କୋହଲିଙ୍କୁ ଆଇସିସିର ଚେତାବନୀ

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ କୋହଲିଙ୍କୁ ଆଇସିସି ବଡ଼ ଝଟକା ଦେଇଛି। ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ଟି-୨୦ ମ୍ୟାଚରେ ମଇଦାନରେ ଦୁର୍ବ୍ୟବହାର ପାଇଁ କୋହଲିଙ୍କୁ ଚେତାବନୀ ଦିଆଯାଇଛି। ଏହାସହ ତାଙ୍କ ଖାତାରେ ଏକ ଡିମେରିଟ୍ ପଏଣ୍ଟ ମଧ୍ୟ ଯୋଡ଼ିହୋଇଛି। ବେଙ୍ଗାଲୁରୁରେ ଖେଳାଯାଇଥିବା ଟି-୨୦ ମ୍ୟାଚରେ ରନ୍ ନେବା ସମୟରେ କୋହଲି ଦକ୍ଷିଣ ଆଫ୍ରିକା ପେସ୍ ବୋଲର ବ୍ୟୁରାନ୍ ହେଣ୍ଡ୍ରିକ୍ସଙ୍କୁ କାନ୍ଧରେ ଧକ୍କା ମାରିଥିଲେ। ଯେଉଁକାରଣରୁ ସେ ଆଇସିସି କୋଡ୍ ଅଫ୍ କଣ୍ଡକ୍ଟ ଧାରା-୧ର ଦୋଷୀ […]

kohli

kohli

Ranjit Kumar Jena
  • Published: Monday, 23 September 2019
  • Updated: 23 September 2019, 08:31 PM IST

Sports

Latest News

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ କୋହଲିଙ୍କୁ ଆଇସିସି ବଡ଼ ଝଟକା ଦେଇଛି। ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ଟି-୨୦ ମ୍ୟାଚରେ ମଇଦାନରେ ଦୁର୍ବ୍ୟବହାର ପାଇଁ କୋହଲିଙ୍କୁ ଚେତାବନୀ ଦିଆଯାଇଛି। ଏହାସହ ତାଙ୍କ ଖାତାରେ ଏକ ଡିମେରିଟ୍ ପଏଣ୍ଟ ମଧ୍ୟ ଯୋଡ଼ିହୋଇଛି।

ବେଙ୍ଗାଲୁରୁରେ ଖେଳାଯାଇଥିବା ଟି-୨୦ ମ୍ୟାଚରେ ରନ୍ ନେବା ସମୟରେ କୋହଲି ଦକ୍ଷିଣ ଆଫ୍ରିକା ପେସ୍ ବୋଲର ବ୍ୟୁରାନ୍ ହେଣ୍ଡ୍ରିକ୍ସଙ୍କୁ କାନ୍ଧରେ ଧକ୍କା ମାରିଥିଲେ। ଯେଉଁକାରଣରୁ ସେ ଆଇସିସି କୋଡ୍ ଅଫ୍ କଣ୍ଡକ୍ଟ ଧାରା-୧ର ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ତାଙ୍କୁ ଆନୁଷ୍ଠାନିକ ଭାବେ କେବଳ ଚେତାବନୀ ଦିଆ ଛଡ଼ାଯାଇଛି। ସେପ୍ଟେମ୍ବର, ୨୦୧୬ରେ ଆଇସିସିର ନୂଆ ନିୟମ ଲାଗୁ ହେବା ପରେ ତୃତୀୟଥର ପାଇଁ କୋହଲିଙ୍କ ଏଭଳି ଅପରାଧ କରିଛନ୍ତି।

ସୂଚନାଯୋଗ୍ୟ, ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ତିନିମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚ୍ ବର୍ଷା ଧୋଇ ଦେଇଥିଲା। ତେବେ ଦ୍ୱିତୀୟ ମ୍ୟାଚରେ କୋହଲିଙ୍କ ଦମଦାର ପ୍ରଦର୍ଶନ ବଳରେ ଭାରତ ୭ ୱିକେଟରେ ବିଜୟୀ ହୋଇଥିଲା। ରବିବାର ତୃତୀୟ ମ୍ୟାଚରେ ଦକ୍ଷିଣ ଆଫ୍ରିକା ୯ ୱିକେଟରେ ବିଜୟୀ ହୋଇ ସିରିଜକୁ ୧-୧ରେ ବରାବର କରିଛି। ଆସନ୍ତା ଅକ୍ଟୋବର ୨ ତାରିଖରୁ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ତିନିମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଆରମ୍ଭ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story