନିଜ ନାଁରେ କରିଛନ୍ତି। କୋହଲି ଅନ୍ତର୍ଜାତୀୟ କ୍ରିକେଟରେ ନିଜ ବ୍ୟାଟ୍ ଦ୍ୱାରା କମାଲ୍ କରିଚାଲିଛନ୍ତି। ଗତ ତିନି-ଚାରି ବର୍ଷରେ କୋହଲିଙ୍କ ବ୍ୟାଟିଂ ସ୍ତର ବହୁତ ଆଗରେ ପହଞ୍ଚିଯାଇଛି। ଏହି କାରଣରୁ ବର୍ତ୍ତମାନ ସମୟରେ ତାଙ୍କୁ ବିଶ୍ୱର ସର୍ବଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍ କୁହାଯାଉଛି।

ତେବେ ଏହା ମଧ୍ୟରେ କୋହଲି ଗୋଟିଏ କଥାକୁ ନେଇ ସାମାନ୍ୟ ଦୁଃଖିତ ଅଛନ୍ତି। କୋହଲିଙ୍କୁ ସ୍କୁଲ ଦିନରେ ଗଣିତରେ ଫେଲ୍ ହେବା ନେଇ ଅବଶୋଷ ରହିଛି। ଆମେରିକାର ଚର୍ଚ୍ଚିତ ସାମ୍ବାଦିକ ଗ୍ରାହାମ ବେନସିଙ୍ଗରଙ୍କ ଶୋ'ରେ ଯୋଗ ଦେବା ଅବସରରେ କୋହଲି ନିଜ ପିଲାଦିନର ସ୍କୁଲ କଥା ଶେୟାର କରି ଏହା କହିଛନ୍ତି। କୋହଲି କହିଥିଲେ, ଗଣିତରେ ୧୦୦ ନମ୍ବରରୁ ମୁଁ ମାତ୍ର ୩ ମାର୍କ ରଖିଥିଲା। ମୁଁ ଗଣିତର ଜଟିଳତା ଆଦୌ ବୁଝିପାରୁ ନଥିଲି। ମୁଁ ବୁଝିପାରୁନି ଯେ, ଲୋକେ ଗଣିତ ପଢ଼ିବାକୁ କାହିଁକି ଏତେ ଭଲ ପାଆନ୍ତି।

କୋହଲି ଆହୁରି କହିଥିଲେ, ଗଣିତରେ ଜଣେ ସର୍ବାଧିକ ୧୦୦ ନମ୍ବର ରଖିପାରିବ। କିନ୍ତୁ ମୋର ମାତ୍ର ୩ ନମ୍ବର ଆସୁଥିଲା। ଏଥିରୁ ଆପଣମାନେ ଜାଣିପାରୁଥିବେ ମୁଁ ଗଣିତରେ କେତେ ଭଲ ଥିଲି। ମୁଁ କେବେବି ଗଣିତ ସହ ନିଜକୁ ଯୋଡ଼ି ପାରିଲି ନାହିଁ। ମୋତେ କେବଳ ଖେଳିବା ଆସୁଥିଲା ଏବଂ ଭବିଷ୍ୟତରେ ଏହା ହିଁ ମୋ କାମରେ ଆସିଲା। ମୁଁ କେବଳ ଦଶମ ଶ୍ରେଣୀରେ ପାସ୍ ହେବାକୁ ଚାହୁଁଥିଲି। ମୁଁ ଜାଣିଥିଲି ଯେ ଦଶମ ପରେ ଜଣେ ନିଜ ପସନ୍ଦର ବିଷୟ ବାଛି ପାରିବ। କୋହଲି ମଜାକିଆ ଢ଼ଙ୍ଗରେ କହିଥିଲେ, ଏହା ପରେ ମୁଁ କ୍ରିକେଟରେ ଏତେ ପରିଶ୍ରମ କଲି ଯେ ପୁଣିଥରେ ପରୀକ୍ଷା ଦେବାକୁ ପଡିଲା ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story